ଜୀବନଶୈଳୀ

ଏହି ୩ ପ୍ରକାରର ପୁତ୍ର ବୁଢା ସମୟରେ ନିଜର ବାପା ମାଙ୍କୁ ବହୁତ କଷ୍ଟ ଦେଇଥାନ୍ତି

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୩ ପ୍ରକାରର ପୁତ୍ର ବୁଢା ସମୟରେ ନିଜର ବାପା ମାଙ୍କୁ ବହୁତ କଷ୍ଟ ଦେଇଥାନ୍ତିମନୁଷ୍ୟ ନିଜ ଇଛା ଅନୁସାରେ ଜନ୍ମ ହେବା ପାଇଁ ଘର ପରିବାରର ନିଷ୍ପତ୍ତି ନେଇ ପାରିବ ନାହିଁ। ଜନ୍ମ ନେବା ପାଇଁ ତାକୁ ଭାଗ୍ୟ ଏବଂ କିସମତ ଉପରେ ନିର୍ଭର ଅଟେ ଯାହା ଜନ୍ମ ହେବା ପୂର୍ବରୁ ନିଶ୍ଚିତ ହୋଇଥାଏ। ପଛ ଜନ୍ମର କର୍ମର ଫଳ ହିଁ ଆମର ଭାଗ୍ୟ ନିର୍ମାଣ କରିଥାଏ

ଯେଉଁ ପ୍ରକାରର ଆମର ସାଙ୍ଗ ସମ୍ବଦ୍ଧି ଆମକୁ ପଛ ଜନ୍ମର କର୍ମର କାରଣରୁ ମିଳିଥାନ୍ତି ଠିକ ସେମିତି ଆମର ପୁତ୍ର ବି ଆମର ପଛ ଜନ୍ମର କର୍ମର ଫଳ ଅଟେ। ଶାସ୍ତ୍ର ଅନୁସାରେ ମନୁଷ୍ୟର ପଛ ଜନ୍ମର ସମ୍ବଦ୍ଧ ପୁତ୍ର ରୂପରେ ଜନ୍ମ ହୋଇଥାନ୍ତି। ଧର୍ମ ଗ୍ରନ୍ଥ ଅନୁସାରେ ଆଜି ଆମେ ଏହି ପୋଷ୍ଟରେ ଜଣେଇବୁ ପଛ ଜନ୍ମର କର୍ମ ଅନୁସାରେ ହିଁ ମନୁଷ୍ୟଙ୍କୁ ଏହି ଜନ୍ମରେ ୪ ପ୍ରକାରର ପୁତ୍ର ସନ୍ତାନ ରୂପରେ ମିଳିଥାନ୍ତି। ତେବେ ଆସନ୍ତୁ ଜାଣିବା।

ଋଣବତା ପୁତ୍ର। ପୂର୍ବ ଜନ୍ମରେ ଆପଣଙ୍କ ଦ୍ୱାରା କରାଯାଇଥିବା କାହାର କ୍ଷତି କିମ୍ବା କୌଣସି ପ୍ରକାରର କାହାର ସମ୍ପତିର ନଷ୍ଟ କରିଥାନ୍ତି ତ ଏହି ପୁତ୍ର ଆପଣଙ୍କ ଘରେ ଜନ୍ମ ହୋଇଥାନ୍ତି। ଏହି ପ୍ରକାରର ପୁତ୍ର ନିଜ ସହିତ ଅନେକ ପ୍ରକାରର ରୋଗ ନେଇ ଆସିଥାନ୍ତି। ଆପଣଙ୍କ ଧନ ଗମ୍ଭୀର ରୋଗ କିମ୍ବା ବ୍ୟର୍ଥ କାମରେ ସେତେ ପର୍ଯ୍ୟନ୍ତ ନଷ୍ଟ ହୋଇଥାଏ ଯେତେ ପର୍ଯ୍ୟନ୍ତ ତାର ହିସାବ ନହୋଇଯିବ।

ଶତ୍ରୁ ପୁତ୍ର। ଏହି ପୁତ୍ର ଆପଣଙ୍କ ପୂର୍ବ ଜନ୍ମର ସବୁଠାରୁ ବଡ଼ ଶତ୍ରୁ ହୋଇଥାଏ। ଯିଏକି ପ୍ରତିଶୋଧ ନେବା ପାଇଁ ଜନ୍ମ ହୋଇଥାନ୍ତି। ଏହି ପ୍ରକାରର ପୁତ୍ର ବଡ଼ ହେବା ପରେ ନିଜ ବାପା ମାଙ୍କ ସହିତ ଲଢେଇ ଝଗଡା କରି ପୁରା ଜୀବନସାରା ତାଙ୍କୁ କୌଣସି ନାଁ କୌଣସି କଷ୍ଟ ଦେଇଥାନ୍ତି। ଏମାନେ ସେତେ ପର୍ଯ୍ୟନ୍ତ କରିଥାନ୍ତି ଯେତେ ପର୍ଯ୍ୟନ୍ତ ତାଙ୍କର ପୂର୍ବ ଜନ୍ମର କର୍ମର ହିସାବ ହୋଇନଥାଏ।

ଉଦାସୀନ ପୁତ୍ର। ଏହି ପ୍ରକାରର ପୁତ୍ର ବଡ଼ ହେବା ପରେ ନିଜର ବାପା ମାଙ୍କ ସେବା କରନ୍ତି ନାହିଁ। ବିବାହ କରିବା ପରେ ନିଜ ବାପା ମାଙ୍କ ପାଖରୁ ଅଲଗା ହୋଇଯାନ୍ତି। ଏମିତି ପୁତ୍ର ପଶୁ ସହିତ ସମାନ ହୋଇଥାନ୍ତି ଏବଂ ଏହି ପ୍ରକାରର ପଛ ଜନ୍ମର ହିସାବ କରିଥାନ୍ତି।

ସେବା କରିବା ପୁତ୍ର। ଏହି ପ୍ରକାରର ପୁତ୍ର ଆପଣଙ୍କ ଦ୍ଵାରା କରାଯାଇଥିବା ସେବାର ଫଳ ଅଟେ। ଯାହାକି ପୁତ୍ର କିମ୍ବା ପୁତ୍ରୀ ରୂପରେ ଜନ୍ମ ହୋଇ ଆସିଥାନ୍ତି ଏବଂ ଆପଣଙ୍କ ସେବାର ଋଣ ଶୁଝି ଥାନ୍ତି ଏବଂ ନିଜର ମା ବାପାଙ୍କୁ ସବୁ ପ୍ରକାରର ସୁଖ ଦେଇଥାନ୍ତି ଏବଂ ତାଙ୍କର ସେବା କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button