ଭଗବାନ କୃଷ୍ଣଙ୍କ ମତରେ ଗୋଲାପ ଫୁଲଠାରୁ ଶିଖନ୍ତୁ ଏହି କଥା, ବାସ 2 ମିନିଟ ପଢନ୍ତୁ ଆପଣଙ୍କ ଜୀବନ ବଦଳିଯିବ

ବନ୍ଧୁଗଣ ଆପଣ ମାନେ ଗୋଲାପ ଫୁଲ ନିଶ୍ଚୟ ଜଣାଇଥିବେ । ଗୋଲାପ ଫୁଲକୁ ପ୍ରାୟତ ଲୋକ ମାନେ ବହୁତ ପସନ୍ଦ କରିଥାନ୍ତି । ଏହା ପୂଜା କରିବା ସମୟରେ ବ୍ୟବହାର କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ବ୍ୟବହାର କରାଯାଏ । ଗୋଲାପ ଫୁଲକୁ ପ୍ରତେକ ବ୍ୟକ୍ତି ପ୍ରେମ କରିଥାଏ କାରଣ ଏହା ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ଏହାର ସବୁଠାରୁ ଖାସ କଥା ହେଉଛି ଏହାର ସୁଗନ୍ଧ ଯାହା ବହୁତ ମନୋଲୋଭା ହୋଇଥାଏ ।
ଏହାର ବାସନାରେ ଦୂରରୁ କାହାକୁ ବି ଆକର୍ଷିତ କରିଥାଏ । ଏହି ଫୁଲ ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ କଣ୍ଟାରେ ଭାରି ରହିଥାଏ । କାରଣ ଏହା ହେଉଛି ପ୍ରକୃତିତ ରଚନା । ତେବେ ଏତେ ସୁନ୍ଦର ଓ ମନୋଲୋଭା ଫୁଇଲଟି କଣ୍ଟାରେ ଭାରି ରହିବା ଏକ ପ୍ରାକାର ର ପ୍ରଶ୍ନ । ଠିକ ସେହିଭଳି ଜୀବନର ସତ୍ୟ ମଧ୍ୟ ଏପରି ହୋଇଥାଏ । ମଣିଷ ଜୀବନରେ ଥିବା ସଦ୍ଗୁଣ ଠିକ ଏହି ଗୋଲାପ ଫୁଲ ଭଳି ହୋଇଥାଏ । ସଂସାର ଗୋଲାପ ଫୁଲର ସୁନ୍ଦରତା ଦେଖିଥାଏ ।
ଏହାର ସୁଗନ୍ଧ କାହାରି ଦିଗକୁ ବ୍ୟାପିଥାଏ । ଏହି ସବୁ କରିବା ପାଇଁ କଠୋର ପରିଶ୍ରମ କରିବାକୁ ପଡିଥାଏ । ଅନେକ ମେହନତ ଓ ଚେଷ୍ଟା କରିବାକୁ ପଡିଥାଏ ଯେ କୌଣସି ଗଛକୁ ଛୋଟରୁ ବଡ କରିବା ପାଇଁ । ଠିକ ସେହି ଭଳି ଯଦି ବ୍ୟକ୍ତି ଜୀବନରେ କୌଣସି ବଡ ସଫଳତା ପାଇବାକୁ ଇଚ୍ଛା ଅରିଥାଏ ତେବେ ସେହି କ୍ଷେତ୍ର ରେ ଯଦି ଆପଣଙ୍କ ରାସ୍ତା ଲମ୍ବା ରହିବା ସହ ଆପଣଙ୍କ ଚଲା ପଥରେ କଣ୍ଟା ଭରି ରହିଛି ତେବେ ଆପଣ ନିଜର ଚେଷ୍ଟା ଜାରି ରଖିବା ଉଚିତ ।
ଆପଣ କୌଣସି ବାଧା ଆସିବାର ଦେଖି ନ ଅଟକି ଆଗକୁ ବଢିବା ଉଚିତ । ମାତ୍ର ଥରେ ମଣିଷ ଜୀବନର ମନର ସଦଗୁଣ ଜାଗୃତ ହୋଇଗଲେ ତେବେ ସଂସାର ସେହି ମାନସିର ସୁନ୍ଦରତା ନିଶ୍ଚୟ ଭାବେ ଜାଣି ପାରିବ । ମଣିଷର ସୁଗନ୍ଧ ବା ତାର ଗୁଣ ଉପରେ ଆକର୍ଷିତ ହୋଇ ଯେ କୌଣସି ବ୍ୟକ୍ତି ଆପଣଙ୍କ ଆଡକୁ ଆକର୍ଷଣ ହେବାରେ ଲାଗିବ । ତେବେ ପ୍ରତେକ ମଣିଷକୁ ଜୀବନରେ ନିଜର ଉଦ୍ୟମ ଜାରି ରଖିବା ଉଚିତ ।
କେବେ ବି ନିଜର ଇଚ୍ଛାକୁ ନ ମାରି ଏହାକୁ ପାଇବା ପାଇଁ କଠିନ ମେହନତ କରିବା ଉଚିତ । ଏପରି କରିବା ଦ୍ଵାରା ବ୍ୟକ୍ତି ଜୀବନରେ ବଡ ସଫଳତା ହାସଲ କରି ପାରିବ । ଆପଣଙ୍କ ଜୀବନରେ ଯେତେ ବଡ ସମସ୍ଯା ଆସିଲେ ମଧ୍ୟ ଯଦି ଆପଣଙ୍କର ଉଦ୍ୟମ ଓ ପରିଶ୍ରମ ସହ ଦୃଢ ମନୋବଳ ଥିବ ତେବେ ଆପଣ ଜୀବନରେ ଯେ କୌଣସି ଯୁଦ୍ଧକୁ ସହଜରେ ଜିତି ପାରିବେ ବୋଲି ଭଗବାନ କୃଷ୍ଣ ମତ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।