ବିଚାର

ଏମିତିକା ଝିଅ ମିଳିଲେ ସଙ୍ଗେ ସଙ୍ଗେ ବାହା ହୋଇ ଯାଆନ୍ତୁ, ଜୀ-ବ-ନରେ କେବେ ଦୁଃଖ ଆସିବ ନାହିଁ

ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ , ଯେଉଁଥିରେ ଜୀ-ବ-ନକୁ ସୁଖମୟ ଏବଂ ସଫଳ କରିବା ପାଇଁ ଉପଯୋଗୀ ପନ୍ଥା ଦିଆ ଯାଇଛି ଏହି ଗ୍ରନ୍ଥର ମୂଳ ଲକ୍ଷ୍ୟ ମାନବ ସମାଜକୁ ଉଚିତ ଶିକ୍ଷା ଦେବା। ଚାଣକ୍ୟ ଜଣେ ମହାନ୍ ଜ୍ଞାନୀ ଥିଲେ, ଯିଏ ନିଜର ନୀତି ଦ୍ଵାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରାଇ ପାରି ଥିଲେ। ଜାଣନ୍ତୁ ଚାଣକ୍ୟଙ୍କ ଏପରି କିଛି ମହତ୍ୱ ନୀତି , ଯେଉଁ ଗୁଡ଼ିକ ଆପଣଙ୍କ ଜୀ-ବ-ନରେ କୌଣସି ନା କୌଣସି କ୍ଷେତ୍ରରେ କାମରେ ଆସିପାରେ।

ତେବେ ବନ୍ଧୁଗଣ ଏହିପରି ନାରୀ ପାଇଲେ, ସଙ୍ଗେ ସଙ୍ଗେ ବିବାହ କରି ନେବା ଉଚିତ। କହିବାକୁ ଗଲେ ସମସ୍ତେ ବାହାଘରକୁ ନେଇ ଚିନ୍ତିତ ରହିଥାନ୍ତି। କହିବାକୁ ଗଲେ ସେହି ପିଲାମାନେ ବହୁତ ଅସୁବିଧା ବା ଦ୍ୱିଧାରେ ପଡି ଯାଆନ୍ତି।ସେମାନେ ଭାବନ୍ତି ଯାହା ସହିତ ସେମାନଙ୍କର ବିବାହ ହେବାକୁ ଯାଉଛି, ସେ ଝିଅ କିପରି ହୋଇଥିବ। ଜୀ-ବ-ନସାରା ସେ ଖୁସିରେ ରହି ପାରିବ କି ନାହିଁ। କିଛି ଅନ୍ୟ ସମସ୍ୟା ତ ଲାଗି ରହିବ ନାହିଁ, ଏପରି ଅନେକ ପ୍ରକାରର ପ୍ରଶ୍ନ ମନରେ ଉଙ୍କି ମାରେ। ବିବାହ ସମୟରେ ଏହି ପ୍ରକାରର ପ୍ରଶ୍ନ ଆମର ଚିନ୍ତାକୁ ବଢେଇ ଦେଇ ଥାଏ। ବାସ୍ତୁ ଶାସ୍ତ୍ରରେ ଏବଂ ଚାଣକ୍ୟଙ୍କ ନୀତିରେ କୁହାଯାଇଛି କି, ସିଦ୍ଧ ବ୍ୟକ୍ତି ସହିତ ବିବାହ ହେବା ଉଚିତ। ନହେଲେ ଅନେକ ସମୟରେ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଏମିତିରେ ଆହୁରି ଚିନ୍ତା ବଢ଼ି ଯାଇଥାଏ। କିପରି ଜାଣିବା କାହା ସହିତ ବିବାହ ହେବାକୁ ଯାଉଛି। ସେ ବ୍ୟକ୍ତି ମୋ ପାଇଁ ଠିକ୍ ବା ଭୁଲ ବୋଲି କିପରି ଜାଣିବା। ବନ୍ଧୁଗଣ ଏହି ପ୍ରଶ୍ନର ଉତ୍ତର ଆମେ ଦେଇ ପାରିବୁ ନାହିଁ।କିନ୍ତୁ ବାସ୍ତୁ ଶାସ୍ତ୍ର ଏବଂ ଚାଣକ୍ୟଙ୍କ ନୀତି ଗ୍ରନ୍ଥ ରେ କିଛି ଏପରି କଥା କୁହାଯାଇଛି ଯଦି ଏଭଳି ନାରୀ ମିଳନ୍ତି , ତାଙ୍କ ସହିତ ବିବାହ କରିବାରେ କୌଣସି ପ୍ରକାରର ବିଳମ୍ବ କରିବା ଉଚିତ ନୁହେଁ। ତେବେ ଚାଲନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ ବିବାହ କରିବା ପାଇଁ ନାରୀ ଭିତରେ କଣ କଣ ଗୁଣ ରହିଥିବା ଦରକାର ।

