ଓଡିଶା

ମହାନଦୀକୁ ଡେଇଁଲେ ନବମ ଶେଣୀ ଛାତ୍ରୀ

ବୌଦ୍ଧ: ମହାନଦୀକୁ ଡେଇଁଲେ ନାବାଳିକା। ମହାନଦୀ ମାର୍ଜକୁଦ ବ୍ରିଜ ଉପରୁ ଜଣେ ନବମ ଶେଣୀ ଛାତ୍ରୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ମତ୍ସ୍ୟଜୀବୀ ଉକ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଛାତ୍ରୀ ଜଣଙ୍କ ହେଲେ ବୌଦ୍ଧ ସହର ସ୍ଥିତ ବାବୁ ସାହିର ।

ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଆସ୍ପଷ୍ଟ ରହିିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button