ବିଚାର

କଳିଯୁଗର ୫ଟି ସତ୍ୟ କଥା ଜାଣିଲେ ମୁଣ୍ଡଖରାପ ହେଇଯିବ

ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ ସୂଚନା ଦେବା ପାଇଁ ଚାହିଁବୁ କି ଭଗବାନ ବିଷ୍ଣୁ ମହାଭାରତ ରେ କହି ଜାଇ ଥାଏ 5 ଟି କଥା ବିଷୟ ରେ ମହାଭାରତ ରେ ଭଗବାନ ବିଷ୍ଣୁ ଙ୍କ ଦ୍ୱାରା ସଂମ୍ପର୍ଣ୍ଣ ବ୍ରହ୍ମାଣ୍ଡ ଏବଂ ସବୁ ଯୁଗ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କୁହା ଜାଇ ଥିବା ବେଳେ ସେହି ସମୟ ରେ ସେ କଳି କାଳ ବିଷୟ ରେ ସେହି ମହା ଭାରତ ରେ ସଂମ୍ପର୍ଣ୍ଣ ଭାବେ ବର୍ଣ୍ଣନା କରି ଥିଲେ । ସେହି ମଧ୍ୟ ରେ ସେ କହି ଥବା କିଛି କଥା ବିଷୟରେ ଜାଣି ନେବା ,ଯେଉଁ ଘଟଣା ଗୁଡ଼ିକ ଆଜିର ଦିନ ରେ ଦେଖିବା ପାଇଁ ମିଳୁଛି ମହାଭାରତ ସମୟ ରେ ପଞ୍ଚୁ ପାଣ୍ଡବ ମାନେ କଳି ଯୁଗ ବିଷୟ ରେ ଜାଣିବାର ବହୁତ ଆଶା ରହି ଥିଲା । ତେବେ ସେ କୃଷ୍ଣ ଙ୍କୁ କହିଲେ ଏହି ବିଷୟ ରେ କି କଳି ରେ ଲୋକ ମାନେ କେମିତି ହେବେ । ତେବେ ସେହି ପରି ବେଳେ ଭଗବାନ ବିଷ୍ଣୁ ସେମାନଙ୍କୁ ଜଙ୍ଗଲ ରେ ଥରେ ବୁଲି ଆସିବା ପାଇଁ କହିଲେ ଏବଂ ସେଠାରେ ଜାହା ଦେଖିବେ ସେହି ବିଷୟ ରେ ଆସି କହିବେ।Krishna

ସେମାନେ ସେଠାରୁ ଆସି କହିଲେ ପ୍ରଥମେ ଯୁଦ୍ଧିଷ୍ଟିର ମହାରାଜ କହିଲେ ସେମାନେ ଏକ ଦୁଇ ସୁଣ୍ଢ ଥିବା ହାତୀ କୁ ଦେଖିଲେ । ଏବଂ ସେ ବହୁତ ଆଶ୍ଚର୍ଯ୍ୟ ହେଲେ । ତେବେ ଏହି କଥାକୁ ସୁଣି ଭଗବାନ ବିଷ୍ଣୁ କହିଲେ କଳି ରେ ଏମିତି ଲୋକ ମାନେ ରହିବେ ଯେଉଁ ମାନେ କହିବେ ଗୋଟିଏ କଥା ଏବଂ କରିବେ ଆଉ ଗୋଟିଏ କଥା । ଭୀମ ଦେଖିଲେ କି ଗୋଟିଏ ଗାଈ ତାର ବାଛୁରୀ କୁ ଏମିତି ଚାଟୁ ଥିଲା କି ତାର ରକ୍ତ ବାହାରି ଯିବ । ତେବେ ଭଗବାନ ବିଷ୍ଣୁ କହିଲେ ,କଳି ଯୁଗ ରେ ଲୋକ ମାନେ ନିଜର ପିଲା କୁ ଏତେ ପରିମାଣ ରେ ଭଲ ପାଇବେ ଯେ ଯେଉଁ ଥିରେ ସେମାନଙ୍କ ବିକାସ ବାଧା ପ୍ରାପ୍ତ ହେବ। ସେହି ସମୟରେ ପୁଅ ହେଲେ ପତ୍ନୀ ର ହେବ ଏବଂ ଝିଅ ହେଲେ ପତି ର ହେବ । ଶରୀର ମୃତ୍ୟୁ ର ହେବ ବୋଲି କହିଲେ ।

ପରେ ଅର୍ଜୁନ ଦେଖିଲେ ଏକ ପକ୍ଷୀ କୁ ଜାହାର ପର ଉପରେ ବେଦ ଲେଖା ଜାଇ ଥିଲା ,ତେବେ ଭଗବାନ ବିଷ୍ଣୁ କହିଲେ କଳି ରେ ଏମିତି ବି ଲୋକ ମାନେ ଆସିବେ ଯେଉଁ ମାନଙ୍କୁ ବିଦ୍ୟାନ ବୋଲି କୁହା ଯିବ ହେଲେ ତାହାର ମନ ର ଭାବନା ଏହା ହେବ ଯେ କାହାର ମୃତ୍ୟୁ ଆଗ ହୋଇ ଜାଉ ,ଏବଂ ତାଙ୍କ ସଂମ୍ପତୀ ଆମର ହୋଇ ଜାଉ, ନକୁଳ ଦେଖିଲେ ଏକ ବଡ ପଥର ପାହାର ଉପରୁ ଖସି ପାଡିଲା ତେବେ ବଡ ରୁ ବଡ ଗଛ ବି ତାହାକୁ ରୋକି ପାରିଲେ ନାହିଁ । ହେଲେ ପରେ ଏକ ଛୋଟ ଗଛ ରେ ମାଡ ହୋଇ ସେହି ବଡ ପଥର ଟି ରହିଗଲା ତେବେ ଏହି କଥା ରେ ଭଗବାନ ବିଷ୍ଣୁ କହିଲେ କି କଳି ରେ ମନୁଶ୍ୟ ମାନଙ୍କ ବୃଦ୍ଧି କମି ଯିବ ।krishan

ଏବଂ ମନୁଶ୍ୟ ର ଅନ୍ତ ଘଟିବ । ଏହାକୁ କୈଣସି ଟଙ୍କା ରୋକି ପାରିବ ନାହିଁ, ହେଲେ ରହି ନାମ ପରି ସବ୍ଧ ଯପିଲେ ତାହାର ଜିବନ ଶାର୍ଥକ ହେବ ,ସହେଦେବ ଦେଖିଲେ ଗୋଟିଏ ସୁଖିଲା କୁଅ କୁ ଜାହା ବହୁତ ଗଭୀର ହି ମଧ୍ୟ ସେଥିରେ ପାଣି ନ ଥିଲା।  ଭଗବାନ ବିଷ୍ଣୁ କହିଲେ କଳି ରେ ଲୋକ ମାନେ ଏମିତି ହେବେ ଯେଉଁ ମାନେ ନିଜର ଭୋଗ ବିଳାଶ ରେ ବହୁତ ଟଙ୍କା ଖର୍ଚ୍ଚ କରିବେ ହେଲେ କୈଣସି ଭୀକାରି କୁ ଦେଖିଲେ ସେମାନେ ଆଡ ଆଖିରେ ଚାହିଁବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button