ମନୋରଞ୍ଜନ

ଛାଡପତ୍ର ୧୫ ବର୍ଷ ପରେ ଅମୃତା ସିଂହ କହିଲେ ତାଙ୍କର ଦୁଃଖ, ଛୁଆଙ୍କୁ ନେଇ କରିଲେ ବଡ ଖୁଲାସା

ଅମୃତା ସିଂହଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ, ଅମୃତା ସିଂହ ଏମିତି ଗୋଟେ ଅଭିନେତ୍ରୀ ଅଟନ୍ତି ଯିଏ ନିଜ କାମ ଏବଂ ନିଜ କଥା ପାଇଁ ବହୁତ ଫେମସ ଅଟନ୍ତି, ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ଏବଂ ସମସ୍ତେ ବହୁତ ପସନ୍ଦ କରନ୍ତି, ତେବେ ଆପଣ ମାନେ ଏହା ଜାଣିଛନ୍ତି ଯେ ଅମୃତା ନିଜ ଠାରୁ ୧୦ ବର୍ଷ ସାନ ସେଫ ଅଲି ଖାନଙ୍କ ସହ ବିବାହ କରିଥିଲେ ତେବେ ପ୍ରେମ ବା ଭଲ ପାଇବା କେବେ ଛୋଟ ବଡ ଦେଖି ନଥାଏ, ଭଲ ପାଇବା ହେଇଯାଇଥାଏ ଓ ଏହା କେବେ ଦୁଇ ପ୍ରେମିଙ୍କୁ ଭୁଲ ଲାଗି ନଥାଏ ।

Image Courtesy: Google

ଅମୃତା ସିଂହ ଆଉ ସେଫ ଅଲି ଖାନଙ୍କ ମଧ୍ୟରେ ପ୍ରଥମେ ସବୁ ଭଲ ଚାଲିଲା କିନ୍ତୁ କିଛି ବର୍ଷ ପରେ ଅସୁବିଧା ଆରମ୍ଭ ହେଲା ଯାହା କିଛି ଦିନ ପରେ ବହୁତ ଖରାପ ରୂପ ନେଇଥିଲା ଏହା ପରେ ଦୁହେଁ ଅଲଗା ହବା ପାଇଁ ନିଷ୍ପତ୍ତି କଲେ । ଏହି କଥା ମାନି ଦୁହେଁ ଅଲଗା ହୋଇଗଲେ ଓ ଛୁଆଙ୍କ ଡାଇତ୍ଵ ଅମୃତା ନେଲେ ତେବେ ଅମୃତା ସେଫକୁ ଛାଡପତ୍ର ପାଇଁ ୫ କୋଟି ଟଙ୍କା ମାଗିଲେ ଯାହା ସେଫ ଏକା ଥର ନୁହ କିନ୍ତୁ କିଛି କିଛି କରି ଦେଇଥିଲେ, ଅମୃତା ନିଜ ଛୁଆଙ୍କୁ ବହୁତ ଭଲ ପାନ୍ତି ଏବଂ କେବେ ବି ନିଜ ଛୁଆଙ୍କୁ ଅସୁବିଧାରେ ଛାଡି ନାହାନ୍ତି, ଅମୃତା ଓ ସେଫଙ୍କ ଦୁଇଟି ଛୁଆ ଗୋଟେ ପୁଅ ଇବ୍ରାହିମ ଓ ସାରା ।

Image Courtesy: Google

ଆପଣ ମାନେ ସାରାଙ୍କୁ ମଧ୍ୟ ଜାଣିଛନ୍ତି କାହିଁକିନା ସାରାଙ୍କ ମଧ୍ୟ କିଛି ଫିଲ୍ମ ଆସିଛି ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି । ଅମୃତାଙ୍କୁ ଗୋଟେ ଇଣ୍ଟରଭ୍ୟୁରେ ପଚରା ଯାଇଥିଲା ଯେ ଜୀବନ ବହୁତ ବଡ ଏବଂ ଲମ୍ବା ଅଟେ ଏହାକୁ ବଞ୍ଚିବା ପାଇଁ ଗୋଟେ ଜୀବନସାଥି ଦରକାର ତେବେ ଛାଡପତ୍ର ପରେ ଦୁତୀୟ ବିବାହ କଣ ପାଇଁ କଲେ ନାହିଁ, ଏହି ପ୍ରଶ୍ନ ଶୁଣି ଅମୃତା କିଛି ସମୟ ପାଇଁ ମୌନ ହୋଇଯାଇଥିଲେ ।

Image Courtesy: Google

ଅମୃତା ନିଜ ଛୁଆଙ୍କ ଭବିଷ୍ୟ ପାଇଁ ବହୁତ ଚିନ୍ତା କରନ୍ତି ଓ ସାରା ବା ଇବ୍ରାହିମ ବିଷୟରେ ମନ ଦେଇ ବିଚାର କରନ୍ତି ତା ପରେ କୌଣସି ନିଷ୍ପତ୍ତି କରନ୍ତି । ଅମୃତାଙ୍କ କଷ୍ଟ ଫଳ ଆଜି ସାରା ଏତେ ଭଲ କାମ କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button