ଧର୍ମ

ମୃତ ମଣିଷର ଶବ ସତ୍କାର କରିବା କାହିଁକି ଆବଶ୍ୟକ ? କଣ ଲେଖା ଅଛି ଗରୁଡ ପୁରାଣରେ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଦୁନିଆରେ ଗୋଟିଏ ସତ୍ୟ ଅଟଳ ଏବଂ ଯାହା ମଣିଷ ହାତରେ ନଥାଏ ତାହା ହେଉଛି ମୃ-ତ୍ୟୁ । ତେବେ ଏହି ମୃ-ତ୍ୟୁ ପରେ କାହିଁକି ବିଧି ବଦ୍ଧ ଭାବରେ ଗୋଟିଏ ଶ-ବର ସ-ତ୍କା-ର କରାଯାଏ । ମୃ-ତ୍ୟୁ ପରେ ତ ସେହି ଲୋକ ତା ନିଜର ଏହି ସମ୍ମାନକୁ ଦେଖିବା ପାଇଁ ସକ୍ଷମ ନଥାଏ । ତେବେ ଏହା କରିବା ପଛର କାରଣ କଣ ହୋଇଥାଏ । ତେଣୁ ଆଜି ଆପଣ ମାନେ ଏହି ଶ-ବ ସ-ତ୍କା-ର ପଛର ପ୍ରକୃତ ସତକୁ ଜାଣିବା ପାଇଁ ପାଇବେ ଏହି ପୋଷ୍ଟ ମାଧ୍ୟମରେ ।

ଗରୁଡ ପୁରାଣ ଅନୁଯାୟୀ ମୃ-ତ ବ୍ୟକ୍ତିର ଶ-ବ ସ-ତ୍କା-ର ପାଇଁ ପ୍ରଥମେ ତାଙ୍କ ଶରୀରକୁ ହଳଦୀ ଲଗାଇ ଗାଧୋଇ ଦିଆ ଯାଇଥାଏ । ଏବଂ ଶ୍ମଶାନ ଘାଟରେ ତାଙ୍କୁ ପଡିବାକୁ ଥିବା ଜାଗାରେ ଗୋବର ଲିପାଯାଇଥାଏ । ଏହାର ଧ୍ୟାନ ମଧ୍ୟ ରଖିବା ଜରୁରୀ ହୋଇଥାଏ କି ସେହି ସ୍ଥାନରେ ପୂର୍ବରୁ ଯେମିତି କାହାର ଶ-ବ ସ-ତ୍କା-ର ହୋଇନଥିବ ।

ଏହାପରେ ବିଧି ବିଧାନ ସହ କୋକେଇ ପ୍ରସ୍ତୁତ କରି ଅଭୀର ଏବଂ ଫୁଲରେ କୋକେଇକୁ ସୁସଜ୍ଜିତ କରି ମର ଶରୀରରକୁ ସେଥିରେ ମଶାଣି ପର୍ଯ୍ୟନ୍ତ ରାସ୍ତାରେ ଖଇ କଉଡି ବିଞ୍ଚି ନିଆ ଯାଇଥାଏ । ଏବଂ ଶ୍ମଶାନରେ ପ୍ରସ୍ତୁତ ଚିତା ଉପରେ ଶ-ବକୁ ଶୁଆଇ ଦିଆଯାଏ । ଏହାପରେ ମୃ-ତ ବ୍ୟକ୍ତିଙ୍କ ପୁତ୍ର କିମ୍ବା ନିଜ ଘର ପରିବାର ସଦସ୍ୟଙ୍କ ହାତରେ ମୁଖାଗ୍ନି ଦିଆଯାଏ ।

ଶରୀର ଅଧା ଜଳିଯିବା ପରେ ମୁଣ୍ଡକୁ କୌଣସି କାଠରେ ଭାଙ୍ଗିଦେବା ଉଚିତ । କାରଣ ଏହା କରିବା ଫଳରେ ମୃ-ତ ଆତ୍ମା ନିଜ ପୂର୍ବପୁରୁଷଙ୍କ ଲୋକଙ୍କୁ ଯାଇଥାଏ । ଯଦି କାହାର ଶ-ବ ସ-ତ୍କା-ର କରାଯାଏ ନାହିଁ ତେବେ ସେହି ଆତ୍ମା ପୃଥିବୀ ପୃଷ୍ଠରେ ହଜାର ହଜାର ବର୍ଷ ପର୍ଯ୍ଯନ୍ତ ସେମିତି ଘୁରି ବୁଲିଥାଏ । ପୁନର୍ଜନ୍ମ ମଧ୍ୟ ସେହି ବ୍ୟକ୍ତିର  ହୋଇପାରିନଥାଏ । ତେଣୁ ହିନ୍ଦୁ ଧର୍ମ ଅନୁଯାୟୀ ଗୋଟିଏ ମୃ-ତ ବ୍ଯକଟୀର ବିଧି ବଦ୍ଧ ଭାବରେ ଶ-ବ ସ-ତ୍କା-ର କରିବା ଦରକାର ।

ନଚେତ କଷ୍ଟ ପାଇ ପୃଥିବୀ ପୃଷ୍ଠରେ ଘୁରି ବୁଲୁଥିବା ଆତ୍ମାର କୁ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ଯାହାଫଳରେ ଆପଣ ନାନା ଅସୁବିଧାର ସମ୍ମୁଖୀନ କରିଥାନ୍ତି । ବାରମ୍ବାର ରୋଗଗ୍ରସ୍ତ ହୋଇଥାନ୍ତି । ବାରମ୍ବାର ଦୁର୍ଘଟଣାର ଶିକାର ହୋଇଥାନ୍ତି । ତେଣୁ ଆପଣଙ୍କୁ ତାଙ୍କୁ ଶାନ୍ତ କରିବା ପାଇଁ ବର୍ଷକୁ ଥରେ ପିଣ୍ଡ ଦାନ ମଧ୍ୟ କରିବାକୁ ପଡିଥାଏ ।

ଆମେ ଜାଣିପାରିନଥାଉ କି ଗୋଟିଏ ମୃ-ତ ବ୍ୟକ୍ତି ସଂସାରରୁ ଯିବା ପରେ ମଧ୍ୟ ତାହାର ଅସନ୍ତୁଷ୍ଟତା ଆମ ଉପରେ ପଡିଥାଏ । ତେଣୁ ନିଜ ଉପରେ ଏହି ସବୁର ପ୍ରଭାବ ପଡିବାକୁ ନ ଦେବା ପାଇଁ ଶ-ବ ସ-ତ୍କା-ର କରିବା ନିହାତି ଆବଶ୍ୟକ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button