ଭାରତୀୟ ମୁଦ୍ରା ସଂକେତ, ଏହାକୁ କିଏ କରିଥିଲେ ତିଆରି, ଭାରତୀୟ ମୁଦ୍ରା ସଂକେତର ଇତିହାସ
ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ କେଉଁଠୁ ଆସିଲା ଭାରତୀୟ ମୁଦ୍ରାର ସଂକେତ ? ଏହାକୁ କିଏ କରିଥିଲେ ତିଆରି । ଏଭଳି ଅନେକ ପ୍ରଶ୍ନ ଆପଣମାନଙ୍କ ଭିତରେ ରହିଥାଏ । ଆଜି ଆମେ ଆପଣମାନଙ୍କୁ ଏହା ସମ୍ବନ୍ଧୀୟ ଏକ ସ୍ପଷ୍ଟ ଧାରଣ ଦେବୁ । ଚଳିତ ମାସ 2 ହଜାର ଟଙ୍କିଆ ବନ୍ଦ ହେବା RBI ଘୋଷଣା କରିଥିବା ହେତୁ । 2 ହଜାର ଟଙ୍କିଆ ନୋଟ୍ କୁ ବଦଳାଇବା ପାଇଁ ଜନସାଧରଣଙ୍କ ମଧ୍ୟରେ ଅନେକ ଦ୍ଵନ୍ଦ ଦେଖାଯାଇଛି ।
ତେବେ ଆମେ ବ୍ୟବହାର କରୁଥିବା ଏହି ସାଙ୍କେତିକ ଚିହ୍ନ କେଉଁଠୁ ଓ କିପରି ଆସିଛି କଣ ରହିଛି ଏହାର ଇତିହାସ । ପ୍ରତ୍ୟେକ ଦେଶମାନଙ୍କରେ ନିଜସ୍ଵ ମୁଦ୍ରା ଥାଏ ଏବଂ ତାହାର ସାଙ୍କେତିକ ଚିହ୍ନ ମଧ୍ୟ ରହିଛି । ଆମ ଦେଶରେ ବ୍ୟବହୁତ ହେଉଥିବା ମୁଦ୍ରାର ନାଁ ହେଉଛି ଟଙ୍କା । ମାତ୍ର ଆପଣ ଜାଣନ୍ତି କି ଏହି ଟଙ୍କାର ପ୍ରତୀକକୁ କିଏ ନିର୍ମାଣ କରିଛନ୍ତି ।
ଏହି ଦୁଇଟି ଶବ୍ଦର ମିଶ୍ରଣ ପରେ ଇଂରାଜୀ ରେ rupees ଓ ହିନ୍ଦୀରେ ରୁପାୟା ଶବ୍ଦ ର ଉତ୍ପନ ହୋଇଥିଲା । ଆପଣ ଏହି ମୁଦ୍ରା କୁ ଭଲ ଭାବରେ ଦେଖିଲେ ଜାଣିପାରିପାରିବେ ଏଠି ରେ ଦୁଇଟି ଭୂସମାନ୍ତର ରେଖା ଓ ମଝିରେ ସ୍ଥାନ ରହିଛବି ତେବେ ତ୍ରିକୋଣରେ ପୁଷ୍ଟ ଭୂମି ସୃଷ୍ଟି ପାଇଁ ଏହା କରାଯାଇଛି । ଯାହାକୁ ଆମ ଭାରତର ଜାତୀୟ ପତକା ଅଟେ ।