ସ୍ୱାସ୍ଥ୍ୟ

କିଡନୀ ଫେଲ ହେବା ଦେଇଥାଏ ଏହି ୬ ଟି ସଙ୍କେତ, ଭୁଲରେ ବି କରନ୍ତୁ ନାହିଁ ଅଣଦେଖା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଡ୍ନୀ ଫେଲ ହେବା ପୂର୍ବରୁ ଯେଉଁ ସଂକେତ ଗୁଡ଼ିକ ଦେଖା ଦେଇଥାଏ ସେହି ସମ୍ବନ୍ଧରେ କହିବୁ ଏବଂ ଆପଣ ଏହି ସଂକେତ ଗୁଡ଼ିକୁ କେବେବି ଭୁଲ ରେ ମଧ୍ୟ ଅଣଦେଖା କରିବେ ନାହିଁ । ନଚେତ ଆପଣ ବହୁତ ବଡ଼ ସମସ୍ୟା ର ସମ୍ମୁଖୀନ ହେବେ । ବନ୍ଧୁଗଣ ମନୁଷ୍ୟ ଜୀବନ ରେ କେତେବେଳେ ରୋଗ ଆସିଥାଏ ସେ ସ୍ୱୟଂ ମଧ୍ୟ ଜାଣିପାରି ନଥାଏ ।

ଏହାର ମୁଖ୍ୟ କାରଣ ହେଉଛି ନିୟମିତ ଖାଦ୍ୟପେୟ ନ କରିବା ଏବଂ ନିଜ ସ୍ୱାସ୍ଥ୍ୟ ର ସଠିକ ଭାବରେ ଯତ୍ନ ନ ନେବା । ଶରୀରରେ ପ୍ରତ୍ୟେକ ଅଙ୍ଗର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସେହିପରି କିଡ୍ନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । କିଡ୍ନୀ ରେ କୌଣସି ସମସ୍ୟା ଦେଖା ଯାଇଥିଲେ ଭବିଷ୍ୟତ ରେ ଆମକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ତେଣୁ ଯଦି ଆପଣଙ୍କ ମଧ୍ୟ କିଡ୍ନୀ ଜନିତ କୌଣସି ସମସ୍ୟା ରହିଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ କିଡ୍ନୀ ଫେଲ ହେବା ପୂର୍ବରୁ ଦେଖା ଦେଇଥିବା କିଛି ସଂକେତ ସମ୍ବନ୍ଧରେ କହିବୁ ।

କିଡ୍ନୀ ଫେଲ ହେବାର ବହୁତ ଗୁଡ଼ିଏ ସଂକେତ ରହିଛି । କିନ୍ତୁ ଆଜି ଆମେ ଆପଣଂକୁ ଏଭଳି କିଛି ସଂକେତ ବିଷୟରେ କହିବୁ ଯାହା ଆପଣ ସହଜରେ ଜାଣି ପାରିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ କିଡ୍ନୀ ଫେଲ ହେବାର ପ୍ରଥମ ଲକ୍ଷଣ ହେଉଛି, ପରିସ୍ରା ରେ ଫେଣ ପଡ଼ିବା । ଯଦି ଆପଣଙ୍କ ପରିସ୍ରା ରେ ମଧ୍ୟ ଫେଣ ପଡ଼ୁଛି ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ । ନଚେତ ଆପଣଂକୁ ଏହାର ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ।

୨. ବନ୍ଧୁଗଣ ଦ୍ଵିତୀୟ ଲକ୍ଷଣ ହେଉଛି, ଶରୀରର କୌଣସି ଅଙ୍ଗ ଫୁଲି ଯିବା । ବନ୍ଧୁଗଣ କୁହାଯାଏ ଯେ, କିଡ୍ନୀ ଫେଲ ହେବା ଦ୍ବାରା ସର୍ଵ ପ୍ରଥମେ ଶରୀରରେ ରକ୍ତ ଖରାପ ହୋଇଯାଏ ଯାହା ଫଳରେ ଶରୀର ଫୁଲିବାକୁ ଲାଗିଯାଏ । ତେବେ ଯଦି ଆପଣଙ୍କ ଶରୀରରେ ମଧ୍ୟ ଏହି ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ ।

୩. ବନ୍ଧୁଗଣ ତୃତୀୟ ଲକ୍ଷଣ ହେଉଛି, ଶୀଘ୍ର ଥକିଯିବା । ବନ୍ଧୁଗଣ ଯଦି ଆପଣ କୌଣସି କାମ ନକରି ମଧ୍ୟ ବହୁତ ଥକି ଯାଉଛନ୍ତି ତେବେ ଏହାର ଅର୍ଥ ଆପଣ କୌଣସି ଏକ ବଡ଼ ରୋଗର ଶିକାର ହେଉଛନ୍ତି । ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ ।

୪. ବନ୍ଧୁଗଣ ଚତୁର୍ଥ ଲକ୍ଷଣ ହେଉଛି, ସବୁବେଳେ ଥଣ୍ଡା ଲାଗିବା । କିଡ୍ନୀ ଖରାପ ହେବା ପରେ ଯେଉଁ ଏନିମିଆ ରୋଗ ହୋଇଥାଏ ତାହା ଯୋଗୁଁ ଗରମ ପରିବେଶରେ ମଧ୍ୟ ଥଣ୍ଡା ଲାଗିଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ମଧ୍ୟ ଏହି ସମସ୍ୟା ରେ ଅଛନ୍ତି ତେବେ ତୁରନ୍ତ ଏହାର ଚିକିତ୍ସା କରନ୍ତୁ ।

୫. ବନ୍ଧୁଗଣ ପଞ୍ଚମ ଲକ୍ଷଣ ହେଉଛି, ପରିସ୍ରା ରେ ରକ୍ତ ପଡ଼ିବା । ପରିସ୍ରା ରେ କୌଣସି ପ୍ରକାର ପରିବର୍ତ୍ତନ କିଡ୍ନୀ ଫେଲ ହେବାର ଲକ୍ଷଣ ଅଟେ । ଯଦି ଆପଣଙ୍କ ପରିସ୍ରା ରେ ରକ୍ତ ପଡୁଛି ତେବେ ଏହାର ଅର୍ଥ ଆପଣଙ୍କ କିଡ୍ନୀ ସମ୍ପୂର୍ଣ୍ଣ ଭାବରେ ଖରାପ ହୋଇ ସାରିଛି । ତେଣୁ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ଏହାର ଚିକିତ୍ସା କରନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button