ନୀତି

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

କାମରୁପ ଖଲ ଜିନସ ଅନେକା ।
କୁଟିଲ ଭୟଂକର ବିଗତ ବିବେକା ॥
କୃପା ରହିତ ହିଂସକ ସବ ପାପୀ ।
ବରନି ନ ଜାହିଂ ବିସ୍ବ ପରିତାପୀ ॥

ଭାବାର୍ଥ :- ଏମାନେ ସବୁ ଅନେକ ଜାତିର ସଂସର୍ଗରୁ ଜାତ, ସମସ୍ତେ ନିଜ ଇଛା ଅନୁସାରେ ଛଦ୍ମରୂପ ଧାରଣ କରିବାରେ ସମର୍ଥ, ପ୍ରଚଣ୍ଡ ଦୁଷ୍ଟ, କୁଟିଳ, ଭୟଙ୍କର ଅତ୍ୟାଚାରୀ, ବିବେକଶୁନ୍ୟ, ନିର୍ଦୟୀ, ହିଂସ୍ର, ପାପୀ ଆଉ ସଂସାରରେ ସମସ୍ତ ପ୍ରାଣୀଙ୍କୁ ଦୁଃଖ ଦେବାରେ ଏପରି ପ୍ରସିଦ୍ଧ ହେଲେ ଯାହାର ବର୍ଣ୍ଣନା କରିବା ଅସମ୍ଭବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button