Google

ବନ୍ଧୁଗଣ ପ୍ରଥମ ଗୁଣ ହେଉଛି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ କାମରେ ଠିକ୍ ଠାକ୍ ହୋଇ ଥିବ ସେ ପରିବାରର ସମସ୍ତ ଦାୟିତ୍ବ ତୁଲାଇବା ପାଇଁ ସକ୍ଷମ , ତେବେ ସେହି ସ୍ତ୍ରୀ ସମ୍ମାନ ବଢେଇ ଥାନ୍ତି।

ଦ୍ଵିତୀୟ ଗୁଣ ହେଉଛି ବିବାହ ପାଇଁ ସ୍ତ୍ରୀ ମଧ୍ୟରେ ଗୋଟିଏ ଗୁଣ ଥିବା ନିହାତି ଆବଶ୍ୟକ। ସେ ନିଜ ଠାରୁ ବଡ଼ ଏବଂ ସାନ ବ୍ୟକ୍ତିଙ୍କୁ ସମ୍ମାନ ଦେବା ଆବଶ୍ୟକ। ଏଭଳି ସ୍ତ୍ରୀ ମାନେ ପରିବାରରେ ଶୃ-ଙ୍ଖ-ଳି-ତ କରି ରଖିଥାନ୍ତି।

ତୃତୀୟ ଗୁଣ ହେଉଛି, ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ନାରୀ ସଂସ୍କୃତି ଏବଂ ପରମ୍ପରା ପାଳନ କରିଥାଏ, ସେଭଳି ନାରୀ ବିବାହ ପାଇଁ ଶ୍ରେଷ୍ଠ ବୋଲି ବିବେଚିତ ହୋଇଥାନ୍ତି। ସେହି ସ୍ତ୍ରୀ ସ୍ବାମୀ ପାଇଁ ସୌଭାଗ୍ୟ ଶାଳୀ ହୋଇ ଥାନ୍ତି। ସେଭଳି ସ୍ତ୍ରୀ ଦେବାଦେବୀ ଙ୍କ ଆଶିର୍ବାଦ ପ୍ରାପ୍ତ କରିବାରେ ସଫଳ ରହିଥାନ୍ତି।

Google

ଚତୁର୍ଥ ଗୁଣ ହେଉଛି, ଯଦି ଧନ ସଞ୍ଚୟ କରିବାର କ୍ଷମତା ରଖିଥାନ୍ତି, ସେଭଳି ସ୍ତ୍ରୀ ପରିବାର ପାଇଁ ଶୁଭ ଅଟନ୍ତି। ସେ ପରିବାରରେ ଆର୍ଥିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ସର୍ବଦା ପ୍ରୟାସ କରି ଥାନ୍ତି। ଏଭଳି ସ୍ତ୍ରୀକୁ ଲକ୍ଷ୍ମୀ ପ୍ରତିମା ବୋଲି କୁହାଯାଏ।

ପଞ୍ଚମ ଗୁଣ ହେଉଛି ଯାହାଙ୍କ କଥା ମଧୁର ହୋଇଥାଏ ଏବଂ ଯାହାଙ୍କ କଥାରେ ମନ ପ୍ରସନ୍ନ ହୋଇ ଯାଏ, ସେଭଳି ନାରୀ ବିବାହ ପାଇଁ ଶ୍ରେଷ୍ଠ ବିବେଚିତ ହୁଏ।

