ଜୀବନଶୈଳୀ

୨୦ ବର୍ଷ ପରେ ଜନ୍ମିଥିବା ଝିଅର ଅଦ୍ଭୁତ ଅନ୍ଦାଜରେ କରିଲେ ସ୍ଵାଗତ, କରିଦେଲେ ଟଙ୍କାର ବର୍ଷା, ଆଉ କହିଲେ କିଛି ଏମିତି କି…

ଯେଉଁଠି ଗୋଟିଏ ପଟେ ଭାରତରେ ଝିଅମାନେ ପୁଅମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାରିଆଡେ ନିଜର ପରିଚୟ କରୁଛନ୍ତି କିନ୍ତୁ ଅନ୍ୟ ପଟେ ଆଜି ବି ବହୁତ ଲୋକମାନେ ଝିଅମାନଙ୍କୁ ଅଭିଶାପ ବୋଲି ମାନନ୍ତି । ଏହା ଭାଗ୍ୟର କଥା କି କେଉଁଠି କେଉଁଠି ଝିଅମାନଙ୍କୁ ମାରି ଦେଉଛନ୍ତି ତ କେଉଁଠି ଗୋଟିଏ ଝିଅ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । କିଛି ଏମିତି ହିଁ ହୋଇଛି ଗୁଜୁରାଟରେ । ଯେଉଁଠି ଗୋଟିଏ ପରିବାରରେ ଗୋଟିଏ ଝିଅ ଜନ୍ମ ହୋଇଛି । ୨୦ ବର୍ଷ ପରେ ଝିଅ ଜନ୍ମ ହୋଇଥିବାର କରିଲେ ଅଦ୍ଭୁତ ଅନ୍ଦାଜରେ ସ୍ଵାଗତ ।

୨୦ ବର୍ଷ ପରେ ଜନ୍ମିଥିବା ଝିଅର ଅଦ୍ଭୁତ ଅନ୍ଦାଜରେ କରିଲେ ସ୍ଵାଗତ

ଗୁଜୁରାଟ ମୋରବୀର ଏକ ବିଜନେସମ୍ୟାନଙ୍କ ଘରେ ୨୦ ବର୍ଷ ପରେ ଗୋଟି ଝିଅ ଜନ୍ମ ହୋଇଛି । ପରିବାରର ଲୋକମାନଙ୍କର କହିବା ଅଟେ କି ତାଙ୍କ ଘରେ ଝିଅ ୨୦ ବର୍ଷ ପରେ ଆସିଛି ମାନେ ମାତା ଲକ୍ଷ୍ମୀ ନିଜେ ଆସିଛନ୍ତି । ଏମିତିରେ ସେମାନେ ୨୦୦ ଏବଂ ୨୦୦୦ ନୋଟରେ ଝିଅକୁ ଘୋଡାଇ ଦେଲେ । ବହୁତ ବର୍ଷ ପରେ ଘରେ ଝିଅ ଜନ୍ମ ହୋଇଥିବାରେ ସେମାନେ ଟଙ୍କାରେ ହିଁ ଝିଅକୁ ଘୋଡାଇ ଦେଲେ ।

ପରିବାର ଲୋକମାନେ ବହୁତ ବର୍ଷ ହେବ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ କି ତାଙ୍କୁ ଗୋଟିଏ ଝିଅ ଦିଅନ୍ତୁ । ଝିଅର ମାତା ପିତାଙ୍କ ଠାରୁ ଆରମ୍ଭ କରି ଘରର ସମସ୍ତ ଛୋଟ – ବଡ ସମସ୍ତେ ଖୁସିରେ ନାଚୁଛନ୍ତି । ବର୍ତ୍ତମାନ ତାଙ୍କର କହିବା ଅଟେ କି ସେ ଏହି ଝିଅକୁ ରାଜକୁମାରୀଙ୍କ ଭଳି ରଖିବେ ।

ଆପଣଙ୍କୁ କହିଦେଉଛୁ ଯେ ଏହା ପୂର୍ବରୁ ହରିୟାଣାରେ ଜୀଂଦ ଜିଲ୍ଲାର ମାଲବୀ ଗ୍ରାମରେ ଏକ ଝିଅ ଜନ୍ମ ହେବାରୁ ଖୁସି ହୋଇଥିଲେ । ସେହି ସମୟରେ କୁଂଆ ପୂଜନ କରାଗଲା ଏବଂ ଝିଅର ପରିବାର ଲୋକମାନେ ସବୁ ଜାଗାରେ ପୋଷ୍ଟର ଲଗାଇଲେ । ନିଜ ଝିଅର ଜନ୍ମଦିନର ଉସଚବ ପାଇଁ ପୁରା ଗ୍ରାମକୁ ନିମନ୍ତ୍ରଣ ଦେଲେ ।

ଆଜିକାଲି ଝିଅମାନେ କୌଣସି କ୍ଷେତ୍ରରେ ପଛରେ ନାହାନ୍ତି ଏବଂ ଝିଅମାନେ ହିଁ ମାତା – ପିତାଙ୍କର ନାଁକୁ ପରିଚିତ କରାଇଥାନ୍ତି । ହରିୟାଣାର ଏହି ଫଟୋ ଏଥି ପାଇଁ ବି ଖାସ ଅଟେ କାରଣ କେବେ ଏଠି ଗର୍ଭରେ ହିଁ ଝିଅମାନଙ୍କର ହତ୍ୟା କରି ଦିଆଯାଉଥିଲା କିନ୍ତୁ ଆଜି ତାହାର ଜନ୍ମରେ ଖୁସିରେ ନାଚୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button