ଧର୍ମ

ଝିଅ ମାନଙ୍କ ଏହି ଜାଗାରେ କଳା ଯାଇ ଥିଲେ ସୌଭାଗ୍ୟବତୀ ହୋଇଥାନ୍ତି, ଆଜି ହିଁ ଜାଣି ନିଅନ୍ତୁ

ବନ୍ଧୁଗଣ ସାଧାରଣତଃ ନାରୀ ମାନଙ୍କର ବାମ ଅଙ୍ଗରେ କଳାଯାଇ ଥିଲେ ଏବଂ ପୁରୁଷ ମାନଙ୍କର ଡାହାଣ ଅଙ୍ଗରେ କଳା ଯାଇଥିଲେ ଶୁଭ ହୋଇଥାଏ। ତାହେଲେ ଆଜିର ଏହି ପୋଷ୍ଟରେ ଜାଣିବା ନାରୀ ମାନଙ୍କର କେଉଁ ଅଙ୍ଗରେ କଳାଯାଇ ବା ତିଳ ଚିହ୍ନ ଥିଲେ ସେହି ନାରୀ ସୁଗୁଣା, ସୁଶିଳା ହେବା ସହିତ ଧନ ଏବଂ ଐଶ୍ୱର୍ଯ୍ୟଶାଳିନୀ ହୋଇଥାଏ। ସେଥିପାଇଁ ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ନାରୀ ମାନଙ୍କର ନାଭି ତଳେ ବା ନାଭି ପାଖରେ ତିଳ ଚିହ୍ନ ବା କଳା ଜାଇ ଥିଲେ ଏହା ଉତ୍ତମ ହୋଇଥାଏ। ଏହି ଠାରେ ତିଳ ଚିହ୍ନ ଥିଲେ ସମସ୍ତ ପ୍ରକାରର ଭୋଗ ବିଳାସ ସେମାନଙ୍କୁ ମିଳିଥାଏ। ଗାଡି, ଘର ଏବଂ ଉତ୍ତମ ସ୍ବାମି ମଧ୍ୟ ମିଳିଥାଏ।

କୌଣସି ନାରୀର ପିଠିରେ ତିଳ ଚିହ୍ନ ବା କଳା ଜାଇ ଥିଲେ ସେହି ନାରୀ ରୋମାଣ୍ଟିକ ପ୍ରକୃତିରେ ହୋଇଥାଆନ୍ତି। ଧନ ଉପାର୍ଜନରେ ମାହୀର ହୋଇଥାନ୍ତି ଏବଂ ଖର୍ଚ୍ଚ ମଧ୍ୟ ପ୍ରଚୁର କରିଥାନ୍ତି। ନିଜର ବିଳାସ ବେଶନରେ ଧନ ପ୍ରଚୁର ଖର୍ଚ୍ଚ କରିଥାନ୍ତି।

Google
କୌଣସି ନାରୀର ମଥାରେ କଳା ଜାଇ ଥିଲେ ସେହି ନାରୀ କୌଣସି ଧନୀ ପୁରୁଷଙ୍କୁ ବିବାହ କରିଥାନ୍ତି। ଏବଂ ତାର ସ୍ବାମି ଗୁଣବାନ ମଧ୍ୟ ହୋଇଥାଆନ୍ତି। ନିଜର ସ୍ୱାସ୍ଥ୍ୟ ଭଲ ରହିଥାଏ। ଭଗବାନଙ୍କ ଉପରେ ଆସ୍ଥା ରହିଥାଏ। ସମସ୍ତ ପ୍ରକାରର ସୁଖବି ସେମାନଙ୍କୁ ମିଳିଥାଏ।

ଏବେ ଜାଣିବା ଆଙ୍ଗୁଳି ମାନଙ୍କ ବିଷୟରେ।

ତର୍ଜନୀ ବା ବିଶି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ନାରୀ ଧନବାନ ହୋଇଥାଆନ୍ତି। ଏବଂ କିଛି ଲୋକଙ୍କ ଦ୍ୱାରା ମଧ୍ୟ ହଇରାଣ ହୋଇପାରନ୍ତି।