ଷଷ୍ଠ ଗୁଣ ଥିବା ନାରୀ, ଆଚାର୍ଯ୍ୟ ଚାଣକ୍ୟ କହୁଛନ୍ତି, ଯେଉଁ ନାରୀ ଅସୁବିଧା ସମୟରେ ନିଜ ସ୍ବାମୀଙ୍କୁ ଉଚିତ ମାର୍ଗଦର୍ଶନ କରିବ, ସେହି ନାରୀକୁ ବିବାହ କରିବା ଦ୍ଵାରା ପୁରୁଷର ବୋଝ କମି ଯାଇ ଥାଏ।

ସପ୍ତମ ଗୁଣ ଥିବା ନାରୀ, ଯେଉଁ ସ୍ତ୍ରୀ ନିଜର ଭାଇ ଭଉଣୀଙ୍କ ଠିକ ରୂପରେ ଧ୍ୟାନ ରଖିଥାଏ, ସମସ୍ତଙ୍କର ସୁଖ ସୁବିଧା ବୁଝି ଥାଏ। ଏଭଳି ନାରୀ ବିବାହ କରିବା ପାଇଁ ସର୍ବୋତ୍ତମ ଅଟନ୍ତି।

ଅଷ୍ଟମ ଗୁଣ ଥିବା ନାରୀ, ଆଚାର୍ଯ୍ୟଙ୍କ ଅନୁସାରେ ଯେଉଁ ନାରୀ ନିଜର ସ୍ୱାଭିମାନ ବଜାୟ ରଖି ଥାଏ ଏବଂ ବଂଶର ମାନସମ୍ମାନ ବଜାୟ ରଖେ , ସେଭଳି ସ୍ତ୍ରୀକୁ ଶ୍ରେଷ୍ଠ ସ୍ତ୍ରୀ ବୋଲି କୁହାଯାଏ।

ନବମ ଗୁବ ଥିବା ନାରୀ, ଯେଉଁ ସ୍ତ୍ରୀର ମଥାରେ ଅହଙ୍କାର ନଥାଏ, ତାକୁ ମଧ୍ୟ ଶ୍ରେଷ୍ଠ ସ୍ତ୍ରୀ ବୋଲି କୁହାଯାଏ। ଯେଉଁ ସ୍ତ୍ରୀ ନିଜ ଠାରୁ ଅଧିକ ଅନ୍ୟମାନଙ୍କ ଖୁସିକୁ ମହତ୍ୱ ଦେଇଥାଏ, ସେଭଳି ସ୍ତ୍ରୀ ପରିବାରକୁ ସର୍ବଦା ଖୁସି ରଖିଥାନ୍ତି।

Google

ଦଶମ ଗୁଣ ଥିବା ନାରୀ , ଯେଉଁ ସ୍ତ୍ରୀ କଠିନ ପରିସ୍ଥିତିରେ ପରିବାରକୁ ଅଣଦେଖା କରି ନଥାଏ ଏବଂ ସମସ୍ତ ପ୍ରକାରର ସମ୍ପର୍କକୁ ବଜାୟ ରଖିଥାଏ, ସେଭଳି ସ୍ତ୍ରୀ ବିବାହ କରିବା ପାଇଁ ଶ୍ରେଷ୍ଠ ଅଟନ୍ତି। ଏଭଳି ନାରୀ ମାନେ ବିବାହ କରିବା ପାଇଁ ଯୋଗ୍ୟା ଅଟନ୍ତି। ଯଦି ଆପଣ ମଧ୍ୟ ବିବାହ କରିବା ପାଇଁ ଯାଉଛନ୍ତି, ତାହେଲେ ଏହି ମୁଖ୍ୟ କଥା ଆପଣଙ୍କ କାର୍ଯ୍ୟରେ ଆସିପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button