ଦେଶ ବିଦେଶ

ମୋଦୀ ସରକାରଙ୍କର ସ୍ଵାମିତ୍ଵ ସ୍କିମ: କେନ୍ଦ୍ର ସରକାର ଗାଁ ସମ୍ପତ୍ତିକୁ ନେଇ ନେଲେ ଏହି ନିଷ୍ପତ୍ତି

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପଞ୍ଚାୟତ ରାଜ ଦିବଶ ରେ ସବୁ ପାଞ୍ଚମାନଙ୍କୁ ସୁବେଛା ଜଣାଇଛନ୍ତି ସେ ଏହି ଦିନ ସ୍ଵରାଜ ପୋର୍ଟଲ ମୋବାଇଲ ଏପ ଓ ସ୍ଵାମିତ୍ଵ ଯୋଜନା ଶୁଭାରମ୍ଭ କରୁଛନ୍ତି,ଏବଂ ଏହାର ମହତ୍ଵ କହିଛନ୍ତି । କରୋନା ସଙ୍କଟରେ ଆମ ସନ୍ଦେଶ ମିଳିଛି, ଆମ ଆତ୍ମନିର୍ଭର ହବା ପାଇଁ ଏହା ଆବଶ୍ୟକ ଅଟେ । ପ୍ରଧାନ ମନ୍ତ୍ରୀ କହିଲେ ଚାଷୀ ସୁସ୍ଥ ରହିବା ବହୁତ ଦରକାର ଅଟେ, ସେ ଆମ ଅନ୍ନଦାତା ଅଟନ୍ତି, ଚାଷୀ ଏବଂ ପଶୁପାଳକ ସାଥିମାନେ ଲକଡାଉନ ସମୟ ଦେଶ ଅନ୍ନ, ଖିର, ଦହି ଏବଂ ଫଳ କେବେ କମ ହବାକୁ ଦେଇ ନାହାନ୍ତି ।

ପ୍ରଧାନ ମନ୍ତ୍ରୀ ଦେଶ କିଛି ଚୂନିନ୍ଦା ସରପଞ୍ଚ ସହ କଥା ହେଲେ ତାଙ୍କୁ ଲକଡାଉନ ସମୟରେ ହୋଇଥିବା ଅସୁବିଧା ବିଷୟରେ ପଚାରିଲେ ଯାହା ପରେ ସରପଞ୍ଚ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇଥିଲେ, ଏହା ପରେ ଗାଁ ସାନିଟାଇଜେସନ ବିଷୟରେ ପଚାରିଲେ ।

ଗାଁ ସବୁ ସମ୍ପତ୍ତି ହବ ମ୍ୟାପିଙ୍ଗ ଦିଆ ଯିବ ପ୍ରମାଣପତ୍ର :

ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଗାଁରେ ସମ୍ପତ୍ତି ପାଇଁ ଯେଉଁ ସ୍ଥିତି ଅଛି ସ୍ଵାମିତ୍ଵ ଯୋଜନା ଏହାକୁ ଠିକ କରିବା ପ୍ରୟାଶ ରେ ଲାଗି ରହିଛନ୍ତି । ତେବେ ଆଗ ସରକାର ସବୁ ଜାଗା ମ୍ୟାପିଙ୍ଗ କରିବେ ଏହା ପରେ ଏହାର ପ୍ରମାଣ ପତ୍ର ତିଆରି କରି ଲୋକଙ୍କୁ ଦିଆଯିବ । ଏହା ଦ୍ଵାରା ସହର ଭଳି ଗାଁ ରେ ମଧ୍ୟ ଜମି ଦ୍ଵାରା ଲୋନ ଲୋକ ନେଇ ପାରିବେ, ଯଦି ଆପଣଙ୍କ ପାଖରେ ସ୍ଵାମିତ୍ଵ ରହିବ ତେବେ ଆପଣଙ୍କ ସମ୍ପତି ଆଧାର ଦ୍ଵାରା ବ୍ୟାଙ୍କ ଲୋନ ନେଇ ପାରିବେ, ଏବେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ନାଟକ, ହରିୟାଣା, ମଧ୍ୟ ପ୍ରଦେଶ ଏବଂ ଉତରାଖଣ୍ଡ ରେ ଏହି ଯୋଜନା ପ୍ରାରମ୍ଭିକ ହୋଇଛି ।

