ବନ୍ଧୁଗଣ ଆଜିର ସମୟରେ ସ୍ଵାମୀ ମାନେ ଦୁଇ ଦୁଇଟା ବାହା ହେଉଛନ୍ତି । ଆଉ ତା ପରେ ପରିସ୍ଥିତି ଯାହା ହେଉଛି ତାହା ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ଦୁଇ ଦୁଇଟା ସ୍ତ୍ରୀ ଙ୍କ ମଝିରେ ଫସି ଯାଉଛି ସ୍ଵାମୀ ଆଉ ନିଜର ଜୀବନ ବରବାତ କରି ଦେଉଛି । ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି । by TaboolaSponsored Links You May Like The Secret Behind Successful Intraday Traders – Learn It Now! TradeWise ଆଉ ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ସ୍ଵାମୀ କାହାର । ତୋର ନାଁ ମୋର, ଶଙ୍ଖା ସିନ୍ଦୁରରେ ବସିଲା ଭାଗ । ଛିଣ୍ଡୁନି ଭାଗ ନିର୍ଧୂମ ଛେ-ଚା ଖାଇଲେ ରଙ୍ଗିଲା ସ୍ଵାମୀ । ରଙ୍ଗିଲା ସ୍ଵାମୀକୁ ନେଇ ଟଣା ଓ-ଟ-ରା ଦୁଇ ସ୍ତ୍ରୀ । ରଙ୍ଗିଲା ସ୍ଵାମୀକୁ ନେଇ ବିଚ୍ ବଜାରରେ ହାଇଡ୍ରାମା । ହଁ ଦର୍ଶକ ବନ୍ଧୁ ଭଲ କରି ଦେଖନ୍ତୁ ଏ ଭିଡିଓଟିକୁ ସ୍ଵାମୀ କାହାର ନେଇ ଚାଲିଛି ଟଣା ଓ-ଟ-ରା । ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଚାଲିଛି ହାଇ ଡ୍ରାମା । ଏଭଳି ଦୃଶ୍ୟ ଦେଖି ଅଟକି ରହିଛନ୍ତି ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହ ଜିଲ୍ଲା ଡେରିଙ୍ଗି ବଜାର ନିକଟରେ । ନୂଆ ସିଙ୍ଗଡା ଗ୍ରାମର ଜଇନିକ ବ୍ୟକ୍ତି ତାଙ୍କର ଦ୍ଵିତୀୟ ସ୍ତ୍ରୀ ଙ୍କ ସହିତ ଯାଉ ଥିବା ସମୟରେ ଡେରିଙ୍ଗ ବଜାରରେ ତାଙ୍କ ପ୍ରଥମ ସ୍ତ୍ରୀ ଏହାକୁ ଦେଖିବା ପରେ ଆରମ୍ଭ ହୋଇ ଯାଇଥିଲା ମହାଭାରତ । ଦୀର୍ଘ ସମୟ ଧରି ସ୍ଵାମୀଙ୍କୁ ଧରି ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଚାଲି ଥିଲା ଟଣା ଘୋଷରା । ଆଉ ଏହି ଘଟଣା ଘଟିବା ପରେ ସଂପୂର୍ଣ୍ଣ ବଜାରରେ ଦୀର୍ଘ ସମୟ ଧରି ଗାଡି ମଟର ବନ୍ଦ ହୋଇ ଯାଇଥିଲା । ସ୍ଵାମୀ ନିଜର ଦୁଇ ସ୍ତ୍ରୀ ଙ୍କୁ ବୁଝାଇବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । କିନ୍ତୁ କଣ ହେବ ବିଚାରା ସ୍ଵାମୀ ଦୁଇ ସ୍ତ୍ରୀ ଙ୍କ ମଝିରେ ଫସିଯାଇ ନି-ର୍ଘା-ତ ମା-ଡ ଖାଇଥିଲେ । ଆଉ ଗାଡି ଧରି ଚମ୍ପଟ ମାରିଥିଲେ ସ୍ଵାମୀ । ତେବେ ରାସ୍ତା ଉପରେ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ବା-ଡି-ଆ ପି-ଟା ଲାଗି ରହିଥିଲା । କିଛି ସମୟ ପରେ ଡେରିଙ୍ଗି ବଜାରର କିଛି ଦୋକାନୀ ଏ ଦୁଇ ମହିଳାଙ୍କୁ ବୁଝା ସୁଝା କରି ଘଟଣାର ସମାଧାନ କରି ଥିଲେ । ଉଭୟ ସ୍ତ୍ରୀ ଙ୍କ ମଧ୍ୟରେ ନି-ର୍ଦ୍ଧୂ-ମ ଲ-ଢେ-ଇ ଚାଲି ଥିଲା ଯାହା ଆପଣ ମାନେ ଏ ଭିଡିଓରେ ଦେଖି ପାରୁଥିବେ । ଏହି ମହାଭାରତ ଯୁଦ୍ଧ ଏତେ ଜୋର ରେ ହୋଇଥିଲା ଯେ ଦୁଇ ମହିଳା ପରସ୍ପର ଉପରକୁ ଟେକା ଫୋପାଡିବା ସହ ବାଡା ବାଡି ହୋଇ ଯାଇଛନ୍ତି । ସ୍ଥାନୀୟ ଲୋକେ ଏଭଳି ଦୃଶ୍ୟ ଦେଖି ଅବାକ ହୋଇଗଲେ । