ସ୍ୱାସ୍ଥ୍ୟ

( ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ବିନ୍ଧା ) ଗୋଟେ ରାତିରେ ଭଲ ହେବ 100% ଗ୍ୟାରେଣ୍ଟି ( Healthy Tips )

ବର୍ତ୍ତମାନ ସମୟରେ ଅସ୍ବାସ୍ଥ୍ୟକର ପରିବେଶ ଅଧିକ ବୃଦ୍ଧି ହେବାରେ ଲାଗିଛି । ଲୋକମାନେ ନିଜର କର୍ମମୟ ଜୀବନରେ ଏତେ ବ୍ୟସ୍ତତାରେ ରହୁଛନ୍ତି କି ନିଜର ଶରୀରର ଯତ୍ନ ନେଇନଥାନ୍ତି । ଏହା ଛଡା ଆଗରୁ ଲୋକମାନେ ନିଜର ଶାରୀରିକ ବଳରେ ଅନେକ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ସମୟରେ ସବୁ କାର୍ଯ୍ୟ ପ୍ରାୟତଃ ମେସିନ ଜରିଆରେ ହେଉଛି । ଯାହା ଫଳରେ ଲୋକମାନଙ୍କର ଶାରୀରିକ ପରିଶ୍ରମ କମ ହେଉଛି ।

ତେବେ ଅନେକ ଲୋକଙ୍କର ପ୍ରାୟତଃ ଜଏଣ୍ଟ ବିନ୍ଧା ଭଳି ସମସ୍ୟାରେ ପିଡିତ ରହୁଛନ୍ତି । ତେବେ ଏହା ଶାରୀରିକ କାମ  ବେଶୀ ହେଲେ ହୋଇଥାଏ । ଏହା ଛଡା ଶରୀରରେ ଯଦି ଅଧିକ ଥଣ୍ଡା ଥାଏ ତେବେ ମଧ୍ୟ  ଶରୀରରେ ରହୁଥିବ ତେବେ ମଧ୍ୟ ଏହି ଭଳି ସମସ୍ୟା ଦେଖା ଦେଇଥାଏ।

ଏହି ଭଳି ସାମସ୍ୟାରୁ ମୁକ୍ତି ପାଇବା ପାଇଁ ବାହୁତ ଡାକ୍ତରି ଔଷଧ ବ୍ୟବହାର  କରାଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ଜଏଣ୍ଟ ବିନ୍ଧାରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପଚାର କହିବୁ । ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କୁ ବହୁତ ଶୀଘ୍ର ଏହି ଜଏଣ୍ଟ ବିନ୍ଧା ରୁ ମୁକ୍ତି ମିଳିଜୀବ।

ତେବେ ଏହି ଉପଚାର କରିବା ପାଇଁ ଆପଣଙ୍କୁ ପିଆଜ, ମେଥି ଗୁଣ୍ଡ , ସୁଣ୍ଠି ପାଉଡର ବା ଶୁଖିଲା ଅଦା ର ଗୁଣ୍ଡ  ମଧ୍ୟ ବ୍ୟବହାର କରି ପାରିବେ, ଏହା ଛଡା ହଳଦୀ ଗୁଣ୍ଡ କୁ ମଧ୍ୟ କିଛି ମାତ୍ରାରେ ନେବେ । ଏହି ଚାରୋଟି ଜିନିଷ ର ଆପଣଙ୍କୁ ଆବଶ୍ୟକତା ଯାହା ଆପଣଙ୍କୁ ନିଜ ରୋଷେଇ ଘରୁ ଆରମରେ ମିଳିଯିବ।

ଏବେ ଆପଣ ପ୍ରଥମେ ପିଆଜ କୁ ଛୋଟ ଛୋଟ କାଟି ନେବେ । ଏହା ପରେ ଏକ ହେମଦସ୍ତା ସହାର୍ଯ୍ୟ ରେ କୁଟି ନେବେ । ଏହା ପରେ ଏହି ପିଆଜ ଛେଚା କୁ ଆପଣ ଏକ ପାତ୍ରକୁ କାଢ଼ିନେବେ । ଏହା ପରେ ଏଥିରେ ଆପଣ ଏକ ଚାମଚ ମେଥି ଗୁଣ୍ଡ , ଏହା ପରେ ସୁଣ୍ଠି ଗୁଣ୍ଡ , ଓ ଏହା ପରେ ହଳଦୀ ଗୁଣ୍ଡ ମିଶାଇଦିଅନ୍ତୁ। ଏହାକୁ ଆପଣ ଏକ ପେଷ୍ଟ ଭଳି ବନାଇନିଅନ୍ତୁ ।

ଏହା ପରେ ଆପଣ ଏକ ପାତ୍ରରେ ଅଟା ନିଅନ୍ତୁ ଏହାକୁ ଭଲ ଭାବେ ଚକଟି ନିଅନ୍ତୁ। ଯେପରି ଆମେ ରୁଟି ପାଇଁ ଅଟା ପ୍ରସ୍ତୁତ କରିଥାଉ । ଏହା ପରେ ଏହି ଅଟାକୁ ନେଇ ଆପଣ ଏଜ ଛୋଟ ରୁଟି ବନାଇ ନେବେ । ଏହାକୁ ଆପଣ ଅଳ୍ପ ସେକି ନେବେ। ଏହା ପରେ ପୂର୍ବରୁ ବନାଇଥିବା ପିଆଜ ପେଷ୍ଟ କୁ ଅଳ୍ପ ଉଷୁମ କରିନିଅନ୍ତୁ। ଏହା ପରେ ଯେଉଁ ସ୍ଥାନରେ ବିନ୍ଧା ହେଉଥିବ ସେହି ସ୍ଥାନରେ ପ୍ରଥମେ ପିଆଜ ପେଷ୍ଟକୁ ଲଗାଇ ଦେବେ । ଏହା ପରେ ଏହି ପେଷ୍ଟ ଉପରେ ପ୍ରସ୍ତୁତ କରିଥିବା ରୁଟିକୁ ରଖି ଦିଅନ୍ତୁ । ଏହା ପରେ ଏହାକୁ ଏକ କପଡା ସାହାର୍ଯ୍ୟ ରେ ବାନ୍ଧିଦିଅନ୍ତୁ । ଦେଖିବେ ବହୁତ ଅଳ୍ପ ସମୟ ମଧ୍ୟ ରେ ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା, ହାତ ବିନ୍ଧା, ଅଣ୍ଟା ବିନ୍ଧା ଆଦି ରୁ ଜଲ୍ଦି ମୁକ୍ତି ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button