ଦେଶ ବିଦେଶ

Anjana Om Kashyap vs Rohit Sardana, ଦେଖନ୍ତୁ ଅଧିକ ଧନୀ କିଏ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଆଜ୍ ତକ୍ ଚ୍ୟାନେଲ ର ଦୁଇ ଜଣ ବିଶେଷ ସାମ୍ବାଦିକ ଅଞ୍ଜନା ଓଁ କଶ୍ୟପ ଏବଂ ରୋହିତ ସରାଦନା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଉଭୟ ନିଜର ପରିଶ୍ରମ ବଳ ରେ ସଫଳତା ହାସଲ କରିଥିଲେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଅଞ୍ଜନା ଓଂ କଶ୍ୟପ ଏବଂ ରୋହିତ ସରାଦନା ଙ୍କ ମଧ୍ୟରୁ ଅଧିକ ଧନୀ କିଏ? ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ଅଞ୍ଜନା ଓଂ କଶ୍ୟପ ଙ୍କ ସମ୍ବନ୍ଧରେ । ଅଞ୍ଜନା ଙ୍କ ଜନ୍ମ ଜନ୍ମ ୧୨ ଜୁନ ୧୯୭୫ ମସିହାରେ ଝାଡ଼ଖଣ୍ଡ ର ରାଜଧାନୀ ରାଞ୍ଚୀ ରେ ହୋଇଥିଲା । ଅଞ୍ଜନା ନିଜ ପତ୍ରକାରୀତା କ୍ୟାରିଅର ର ଆରମ୍ଭ ୨୦୦୩ ମସିହାରେ ଦୂର ଦର୍ଶନ ରେ ପ୍ରସାରିତ ସୋ ଆଂଖୋ ଦେଖି ରେ କରିଥିଲେ ।

୨୦୦୩ ରେ ହିଁ ଅଞ୍ଜନା ଦୂର ଦର୍ଶନ ରେ ନିଜ ପଦବୀ ରୁ ଇସ୍ତଫା ଦେଇଥିଲେ ଏବଂ ଜି ନ୍ୟୁଜ ରେ ସାମିଲ ହୋଇଥିଲେ । ୨୦୦୭ ରେ ସେ ଜି ନ୍ୟୁଜ ରୁ ମଧ୍ୟ ଇସ୍ତଫା ଦେଇଥିଲେ ଏବଂ ନ୍ୟୁଜ ୨୪ ରେ ଜଣେ ଆଙ୍କର ଭାବରେ କାମ କରିଥିଲେ । ଏହାପରେ ଆଜ ତକ ନ୍ୟୁଜ ଚ୍ୟାନେଲ ରେ ଆସିବା ପୂର୍ବରୁ ସେ ଷ୍ଟାର ନ୍ୟୁଜ ରେ ମଧ୍ୟ କାମ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏହି ଚ୍ୟାନେଲ ରେ ସେ ବାଦ ବିବାଦ କାର୍ଯ୍ୟ ରେ ନିଜର ଆବାଜ ଉଠାନ୍ତି ।

ସେ ନିଜର ପତ୍ରକାରୀତା ମାଧ୍ୟମରେ ବହୁତ ପଇସା ମଧ୍ୟ କମାଇଛନ୍ତି । ୨୦୨୧ ମସିହା ସୁଦ୍ଧା ସେ ୫୧ କୋଟି ଟଙ୍କା ର ମାଳିକାଣି ଅଟନ୍ତି । ତାଙ୍କ ପାଖରେ ନିଜର ଲକ୍ଜରୀ ହାଉଜ ମଧ୍ୟ ରହିଛି । ଅଞ୍ଜନା ଓଂ କଶ୍ୟପ ଙ୍କ ପାଖରେ ୧୩ ଲକ୍ଷ ଟଙ୍କା ର ନଂ ୱାନ୍ ହୋଣ୍ଡା ସିଟି ଏବଂ ୬୬ ଲକ୍ଷ ଟଙ୍କା ର ଅଡି କ୍ୟୁ ୫ ଭଳି କାର୍ ରହିଛି ।

ବର୍ତ୍ତମାନ ଆସନ୍ତୁ ରୋହିତ ସରାଦନା ଙ୍କ ସମ୍ବନ୍ଧରେ ଜାଣିବା । ରୋହିତ ଙ୍କ ବିଗତ କିଛି ଦିନ ପୂର୍ବରୁ ନିଧନ ହୋଇଛି । ଯାହା ବଡ଼ ଦୁଃଖଦ ବିଷୟ ଅଟେ । ରୋହିତ ସରାଦନା ଜଣେ ବରିଷ୍ଠ ସାମ୍ବାଦିକ ଥିଲେ । ସେ ଜଣେ ହିନ୍ଦୁ ଥିଲେ ଏବଂ ନାଗରିକତ୍ୱ ତାଙ୍କର ଭାରତୀୟ ଥିଲା । ରୋହିତ ଙ୍କ ଜନ୍ମ ୨୨ ସେପ୍ଟେମ୍ବର ୧୯୮୦ ମସିହାରେ ହରିୟାଣା ରାଜ୍ୟ ରେ ହୋଇ ଥିଲା ।