ମଧ୍ୟମା ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ନାରୀ ଶାନ୍ତ ସ୍ୱଭାବର ହୋଇଥାଆନ୍ତି।

ଅନାମିକା ବା ପରି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ନାରୀ ଧନ, ଯଶ ଏବଂ ସମସ୍ତ ସୁଖ ପାଇଥାଏ। ଏବଂ ଉଚ୍ଚ ପଦବୀ ମଧ୍ୟ ପାଇଥାଏ।

କନିଷ୍ଠା ବା କାନି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସମସ୍ତ ପ୍ରକାରର ଯଶ ମିଳିଥାଏ। କିନ୍ତୁ ମନରେ ଆଶାନ୍ତି ରହିଥାଏ।

Google
ହାତର ପାପୁଲିରେ ତିଳ ଚିହ୍ନ ଥିଲେ ସେହି ନାରୀ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି। ଜୀବନରେ କିଛିବି ଅଭାବ ହୋଇନଥାଏ।

ଗୋଳା ବା ବେକରେ ତିଳ ଚିହ୍ନ ଥିଲେ ସେହି ନାରୀ ବହୁତ ଉତ୍ତମ ନାରୀ ହୋଇଥାନ୍ତି ଏବଂ ସ୍ବାମି ଏବଂ ପରିବାର ପ୍ରତି ଉତ୍ସର୍ଗୀକୃତ ହୋଇଥାନ୍ତି। ସଦା ଭାବ ପ୍ରବଣ ହୋଇଥାଆନ୍ତି।

ନାରୀ ମାନଙ୍କର ଅଣ୍ଟାରେ ତିଳ ଚିହ୍ନ ଥିଲେ ସେହି ନାରୀ ବହୁତ ଉଚ୍ଚ ପଦବୀରେ ପହଞ୍ଚି ଥାଆନ୍ତି। ଜୀବନରେ IAS,OAS,IPS ମଧ୍ୟ ପାଇଥାନ୍ତି। ଏବଂ ସେମାନଙ୍କର ଜୀବନ ସଫଳ ହୋଇଥାଏ। ଏହି ପ୍ରକାରର ନାରୀମାନେ ଭୋଗବିଳାସୀ ହୋଇଥାଆନ୍ତି।

ଜଙ୍ଘରେ ତିଳ ଚିହ୍ନ ଥିଲେ ସେହି ନାରୀ ପୁରୁଷମାନଙ୍କୁ ବହନ କରିଥାନ୍ତି। ପୁରୁଷ ମାନଙ୍କୁ ତାଙ୍କର ଇସାରାରେ କାର୍ଯ୍ୟ କରାଇ ଥାଆନ୍ତି।

ବାହୁ ବା ହାତରେ ତିଳ ଚିହ୍ନ ଥିଲେ ବହୁତ ଶୁଭ ହୋଇଥାଏ।

କୌଣସି ନାରୀର ଥୋଡିରେ ତିଳ ଚିହ୍ନ ଥିଲେ ସର୍ବଦା ଧନର ଭଣ୍ଡାର ମିଳିଥାଏ। ଟଙ୍କା ପଇସାର ଅଭାବ ଦେଖି ନଥାନ୍ତି। ଜୀବନରେ ସମସ୍ତ ପ୍ରକାରର ସୁଖ ମିଳିଥାଏ।

ଗାଲରେ ତିଳ ଚିହ୍ନ ଥିଲେ ବହୁତ ଶୁଭ ହୋଇଥାଏ। ଏହି ତିଳ ଚିହ୍ନ ବା କଳା ଜାଇ ଧନୀ କରାଇ ଥାଏ। ବହୁତ ଉତ୍ତମ ଫଳ ଦେଇଥାଏ। ସମସ୍ତ ପ୍ରକାରର ସୁଖ ମିଳିଥାଏ। ବିବାହ ପରେ ବି ସେହି ନାରୀ ବହୁତ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିଥାନ୍ତ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button