ଗେସ କରନ୍ତୁ Chocolate ? ୯୯% ଲୋକ ଜାଣନ୍ତି ନାହିଁ ଉତ୍ତର….

ନମସ୍କାର ବନ୍ଧୁଗଣ ତେବେ ଆମେ ଆପଣଙ୍କୁ କେତେକ ପଜଲ ଦେଖେଇବୁ ଆଉ ଆପଣ ତାକୁ ଦେଖି ଗୋଟେ ଫଳର ନାମ କହିବାର ଅଛି ଆଉ ଯଦି ଆପଣ କହିଦେଲେ ତାହେଲେ ଆପଣ ଜାଣିବେ ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି।ତାହେଲେ ଚାଲନ୍ତୁ ଜାଣିବା ସେ ପଜଲ ଗୁଡିକ।ତେବେ ଆପଣାକୁ ଯଦି ଏଗୁଡିକ ଭଲ ଲାଗେ ତେବେ ନିଶ୍ଚୟ ସାଙ୍ଗ ମାନକ ସହ ସେୟାର କରନ୍ତୁ ଓ ଦେଖନ୍ତୁ ଆପଣଙ୍କ ସାଙ୍ଗ କେତେ ଚତୁର ଓ ବୁଦ୍ଧିମାନ ଅଛନ୍ତି।
୧- ପ୍ରଥମ ଫଟୋ ରେ ଏକ ଚକଲେଟ ଏବଂ ଜଣେ ମଣିଷ ର ଚିତ୍ର ତେବେ ଏହା ଉତ୍ତର କଣ।
ଉତ୍ତର- କ୍ୟାଣ୍ଡି ମ୍ୟାନ।
୨- ଏଠାରେ ଆପଣ ଙ୍କୁ ଦୁଇଟି ଚିତ୍ର ଦିଆ ଯାଇଅଛି। ପ୍ରଥମେ ଏକ ଡାଏରୀ ଏବଂ ଦ୍ୱିତୀୟ ରେ କିଛି ଦୁଗ୍ଧ ର ଚିତ୍ର ଦିଆ ଯାଇଅଛି। ତେବେ ଚକଲେଟ ର ନାମ କଣ।
ଉତ୍ତର- ଡେରିମିଳ୍କ।
୩- ତୃତୀୟ ଚିତ୍ରରେ ଏକ ସାପ (ସ୍ନେକ) ଏବଂ କାର ରହିଛି।
ଉତ୍ତର- ସ୍ନିକର।
୪- ଚତୁର୍ଥ ଚିତ୍ରରେ ସଂଖ୍ୟା ୫ ଏବଂ ଗୋଟିଏ ତାରା ରହିଛି ତେବେ ଏହା କେଉଁ ଚକଲେଟ।
ଉତ୍ତର- ଫାଇଭ ଷ୍ଟାର।
୫- ପଞ୍ଚମ ଚିତ୍ରରେ ଏକ ଚାବି ଏବଂ ଲେଟର ଟି ଏବଂ ଏକ ବିଲେଇ ର ଚିତ୍ର ରହିଛି ତେବେ ଏହାର ଅର୍ଥ କଣ।
ଉତ୍ତର- କିଟକାଟ।
୬- ଷଷ୍ଠ ଚିତ୍ର ରେ କ୍ଷୀର ,ଚାବି ଏବଂ ଚକଲେଟ ବାର ରହିଛି।
ଉତ୍ତର- ମିଲକିବାର।
୭- ସପ୍ତମ ରେ ହେଉଛି ଏହି ଚିତ୍ର ରେ ଅନେକ ରଙ୍ଗ ବିରଙ୍ଗୀ ପଥର ରହିଛି।
ଉତ୍ତର- ଏହାର ଅର୍ଥ ଜେମ୍ସ।
୮- ଅଷ୍ଟମ ଚିତ୍ର ରେ ଶିରା ର ଚିତ୍ର ରହିଛି।
ଉତ୍ତର- ଏହାର ଅର୍ଥ ପଲସ।
୯- ନବମ ଚିତ୍ର ରେ କ୍ଷୀର ଚାବି ଏବଂ ରାସ୍ତା ରହିଛି।
ଉତ୍ତର- ଏହାର ଅର୍ଥ ମିଲ୍କି ୱେ।
୧୦- ଦଶମ ରେ ପୁରା ବିଶ୍ୱ ମଣ୍ଡଳ ର ଚିତ୍ର ରହିଛି ତେବେ ଏହାର ଅର୍ଥ କଣ।
ଉତ୍ତର- ଗ୍ୟାଲେକ୍ସି।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।