ପ୍ରଧାନ ମନ୍ତ୍ରୀ : କରୋନା ଦେଇଛି ଆତ୍ମନିର୍ଭର ହବା ସନ୍ଦେଶ

ପ୍ରଧାନ ମନ୍ତ୍ରୀ ଏହି ଶୁଭ ସମୟରେ ପଞ୍ଚାଯୟତ ରାଜକୁ ସୁବେଛା ଜଣେଇଛନ୍ତି ଏବଂ ଗାଁ ଲୋକଙ୍କ ଭଲ କାମ ପାଇଁ ସମ୍ମାନିତ କରୁଛନ୍ତି । ଏହା ପରେ ମୋଦୀ ନିଜେ କହିଛନ୍ତି କରୋନା ଆମ କାମ କରିବା ବ୍ୟବହାର ପୂର୍ଣ ରୂପରେ ବଦଳି ଦେଇଛି । ଆଗରୁ ଆମେ କୌଣସି କାମ ଆମନା ସାମ୍ନା ହୋଇ କରୁଥିଲୁ କିନ୍ତୁ ଆଜି ବର୍ତମାନ ରେ କାର୍ଯ୍ୟ ଭିଡିଓ କଂଫରେନ୍ସ ଦ୍ଵାରା ହେଇଯାଉଛି । ତେବେ କରୋନା ଭଳି ରୋଗ ଦ୍ଵାରା ଆମେ ଆତ୍ମନିର୍ଭର ହବା ଶିଖି ଯାଇଛୁ, ନିଜ ଉପରେ ଆସିଥିବା ସଙ୍କଟ ବର୍ତମାନ ଆମେ ନିଜେ ଦୂର କରୁଛୁ । କରୋନା ଭଳି ମହାମାରୀ ପାଇଁ ଅନେକ ପ୍ରକାର ଅସୁବିଧା ହଉଛି ଯାହା ଆମେ କେବେ ନିଜ କଳ୍ପନାରେ କରୁ ନଥିଲୁ ।

ଏହି ସବୁ ଲାଭ ମିଳିବ ମାଲିକାନା ଯୋଜନାରୁ

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ଆରମ୍ଭ ହୋଇଥିବା ଆପ୍ ମାଧ୍ୟମରେ ଗ୍ରାମପଞ୍ଚାୟତର ପାଣ୍ଠି, ଏହାର କାର୍ଯ୍ୟକାରିତା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯିବ। ଏହା ମାଧ୍ୟମରେ, କାର୍ଯ୍ୟଶୈଳୀରେ ସ୍ୱଚ୍ଛତା ସହିତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ ହେବ ।  ସେ ଆହୁରି ମଧ୍ୟ କହିଛନ୍ତି, ମାଲିକାନା ଯୋଜନା ଅନେକ ଗ୍ରାମବାସୀଙ୍କୁ ଗୋଟିଏ ପରେ ଗୋଟିଏ ଉପକୃତ କରିବ । ସମ୍ପତ୍ତିକୁ ନେଇ ଭ୍ରମ ଏବଂ ଝଗଡା ସମାପ୍ତ ହେବ ।  ଏହା ଗାଁରେ ବିକାଶ ଯୋଜନାରେ ସହାୟକ ହେବ । ଏହା ସହିତ, ଆପଣ ସହର ପରି ଗ୍ରାମଗୁଡିକର ବ୍ୟାଙ୍କଗୁଡିକରୁ ଋଣ ନେଇପାରିବେ ।

ଦେଶର 6 ଟି ରାଜ୍ୟରେ ମାଲିକାନା ଯୋଜନା ଆରମ୍ଭ ହେବ ଯେଉଁଥିରେ ଗ୍ରାମ ସମ୍ପତ୍ତିର ମ୍ୟାପିଂ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଗାଁର ପ୍ରତ୍ୟେକ ସମ୍ପତ୍ତି ଏକ ପ୍ରମାଣପତ୍ର ପାଇବ ।

Related Articles

Leave a Reply

Your email address will not be published. Required fields are marked *

Back to top button