ଧର୍ମ

ଯେଉଁ ବ୍ୟକ୍ତିମାନଙ୍କ ମଧ୍ୟରେ ମିଳିଥାଏ ଏହି ଲକ୍ଷଣ, ସେମାନେ ହୋଇଥାନ୍ତି ଜନ୍ମରୁ ଧନୀ

ମିତି କୁହାଯାଏ କି ବ୍ୟକ୍ତି ନିଜର ଭାଗ୍ୟ ନିଜେ ହିଁ ତିଆରି କରିଥାଏ କାରଣ ବ୍ୟକ୍ତି ଦ୍ଵାରା କରାଯାଉଥିବା କର୍ମ ଅନୁସାରେ ହିଁ ସେ ନିଜର ଭାଗ୍ୟ ବଦଲାଇ ପାରିବ । ଏହି ଦୁନିଆରେ ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ପରିଶ୍ରମ କରନ୍ତି ଏବଂ ଭଲ କର୍ମ ବି କରନ୍ତି ତଥାପି ତାଙ୍କର ଭାଗ୍ୟ ବଦଳେ ନାହିଁ । ଏମିତି କୁହାଯାଏ କି ବହୁତ ବ୍ୟକ୍ତି ନିଜର ଭାଗ୍ୟ ଉପରୁ ହିଁ ଲେଖି କରି ଆଣିଥାନ୍ତି ଯାହା ଦ୍ଵାରା ସେମାନେ କମ କଷ୍ଟ କରି ମଧ୍ୟ ଅଧିକ ସଫଳତା ପାଇଥାନ୍ତି । ଆପଣଙ୍କୁ ଆମର ଏଇ ଲେଖାଟି  ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ବ୍ୟକ୍ତିମାନଙ୍କର କିଛି ଏହିଭଳି ଖାସ ଲକ୍ଷଣ ବିଷୟରେ ସୂଚନା ଦେବାକୁ ଯାଉଛୁ ଯେଉଁଥିରେ ଆପଣ ଏହି କଥାର ଅନୁମାନ ଲଗାଇ ପାରିବେ କି ଆପଣଙ୍କ ଭାଗ୍ୟରେ କଣ ଲେଖା ହୋଇଛି ।

ଆସନ୍ତୁ ଜାଣିବା ଭାଗ୍ୟରେ ଧନୀ ହେବାର ଲକ୍ଷଣ ବିଷୟରେ

ହାତରେ ପତକାର ଚିହ୍ନ

ଯେଉଁ ବ୍ୟକ୍ତିଙ୍କ ହାତରେ ପତକାର ଚିହ୍ନ ହୋଇଥାଏ ସେମାନେ ଜୀବନରେ କେବେ ନା କେବେ ଅବଶ୍ୟ ଧନୀ ହୋଇଥାନ୍ତି । ବ୍ୟକ୍ତିର ଜନ୍ମ କୌଣସି ସାଧାରଣ ପରିବାରରେ ହୋଇଥିଲେ ବି ସେ ନିଜର ଭାଗ୍ୟ ଦ୍ଵାରା ଟଙ୍କା ଆୟ କରି ପାରିବେ ।

ହାତ ଉପରେ ଗଭୀର ରେଖା

ଯେଉଁ ବ୍ୟକ୍ତିଙ୍କ ହାତରେ ଅଳ୍ପ ରେଖା ଦେଖା ଯାଏ ସେମାନଙ୍କୁ ରୋଗ କାରକ ଏବଂ ଅଶୁଭ ବୋଲି କୁହାଯାଏ । କିନ୍ତୁ ହାତରେ ଗୋଲାପି ରଙ୍ଗର ରେଖା ବହୁତ ଶୁଭ ବୋଲି କୁହାଯାଏ । ଯଦି କୌଣସି ବ୍ୟକ୍ତିର ହାତରେ ଥିବା ରେଖା କାହାକୁ କାଟୁ ନାହିଁ ତେବେ ସେହି ବ୍ୟକ୍ତିକୁ ନିଜର ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ସେ ନିଜର ଜୀବନରେ ଉନ୍ନତି କରିବ ।

ଆଙ୍ଗୁଠିର ଗଠନ

ଯେଉଁ ବ୍ୟକ୍ତି ମାନଙ୍କର ଆଙ୍ଗୁଠି ଲମ୍ବା ଏବଂ ସିଧା ହୋଇଥାଏ ସେହି ବ୍ୟକ୍ତିମାନେ ଟଙ୍କାକୁ ବହୁତ ସଞ୍ଚୟ କରନ୍ତି ବୋଲି କୁହାଯାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିମାନଙ୍କ ମଧ୍ୟରେ ଏହିଭଳି ଲକ୍ଷଣ ଦେଖାଯାଏ ସେମାନେ ଆର୍ଥିକ ରୂପରେ ସମ୍ପନ୍ନ ହୋଇଥାନ୍ତି ।

ହାତରେ ଶୁଭ ଚିହ୍ନ

ଯେଉଁ ବ୍ୟକ୍ତିଙ୍କ ହାତରେ ଚକ୍ର, ଖଣ୍ଡା, ତ୍ରିଶୂଳ, ଧନୁ ଭଳି ଯେ କୌଣସି ଗୋଟିଏ ବି ଚିହ୍ନ ହୋଇଥାଏ ତେବେ ଏହିଭଳି ବ୍ୟକ୍ତି ସରକାର ପଦର ଭଲ ଲାଭ ଉଠାଇ ଥାନ୍ତି । ଏମିତିରେ ଏହି ବ୍ୟକ୍ତିମାନଙ୍କର ଜୀବନରେ ଧନ ଲାଭ, ସମ୍ପତି ବୈଭବ ଭଳି କୌଣସି ପ୍ରକାରର ଅସୁବିଧା ହୋଇନଥାଏ । ଯଦି ହାତରେ ମନ୍ଦିର କିମ୍ବା ତ୍ରିକୋଣ ଚିହ୍ନ ମିଳିଥାଏ ତେବେ ଏହିଭଳି ଲୋକମାନେ ଆଧ୍ୟାତ୍ମିକ ହୋଇଥାନ୍ତି ଏବଂ ତାଙ୍କୁ ସମାଜରେ ବହୁତ ମାନ ସମ୍ମାନ ଏବଂ ପ୍ରତିଷ୍ଠା ମିଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button