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଶ୍ରୀକ୍ଷେତ୍ରରୁ ପ୍ରାୟ 2000 କିମି ଦୂରରୁ ଅର୍ଥାତ ହରିୟାନାରୁ ପୁରୀ ଆସିଥିଲେ ଶ୍ରଦ୍ଧାଳୁ । କାହିଁ କେତେ ଦିନରୁ ଇଚ୍ଛା ଥିଲା କାଳିଆକୁ ଦର୍ଶନ କରିବା ପାଇଁ । ସେଥିଲାଗି ତ ଏତେ ବାଟ ରୁ ଆସି ପହଞ୍ଚିଥିଲେ ପୁରୀରେ । ପ୍ରଥମେ ଜଗା ଦର୍ଶନ କରି ହୋଟେଲ ଫେରିଥିଲେ ଆଉ ପରେ ଘର ଲୋକଙ୍କୁ ଫୋନ କରି କହିଥିଲେ ଭଲରେ ଭଲରେ ଜଗା ଦର୍ଶନ ହେଲା । ବାସ ଏତିକି କଥାରେ ସେ ଟଳି ପଡିଲେ ।
ଆଉ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କର ପ୍ରା-ଣ ଚାଲିଗଲା । କାଳିଆ ଧାମ ଦର୍ଶନ କରିବେ ବୋଲି ଇଚ୍ଛା କରି ପୁଅ ମୋହନ ଓ ସ୍ଵାମୀ ଚୁଡିୟା ରାମଙ୍କ ସହ ଶ୍ରୀ କ୍ଷେତ୍ର ଆସିଥିଲେ ହରିୟାନାର ଧନୱନ୍ତି । ହେଲେ ଜଗନ୍ନାଥଙ୍କ ଦର୍ଶନ କରି ହାରିଲେ ସେ ନିଜର ଜୀବନ । ଜଗନ୍ନାଥ ଧାମକୁ ଆସି ସେ ପ୍ରା-ଣ ହ-ରା-ଇ-ବା ପରେ ସେ ସିନା ମୁକ୍ତି ପାଇଗଲେ କିନ୍ତୁ ଅଧା ରାସ୍ତାରୁ ହାତ ଛାଡି ଚାଲିଯିବାରୁ ସ୍ଵାମୀଙ୍କ ଆଖି ରୁ ଲୁହ ସୁଖୁ ନାହି ।
ମା କୁ ଧରି ବାହୁନି ବାହୁନି କାନ୍ଦୁଛି ପୁଅ । ଜୀବନ ଯିବା ପରେ ଏବେ ଶ-ବ ନେଇ ଘରକୁ ଫେରିବେ ସ୍ଵାମୀ ଆଉ ପୁଅ । ତେବେ ପୁରି ଆସି ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ପ୍ରା-ଣ ଚାଲି ଯାଇଥିବା କଥାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି । ଲୋକେ କହୁଛନ୍ତି ଜଗା ଦର୍ଶନ ପରେ ମ-ର-ଣ ଭାଗ୍ୟରେ ଥିଲେ ମିଳେ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର । ଭକ୍ତ ର ଭକ୍ତିରେ ଦର୍ଶନ ଦେବାର ଠାକୁର ।
କାଳିଆ ର ଲୀଳା କାହାକୁ ବି ଅଛପା ନାହି । ସେ କେତେବେଳେ ଭକ୍ତ ହାତରୁ ନଡିଆ ନେଇଯାଏ ତ ପୁଣି କେବେ ଭକ୍ତ କୁ ସୁନା ଥାଳି ରେ ଖାଇବାକୁ ଦିଏ । ଯିଏ ଭକ୍ତି ରେ ଡାକେ ତାକୁ ସ୍ଵୟଂ ଦର୍ଶନ ଦିଏ କଳା ଶ୍ରୀମୁଖ । ଉଋ ରେ ବେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ଖାଲି ଓଡିଶା ନୁହେଁ ବରଂ ସାରା ଦେଶରେ ଚାଲିଛି ଚର୍ଚ୍ଚା । ଭକ୍ତ ର ଭକ୍ତି ରେ କାଳିଆ ସାଆନ୍ତ ଖୁସି ଭାବରେ ଡାକିଲେ ସେ ଓ କରେ ।
ସବୁ ଦିନ ପରେ ଶ୍ରୀ ମନ୍ଦିର ରେ ସେଦିନ କାଲିଥିଲା ଶ୍ରୀ ଜୀଉଙ୍କର ନୀତିକାନ୍ତି । ନୀତି ନିର୍ଘଣ୍ଟ ଅନୁସାରେ ପହଡ ପଡିବା ପାଇଁ ପ୍ରସ୍ତୁତି ବି ସରିଥିଲା । ହେଲେ ପହଡ ପଡ଼ିପାରୁ ନ ଥିଲା । ସତେ ଯେପରି କାଳିଆ ଅପେକ୍ଷା କରିଥିଲା ତାର ଭକ୍ତ କୁ । ସତରେ ସେୟା ହିଁ ହେଲା । ଭକ୍ତ କୁ ଦର୍ଶନ ଦେବା ପରେ ପହଡ ପଡିଥିଲା କାଳିଆ ସାଆନ୍ତଙ୍କର ।
ଏ ହେଉଛନ୍ତି ସେ ଭାଗ୍ୟବାନ ଭକ୍ତ ଧନୱନ୍ତି ଯାହାକୁ ଦର୍ଶନ ଦେବା ଲାଗି ପହଡ ପକାଇ ନ ଥିଲେ କାଳିଆ ସାଆନ୍ତେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।