ସେ ଗୀତା ନିକେତନ ଆୱାଶ୍ୟ ବିଦ୍ୟାଳୟ ରୁ ନିଜର ପାଠ ଶେଷ କରିଥିଲେ ସ୍କୁଲ ପରେ ସେ ନିଜର ଅଧିକ ଏବଂ ଉଚ୍ଚ ଶିକ୍ଷା ପାଇଁ ଗୁରୁ ଜାମ୍ବେଶ୍ୱର ୟୁନିଭରସିଟି ଯାଇଥିଲେ ଏବଂ ସାଇନ୍ସ ଟେକ୍ନୋଲୋଜି,ହିସାର ରେ ପୂର୍ଣ୍ଣ କଲେ । ଏବଂ ମାସ କମ୍ୟୁନିକେଶନ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

ରୋହିତ ଏକ ଇଣ୍ଟରଭିଉ ରେ କହି ଥିଲେ କି ସେ ନେସନାଲ ଡ୍ରାମା ସ୍କୁଲ ରେ ଦାଖିଲା ନେଇଥିଲେ । କାରଣ ତାଙ୍କର ଅଭିନେତା ହେବା ର ସ୍ୱପ୍ନ ଥିଲା । କିନ୍ତୁ ସେଠାରେ ତାଙ୍କୁ କିଛି ହାସଲ ହେଲା ନାହିଁ ପରେ ସେ ନିଷ୍ପତ୍ତି ନେଲେ କି ସେ ଜଣେ ସାମ୍ବାଦିକ ହେବେ । ସେ ହରିୟାଣା ପରିବାର ରେ ବଢି ଥିବାରୁ ତାଙ୍କ ହିନ୍ଦୀ ଏବଂ ଇଂରାଜୀ ରେ ସେ ଅଳ୍ପ ଦୁର୍ବଳ ଥିଲେ କିନ୍ତୁ ପରେ ଏହି ଭାଷା ହିଁ ତାଙ୍କ ର ସବୁଠାରୁ ବଡ଼ ଶକ୍ତି ହୋଇ ପାରିଥିଲା ।

ସେ ନିଜ ପାଠ ପଢା ସହ ଚାକିରୀ ମଧ୍ୟ କରିଲେ । ପରେ ସ୍ୱ ଦିଲ୍ଲୀ ଆସିଗଲେ ଏବଂ ସେଠାରେ ସେ ଈଟିଭି ନେଟୱର୍କ ସହ କାମ କରିବାର ସୁଯୋଗ ମିଳିଲା । ସେହି ଠାରୁ ସେ ଜଣେ ପତ୍ରକାରିତା ରୂପେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପରେ ସେ ହାଇଦ୍ରାବାଦ ଆସିଗଲେ । ସେହି ଠାରୁ ଟିଭିରେ ଆସିବାର ସୁଯୋଗ ମିଳିଲା । ରୋହିତ ଙ୍କ କାମ ସମସ୍ତଙ୍କୁ ପସନ୍ଦ ଆସିଲା । ସେ ଜି ନ୍ୟୁଜ ରେ ଡିବେଟ କାର୍ଯ୍ୟ କରୁଥିଲେ ।

ଏବଂ ପରେ ସେ ୨୦୧୭ ରେ ଆଜତକ ରେ ଯୋଗ ଦାନ କଲେ । ସେବେ ଠାରୁ ସେ ଡିବେଟ କାର୍ଯ୍ୟ କ୍ରମ ହିଁ କରି ଆସୁଥିଲେ । ତାଙ୍କର ପ୍ରସିଦ୍ଧ ଡିବେଟ ସୋ ଥିଲା ଦଙ୍ଗଲ ଯେଉଁଥିରେ ସେ ବହୁତ ଲୋକ ପ୍ରିୟତା ହାସଲ କରି ଥିଲେ । ରୋହିତ ଙ୍କୁ ଅନେକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ସେହି ପୁରସ୍କାର ମଧ୍ୟ ରୁ ବେଷ୍ଟ ଆଙ୍କର ପୁରସ୍କାର ସାମିଲ ଅଛି । ତାଙ୍କ ପରିବାର ବିଷୟରେ ଆଲୋଚନା କଲେ । ତାଙ୍କ ପରିବାର ରେ ତାଙ୍କର ଜଣେ ଭାଇ ଅଛନ୍ତି ଯିଏ କମ୍ପ୍ୟୁଟର ଇଞ୍ଜିନିୟର ଭାବେ କାର୍ଯ୍ୟରତ ।

ରୋହିତ ବିବାହିତ ତାଙ୍କ ପତ୍ନୀ ଙ୍କ ନାମ ହେଉଛି ପ୍ରମିଳା ଦୀକ୍ଷିତ । ତା ସହିତ ତାଙ୍କର ଦୁଇଟି ଝିଅ ସନ୍ତାନ ମଧ୍ୟ ଅଛନ୍ତି । ରୋହିତ ଙ୍କ ସମୁଦାୟ ସମ୍ପତ୍ତି ର ମୂଲ୍ୟ ପ୍ରାୟତଃ ଦୁଇ ମିଲିୟନ ଅର୍ଥାତ ୧୫ କୋଟି ଟଙ୍କା ଏବଂ ତାଙ୍କ ପାଖରେ ମାରୁତି ସୁଜୁକି ଏସ କ୍ରସବି ରହିଛି ଯାହାର ଦାମ ୯ ଲକ୍ଷ ଟଙ୍କା ଅଟେ ଏବଂ ୬୩ ଲକ୍ଷ ଟଙ୍କା ର ବି ଏମ ଡବ୍ଲ୍ୟୁ କାର୍ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button