କେବଳ ଥରେ ଲଗେଇ ଦିଅନ୍ତୁ, ଅର୍ଶ ଶୁଖିକି ଝଡି ଯିବ ( Healthy Tips )

ବନ୍ଧୁଗଣ ଆପଣ । ଙ୍କୁ ବିଭିନ୍ନ ପ୍ରକାର ରୋଗ ରେ ଆକ୍ରାନ୍ତ ହେବାକୁ ପଡ଼ିଥାଏ । ଅର୍ଶ ହେଲେ ଆପଣ ଙ୍କୁ କଷ୍ଟ ରେ ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅର୍ଶ ରେ ରକ୍ତ ମଧ୍ୟ ପଡ଼ିଥାଏ । ପୁରୁଣା ରୁ ପୁରୁଣା ଅର୍ଶ କୁ ବା ରକ୍ତ ଯଦି ପଡ଼ୁଚି ତାହେଲେ ଆପଣ ଏହି ଉପାୟ କୁ ଅବଲମ୍ବନ କରନ୍ତୁ, ପ୍ରଥମେ ହରିଡା ନିଅନ୍ତୁ, ହରିଡା ଅନେକ ଙ୍କ ବଡିଘରୁ ସହଜ ରେ ମିଳିଯାଏ । ଯଦି ଆପଣ ଙ୍କ ବାଡିଘରେ ନାହିଁ ତାହେଲେ ଆପଣ ଏହାକୁ ବଜାର ରୁ କିଣି ଆଣିପାରିବେ ।
ବନ୍ଧୁଗଣ ପ୍ରଥମେ ହରିଡା କୁ ଭାଙ୍ଗି ଏହାର ମଞ୍ଜି କୁ ବାହାରି କରିବାକୁ ପଡ଼ିବ । ଏହାର ଯେଉଁ ଅଂଶ ରହିବ ଚୋପା କୁ ନେଇ ଗ୍ରେଣ୍ଡିଂ କରିଦିଅନ୍ତୁ । ଗ୍ରାଇଣ୍ଡିଙ୍ଗ କରି ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଦ୍ୱିତୀୟ ରେ ଆବଶ୍ୟକ ଗୁଡ଼, ଗୁଡ଼ ଆପଣ ଙ୍କୁ କୌଣସି ବି ଗ୍ରୋଷରୀ ଦୋକାନ ରୁ ମିଳିଯିବ । ଅଦା ଚାମଚ୍ ଗୁଡ଼ ନିଅନ୍ତୁ ଏଥିରେ ଆପଣ ଅଳ୍ପ ହରିଡା ଚୁନା ମିଶାନ୍ତୁ । ଚିମୁଟିଏ ହରିଡା ମିଶାନ୍ତୁ ।
ଏହାକୁ ଭଲସେ ମିଶାଇ ଦିଅନ୍ତୁ ଆଜି ର ଏହି ଉପାୟ କୁ ପ୍ରତିଦିନ ସକାଳୁ ଖନ୍ତୁ ଦେଖିବେ ଅର୍ଶ ଭଳି ସମସ୍ୟା ଠାରୁ ଆପଣ ଦୂର ରେ ରହିବେ । ମାଳ ଦ୍ଵାରା ବାଟେ ଚିତ ଚିତ ମାଂସ ଖଣ୍ଡ ବାହାରୁଥିବା ତାହାକୁ ଅର୍ଶ କୁହାଯାଏ । ଏହା ଦୂର ହୋଇଯିବ । ଏହା କୁ ଆପଣ ମାତ୍ର 2 ସପ୍ତାହ ଖାଆନ୍ତୁ । ଏହା ଦ୍ଵାରା ଆପଣ ଙ୍କ ଅର୍ଶ ସମ୍ପୂର୍ଣ୍ଣ ନିର୍ମୂଳ ହୋଇଯିବ ବା ଅସୁଖି ଝଡି ଯିବ । ଏହାକୁ କୌଣସି କାଚ ବୋତଲକିଣିଥିବା ରେ ରଖନ୍ତୁ ଏହାକୁ ଗୁଡ଼ ସହ ଅଳ୍ପ ଅଳ୍ପ କରି ମିଶାନ୍ତୁ ।
ଜାଣି ମଞ୍ଜି କୁ ବାହାରି କରି ଏହାକୁ ଶୁଖାଇ ରଖିପାରିବେ । ଏହାପରେ ଏହାକୁ ଗୁଣ୍ଡ କରନ୍ତୁ ଗୋଟେ ସୂତା କପଡ଼ା ନିଅନ୍ତୁ ଜାଣି ମଞ୍ଜି କୁ ଢ଼ାଳନ୍ତୁ ଏବଂ ଗୋଟେ ପୁଟୁଳି ବାନ୍ଧି ଦିଅନ୍ତୁ, ଏବଂ ଅର୍ଶ ବଳି ରେ ଘସନ୍ତୁ ଆସ୍ତେ ଆସ୍ତେ ଘଷାନ୍ତୁ ଯଦି ଅର୍ଶ ରୁ ରକ୍ତ ପଡ଼ୁଥିବା ତାହେଲେ ବୋହୁତ କଷ୍ଟ ଦେବ । ଦେଖିବେ ଏହାକୁ କରିବ ଦ୍ଵାରା ଆପଣ ଙ୍କ ଅର୍ଶ ତୁରନ୍ତ ଶୁଖି ଝଡିଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।