ମନୋରଞ୍ଜନ

ଭୁମିକାଙ୍କ ଦଶମ ପରୀକ୍ଷା ମାର୍କସିଟ୍

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଏବଂ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଭୁମିକା  । ବନ୍ଧୁଗଣ ଆପଣ ମାନେ ସମସ୍ତେ  ଓଡିଆ ଅଭିନେତ୍ରୀ ଭୁମିକାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଭୁମିକା ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଭୁମିକାଙ୍କ ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରୁଥିବାର ନିଶ୍ଚୟ ଦେଖିଥିବେ । ଭୁମିକା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଆସିବା ଦିନରୁ ଭୁମିକା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସେ ସୋସିଆଲ ମିଡିଆରେ ନିଜର ଅନେକ ଭିଡିଓ ଆଉ ଫଟୋ ଅପଲୋଡ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଭୁମିକା କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ବେସ ଅଧିକ ଖୁସି ହେବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଦର୍ଶକ ବନ୍ଧୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଭୁମିକାଙ୍କର ସ୍କୁଲିଙ୍ଗ ବିଷୟରେ କଣ ଜାଣିଛନ୍ତି । ଗତ ଚାରି ବର୍ଷ ତଳେ ଭୁମିକା ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଦଶମ ପରୀକ୍ଷାରେ ଚଉକା ମରିଛନ୍ତି ଭୁମିକା । ତାଙ୍କ ପରୀକ୍ଷା ଏତେ ଭଲ ହୋଇଥିଲା ଯେ ଯାହା ସେ ନିଜେ ବି ଆଶା କରି ନଥିଲେ । ଗତ କିଛି ସମୟ ହେବ ଭୁମିକାଙ୍କର ଏକ ସ୍କୁଲ ବେଳର ଫଟୋ ଆଉ ତାଙ୍କର ଦଶମ ଶ୍ରେଣୀ ମାର୍କସିଟ ଭାଇରାଲ ହେବାରେ ଲାଗିଛି ।

ଏହି ଦଶମ ଶ୍ରେଣୀର ମାର୍କସିଟରେ ଆପଣ ଦେଖି ପାରୁଥିବେ ଭୁମିକା ଦଶମ ଶ୍ରେଣୀରେ କେତେ ମାର୍କ କେଉଁ ବିଷୟରେ ରଖିଛନ୍ତି । ସେ DAV ପବ୍ଲିକ ସ୍କୁଲରେ ପାଠ ପଢିଛନ୍ତି । ଆଉ ସେ ନିଜର ସମସ୍ତ ବିଷୟରେ A1 ଗ୍ରେଡରେ ପାସ ହୋଇଛନ୍ତି । ସମସ୍ତ ବିଷୟରେ ସେ 90 ମାର୍କ ଉପରେ ରଖି ଦଶମ ପାସ କରିଛନ୍ତି । ତା ହେଲେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଭୁମିକା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button