ମାଛ ଧରିବା ସାଜିଲା କାଳ, ମାଛ ନେଇଗଲା ମଣିଷ ଜୀବନ, ସମ୍ପୁର୍ଣ୍ଣ ଘଟଣା ଜାଣି ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମାଛ ନେଇଗଲା ମଣିଷ ଜୀବନ । ତେବେ ଆସନ୍ତୁ ଜାଣିବା ମାଛ କିପରି ନେଲା ମଣିଷ ଜୀବନ । ଘଟଣା ଟି ହେଉଛି ମୟୂରଭଞ୍ଜ ଜିଲ୍ଲା ଖୋର୍ଦ୍ଧା ଥାନା ଅଧିନସ୍ଥ ଗୋରା ଗାଡିଆ ଗ୍ରାମର ଛାମୁ ବାଣୀଙ୍କ କଥା । ମାଛ ଧରିବାକୁ ବାପା ସମୁଦ୍ରକୁ ଯାଇଥିଲେ ଓ ତାଙ୍କ ସହ ପୁଅ ମଧ୍ୟ ଯାଇଥିଲା । ତେବେ ସେହି ଅଞ୍ଚଳରେ ଗ୍ରୀଷ୍ମ ପ୍ରଭାବ ଅଧିକ ଥିବା କାରଣରୁ ମାଛ ଧରି ଘରକୁ ଆସି ବାପା ଅସୁସ୍ଥତତା ମନେ କରିଥିଲେ ।

ତେବେ ବାପାଙ୍କ ଦେହ ଅଧିକ ମାତ୍ରାରେ ଗୁରୁତର ହେବା କାରଣରୁ ତାଙ୍କୁ ଉଦଳା ଚିକିତ୍ସାଳୟକୁ ନିଆଯାଇଥିଲା ଓ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନା ପାଇବା ପରେ ପୋଲିସ ଡାକ୍ତରଖାନାକୁ ଯାଇ ସେଠାରେ ଅଭିଯୋଗ ଦାଖଲ କରାଇ ଶବକୁ ଘରକୁ ପଠାଇଥିଲେ। ଆପଣ ଦେଖିପାରୁଥିବେ ପୁଅର ଚିତ୍ର ବାପାକୁ ହରାଇ ଯେପରି ସେ ସ୍କବ୍ଦ ହେଇଯାଉଛି ।

ତେବେ ଛୁଆ ପାଇଁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଗ୍ରାମ ବାସୀ । ତେବେ ଏଭଳି ଦୁଃଖଦାୟକ ବାର୍ତ୍ତା ଗ୍ରାମବାସୀଙ୍କ ହୃଦୟକୁ ଦୋହଲାଇ ଦେଇଛି ।



