ରାତିରେ ବିନା କପଡାରେ ଶୋଇବାର ଫାଇଦା ଜାଣିଲେ ଆପଣ ବିଶ୍ଵାସ କରିପାରିବେନି –

ଆଜି ଆମେ ଆପଣଙ୍କୁ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଦେବାକୁ ଯାଉଛୁ । ଯାହାର ଫାଇଦା ବିଷୟରେ ଆପଣ କେବେ ସ୍ଵପ୍ନରେ ବି ଭାବି ନଥିବେ । ଆଜ୍ଞା ହଁ ଦିନର ଆରମ୍ଭ ସେତେବେଳେ ଭଲରେ ହୁଏ ଯେବେ ରାତ୍ରିରେ ଶୋଇବା ଠିକ ହୋଇଥାଏ, ବା ଶାନ୍ତିର ଏନଆଇଡ଼ି ହୋଇଥାଏ । କିଛି ଲୋକଙ୍କର ନିଦ୍ରା ଜନିତ ସମସ୍ୟା ମଧ୍ୟ ଅଛି । କାହାକୁ ରାତିରେ ଠିକ ସେ ନିଦ ହୁଏ ନାହିଁ ତ କାହାକୁ ନିଦରେ ଚାଲିବାର ରୋଗ ଅଛି । ଏହିଭଳି ଭିନ୍ନ ଭିନ୍ନ ରୋଗ ଦେଖିବାକୁ ମିଳେ ଭିନ୍ନ ଭିନ୍ନ ଲୋକମାନଙ୍କ ପାଖରେ ।
ତେବେ ଆସନ୍ତୁ ଜାଣିବା ବୀନା କପଡାରେ ଶୋଇବାର ଫାଇଦା
1- ପ୍ରଥମେ ତ ସାରାଦିନ କପଡା ପିନ୍ଧି ରହିବା ଦ୍ଵାରା ଆମ ଶରୀରରୁ ନିର୍ଗତ ହେଉଥିବା ଝାଳ ଆମ ଦେହରେ ହିଁ ଲାଗି ରୁହେ ଓ ଏହା ଚରମ ରୋଗ ମଧ୍ୟ ସୃଷ୍ଟି କରେ, ସେଥିପାଇଁ ଯଦି ଆପଣ ରାତିରେ ଶୋଇବାକୁ ଯିବା ଆଗରୁ ନିଜ ଶରୀରକୁ ଭଲଭାବେ ସଫା କରି ଖାଲି ଦେହରେ ସୁଆନ୍ତି ତେବେ ଆପଣଙ୍କ ଶରୀରରେ ପବନ ବାଜିବା ସହ ଚରମ ରୋଗରୁ ମଧ୍ୟ ମୁକ୍ତି ମିଳିବ ।
2- ଆମେ ଶୋଇବା ସମୟରେ ଆମ ଶରୀର ଭିତରେ ଥିବା ସମସ୍ତ କୋସିକା ତାଙ୍କର କାମ କରନ୍ତି । କିନ୍ତୁ ଯଦି ଆମେ କିଛି ଟାଇଟ ବସ୍ତ୍ର ପିନ୍ଧି ସୌଚେ ତେବେ ଏଥିରେ ବାଧା ଆସି ଥାଏ । ରକ୍ତ ସଂଚାଳନ ଠିକ ଭାବେ ହୋଇ ପାରେ ନାହିଁ । ତେଣୁ ଯଦି ଆପଣ ଖାଲି ଦେହରେ ବା ବିନା କପଡାରେ ଶୌଚନ୍ତି ତେବେ ଆପଣଙ୍କ ଶରୀରରେ ରକ୍ତ ସଂଚାଳନ ଠିକ ରୂପେ ହୋଇଥାଏ ।
3- ଯଦି ଆପଣଙ୍କରଚରମ ରୋଗ ଅଛି ବା କୌଣସି ଏଭଳି ଜାଗାରେ ଜାଦୁ କାଛୁ ହୋଇଛି ଯାହା ସବୁବେଳେ କପଡାରେ ଲୁଚି ରହୁଛି ତେବେ ସେହି ସବୁରୁ ମୁକ୍ତି ପାଇଁ ଆପଣ ରାତିରେ ସେହି ସ୍ଥାନରେ କିଛି ମଲମ ଆଦି ଲଗାଇ ଖୋଲା ଛାଡି ଦିଅନ୍ତୁ ଦେଖିବେ ଚରମ ଜନିତ ସବୁ ରୋଗ ଭଲ ହୋଇଯିବ ।
4- ବୈବାହିକ ଦମ୍ପତ୍ତି ମାନଙ୍କ ପାଇଁ ମଧ୍ୟ ଏହି ପରି ଶୋଇବା ବହୁତ ଫାଇଦା ଦେଇଥାଏ । ସେମାନଙ୍କ ମଧ୍ୟରେ ଭଲପାଇବା ସତେଜ ରୁହେ । ଏବଂ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ମଧ୍ୟ ଉଭୟଙ୍କର ଶରୀର ସୁସ୍ଥ ରୁହେ । ସେଥିପାଇଁ କୁହାଯିଛି କି ମାସରେ 21 ଥର ଶାରୀରିକ ସମ୍ପର୍କ ରଖିଲେ ଆପଣଙ୍କର ଅନେକ ରୋଗ ଭଲ ହୋଇଯିବ ।
ଆଜିଠାରୁ ଆପଣମାନେ ମଧ୍ୟ ବିନା କପଡାରେ ଶୋଇବାର ଅଭ୍ୟସ କରନ୍ତୁ, ଦେଖିବେ ସକାଳୁ ଆପଣ କେମିତି ସତେଜ ଅନୁଭ କରିବେ । ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