ରାଶିଫଳ : ଆଜିଠୁ ବଦଳୁଛି ଏହିସବୁ ରାଶିଙ୍କ ଭାଗ୍ୟ।
ମେଷ ରାଶି:- ଏହି ରାଶିର ଲୋକଙ୍କର ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଗୁରୁଜନ ମାନଙ୍କର ପରାମର୍ଶ ଅନୁସାରେ କାର୍ଯ୍ୟ କରିବା ଫଳରେ ସମସ୍ୟାର ସମାଧାନ ହୋଇପାରେ ଆଜି ଆପଣ ଖେଳରେ ଭାଗ ନେଇ ପାରନ୍ତି ଯାହା ଆପଣଙ୍କୁ ସୁସ୍ଥ ରହିବାରେ କାର୍ଯ୍ୟ କରିବ।
ବୃଷ ରାଶି:- କଳା ଓ ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ହେବେ। ବିଶ୍ୱାସ ହରାନ୍ତୁ ନାହିଁ ଅସୁବିଧା ସମୟରେ ଆପଣଙ୍କର ବନ୍ଧୁ ଆପଣଙ୍କର କାର୍ଯ୍ୟରେ ସହାୟତା କରିବେ।
କର୍କଟ ରାଶି:- ଆଜି ଆପଣ ସମ୍ପୂର୍ଣ୍ଣ ଦିନ ଖାଲି ବସି ଏହାକୁ ନଷ୍ଟ ନ କରି କିପରି ନିଜର ଜୀବନରେ ଉନ୍ନତି ଆଣିବେ ଏହା ପ୍ରୟାସ କରନ୍ତୁ। ଯେଉଁମାନେ ଆପଣଙ୍କର ଅଧିକ ଧ୍ୟାନ ରଖନ୍ତି ଆପଣ ସେମାନଙ୍କୁ ନିଜର କଥା ବୁଝାଇବା ପାଇଁ ଅସୁବିଧା ଅନୁଭବ କରିବେ ଯେଉଁମାନେ ପ୍ରେମରେ ରହିଛନ୍ତି ଏମାନେ କେବଳ ଏହି ସୁର ତାଳର ଆନନ୍ଦ ପାଇ ପାରିବେ।
ସିଂହ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ସବୁ କାର୍ଯ୍ୟରେ ନିଜକୁ ସାମର୍ଥ୍ୟ ବୋଲି ଅନୁଭବ କରିବେ। ଆପଣଙ୍କୁ ପଦ ଉନ୍ନତି ମିଳିବାର ସମ୍ଭାବନା ରହିଛି।ସତ କର୍ମ କର ସଫଳତା ପାଇବେ।
ଚାଲନ୍ତୁ ଜାଣିବା ପରବର୍ତ୍ତୀ ରାଶି ବିଷୟରେ, ପରବର୍ତ୍ତୀ ରାଶି ହେଉଛି କନ୍ୟା ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଯଦି କେହି ବିଦ୍ୟାର୍ଥୀ ରହିଥିବେ ତାହେଲେ ତାଙ୍କର ପଦ ଉନ୍ନତି ହେବାର ସମ୍ଭାବନା ରହିଛି। ଆପଣଙ୍କର ଆତ୍ମ ବିଶ୍ଵାସରେ ବୃଦ୍ଧି ଘଟିବ। ରୋଜଗାର ବଢିବାର ସମ୍ଭାବନା ରହିଛି। ନ୍ୟାୟରେ ରୁହ ସବୁ ଦୁଃଖ ହେବ ଦୂର।
ଚାଲନ୍ତୁ ଜାଣିବା ପରବର୍ତ୍ତୀ ରାଶି ବିଷୟରେ,ପରବର୍ତ୍ତୀ ରାଶି ହେଉଛି ତୁଳା ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି।ଆପଣଙ୍କ ଚାକିରୀ କ୍ଷେତ୍ରରେ ସହଯୋଗୀ ମାନଙ୍କ ସହିତ ଭେଦଭାବ ଦେଖା ଦେବାର ସମ୍ଭାବନା ରହିଛି।ସତ କର୍ମ କର ଉନ୍ନତି କରିବେ।
ଚାଲନ୍ତୁ ଜାଣିବା ପରବର୍ତ୍ତୀ ରାଶି ବିଷୟରେ, ପରବର୍ତ୍ତୀ ରାଶି ହେଉଛି ବିଛା ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜ ବୃଦ୍ଧି ବଳରେ ନିଜର ଶତ୍ରୁକୁ ପରାସ୍ତ କରିବେ।ସତ କର୍ମ କରନ୍ତୁ ସଫଳତା ପାଇବେ।
ଧନୁ ରାଶି:- ଆଜି ଆପଣ ନିଜର ପ୍ରେମୀ ସହିତ ଯଥେଷ୍ଟ ସମୟ ଅତିବାହିତ କରି ପାରିବେ।ଏହା ବ୍ୟତୀତ ଆପଣଙ୍କ ପରିବାରରେ କୌଣସି କାରଣରୁ କଳହ ହୋଇପାରେ ଯାହା ଫଳରେ ଆପଣ ଚିନ୍ତା ଗ୍ରସ୍ତ ରହିବେ।
ମକର ରାଶି:- ଆପଣଙ୍କ ମାନସିକ ଚାପ ବଢ଼ିପାରେ।ଏହା ବ୍ୟତୀତ ଆଜି ଆପଣ କିପରି ଅନୁଭବ କରୁଛନ୍ତି ଏହା କାହାକୁ କୁହନ୍ତୁ ନାହିଁ।ଆପଣ ଯାହା ସହିତ ଅନେକ ଦିନ ଧରି କଥା ହେବା ପାଇଁ ଚାହୁଁଥିଲେ ଆଜି ତାଙ୍କର ଫୋନ ଆପଣଙ୍କ ପାଖକୁ ଆସିବ।
କୁମ୍ଭ ରାଶି:- ନିଜର ମନ ଇଚ୍ଛା କାର୍ଯ୍ୟ କରିବା ଓ ଜିଦ କରିବା ଭଳି ସ୍ଵଭାବ ଠାରୁ ଆଜି ଦୂରେଇ ରହିବା ପାଇଁ ପ୍ରୟାସ କରନ୍ତୁ ଏହା ବ୍ୟତୀତ ଅନ୍ୟ କଥାରେ ପଡ଼ି ଆପଣ ଆଜି ନିଜର ଭଲ ବନ୍ଧୁକୁ ଭୁଲ ବୁଝି ପାରନ୍ତି।
ମୀନ ରାଶି:- ଆବଶ୍ୟକତା କାରଣରୁ ଆଜି ଆପଣ ନିଜର ବନ୍ଧୁଙ୍କ ଠାରୁ ଆଶା ଅନୁସାରେ ଅର୍ଥ ସହଯୋଗ ପାଇବେ।ଅନେକ ଦିନରୁ ଚିନ୍ତା କରିଥିବା କାର୍ଯ୍ୟ ଆପଣଙ୍କର ଆଜି ହଠାତ ହୋଇଯିବ।