Vastu Tips- ମଥାରେ ସିନ୍ଦୁର ଲଗାଇବା ପୂର୍ବରୁ ଡବାରେ ରଖିଦିଅନ୍ତୁ ଏହି ଗୋଟେ ଜିନିଷ ସ୍ଵାମୀ ହେବେ ଧନବାନ, ମିଳିବ ସୁଖଶାନ୍ତି

ବନ୍ଧୁଗଣ ପ୍ରତ୍ୟେକ ମହିଳା ସିନ୍ଦୂର ଲଗାଇବା ସମୟ ରେ କରନ୍ତି କିଛି ଏହି ପରି ଭୁଲ । ତାହେଲେ ଆଜି ଆମେ ଆପଣ ଙ୍କୁ କହିବୁ ଆପଣ ଙ୍କ ପିରିୟଡ଼ ସମୟ ରେ ସିନ୍ଦୂର ଲଗାଇବେ କୁ ନାହିଁ । ଚାଲନ୍ତୁ ଜାଣିବା ଏହି ସମ୍ପର୍କ ରେ କିଛି ଦକ୍ଷ ସୂଚନା ହିନ୍ଦୁ ଧର୍ମ ରେ ବିବାହିତ ମହିଳା ମାନ ଙ୍କ କିଛି ପରମ୍ପରା ରହିଛି ଅର୍ଥାତ୍ ଆପଣ ମାନେ ସବୁ ବିବାହିତ ମହିଳା ଙ୍କୁ ସିନ୍ଦୂର ଲଗାଇଥିବାର ଦେଖିଥିବେ ।
ଏହାକୁ ମହିଳା ନକର ସୁହାଗ ର ପ୍ରତୀକ ବୋଲି ଗଣନା କରାଯାଏ । ବିବାହ ସମୟ ରେ ସିନ୍ଦୂର ଦାନ କରିବାର ପରମ୍ପରା ଆଗ କଳା ରୁ ସଭ୍ୟତା ର ସହ ଗଢି ଉଠିଛି । ଏହାକୁ ହିଁ ବିବାହର ମାନ୍ୟତା ପ୍ରଦାନ କାର ଯାଉଚି । ଗୋଟେ ଥର ବିବାହ ହେଲା ପରେ ସବୁ ବିବାହିତ ମହିଳା ଙ୍କୁ ସିନ୍ଦୂର ଲଗାଇବା ଜରୁରୀ ଅଟେ । ବଦଳି ଥିବା ସଭ୍ୟତା ଅନୁସାରେ ଆଜିକାଲି କିଛି ଲୋକ ଏହି କଥା କୁ ଅସଦାଚରଣ କରୁଛନ୍ତି ।
ଆଜିକାଲି କିଛି ଝିଅ ବିବାହ ପରେ ହିଁ ବିନା ସିନ୍ଦୂର ର ସହ ବୁଲୁଥିବାର ଦେଖିଥିବେ ସମାନ ଙ୍କୁ । କିନ୍ତୁ ଆପଣ ଜାଣିଥିବେ ଯେ ହିନ୍ଦୁ ଧର୍ମ ର କେବଳ ଭୂମିକା ନୁହେଁ ଏହାକୁ ଆମ ଓଡ଼ିଆ ସଂସ୍କୃତି ର ପର୍ମପର ମଧ୍ୟ କୁହାଯାଏ । ଧାର୍ମିକ ଅନୁସାରେ ଏହାର । ପାଳନ କରିବା ଅନିବର୍ଯ୍ୟ ଅଟେ । ସିନ୍ଦୂର ର ଯାହା ବି ମହତ୍ତ୍ଵ କୁହାଯାଇଛି ମହିଳା ମାନ ଙ୍କୁ ଏହାର କାର୍ଯ୍ୟ ବିଧି ପୂର୍ବକ କରିବା ଉଚିତ ଅଟେ ।
ଅନ୍ୟଥା ଜୀବନ ରେ କଷ୍ଟ ସହ ସ୍ବାମୀ ନକର ମୃତ୍ୟୁ ମଧ୍ୟ ଘଟି ପରେ । ସ୍ବାମୀ ଙ୍କ ଜୀବନ ରେ କଷ୍ଟ ଆସି ଯାଏ । ଯେଉଁ ମହିଳା ସିନ୍ଦୂର ଲଗାଇ ନାହିଁ ସେ ନିଜକୁ ଏକ ସ୍ତ୍ରୀ ର ମାନ୍ୟତା ଦାୟୀ ପରିନଥାଏ । ଜଣେ ମହିଳାଙ୍କୁ ନିଜ ପରିଚୟ ରୁ ହିଁ ଚିହ୍ନଟ କରାଯାଇଥାଏ । ଧନ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧ ରେ ଜାଣିବାକୁ ମିଳିଥାଏ । ସିନ୍ଦୂର ନିଜ ତାଙ୍କ ରେ କିଣିକି ଲଗାଇବା ଉଚିତ୍ । ପରିସ୍ଥିତି ଯାହା ବି ହେଉ ନ କାହିଁକି କୌଣସି ମହିଳା ଠାରୁ ସିନ୍ଦୂର ଅନି ଲଗାଇବା ଅନୁଚିତ୍ ।
ଉପହାର ରେ ମିଳିଥିବା ସିନ୍ଦୂର କୁ ଲଗାଇବା ଅନୁଚିତ୍ । ସିନ୍ଦୂର ଲାଗିଲି ଗାଧେଇବା ଅନୁଚିତ୍ । ସିନ୍ଦୂର ଲଗାଇବା ସମୟ ରେ ସବୁବେଳେ ନିଜ ସ୍ବାମୀ ଙ୍କ ଲମ୍ବା ଆୟୁ ସମ୍ପର୍କ ରେ ଭାବିବା ଉଚିତ୍ । ମାଆ ପାର୍ବତୀ ଙ୍କୁ ସ୍ମରଣ କରି ଏହାକୁ ମଥା ରେ ଲଗାନ୍ତୁ । ପିରିୟଡ଼ ଚାଲିଥିଲେ ଏହାକୁ ଲଗାନ୍ତୁ ନାହିଁ କାରଣ ସିନ୍ଦୂର ର ଅପମାନ ହୋଇଥାଏ । ସିନ୍ଦୂର ତଳେ ପଡ଼ିଲେ ବୋହୁତ ବଡ଼ ଅଶୁଭ ବୋଲି ମନା ଯାଏ । ଏହାକୁ ସବୁବେଳେ ପିଲା ଙ୍କ ଠାରୁ ଦୂରେଇ ରଖନ୍ତୁ । ସିନ୍ଦୂର କାହା ସାମ୍ନା ରେ ଲଗାନ୍ତୁ ନାହିଁ । ଶୁଖିଲା ସିନ୍ଦୂର ର ବ୍ୟବହାର କରନ୍ତୁ । ଯଦି ସିନ୍ଦୂର ତଳେ ପଡ଼ିଯାଏ ତାହାକୁ ଉଠାଇ ମା ପାର୍ବତୀ ଙ୍କୁ କ୍ଷମା ମାଗନ୍ତୁ । ଯାହା ଦ୍ଵାରା ବିପଦ ଢାଲି ଯାଏ । ଏହାକୁ ଝିଙ୍କ କଣ୍ଟା ବା ରୂପ କଥି ଦ୍ଵାରା ଲଗାନ୍ତୁ ।