ସ୍ୱାସ୍ଥ୍ୟ

ଥଣ୍ଡା, କାଶ, ବନ୍ଦ ନାକ, ଛାତିରେ କଫ ତୁରନ୍ତ ହେଇଯିବ ଗାୟବ, ବାସ କରନ୍ତୁ ଏହି ଘରୋଇ ଉପଚାର

କୋରୋନା ଭାଇରସ ଯେପରି ଭାବେ ବ୍ୟାପିବାରେ ଲାଗିଛି ସେଥି ପାଇଁ ଅନେକ ଲୋକଙ୍କୁ ଥଣ୍ଡା, କାଶ ବା ଛାତିରେ କଫ ଜମିବା ସମସ୍ଯା ଦେଖା ଯାଉଛି । ସେଥି ପାଇଁ ଅନେକ ଲୋକ ମାନେ ଯ-ନ୍ତ୍ର-ଣା ମଧ୍ୟ ଅନୁଭବ କରୁଛନ୍ତି ।

ଏହି ସମସ୍ୟାର ସମାଧାନ ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଚିକିତ୍ସା ନେଇ ଆଣିଛୁ ଯାହାକୁ କରିଲେ ଆପଣ ମାନଙ୍କର ଏହି ସବୁ ସମସ୍ଯା ଦୂର ହୋଇଯିବ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ପ୍ରାକୃତିକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କର ହୋଇଥିବା ଥଣ୍ଡା, କାଶ ଓ ଛାତିରେ ଜମା ରହିଥିବା କଫ ସମସ୍ୟର ନି-ବା-ର-ଣ ହେବ । ଏଥି ପାଇଁ ଏକ ପତ୍ରରେ କିଛି ପାଣି ନିଅନ୍ତୁ । ଏହା ପରେ ଆମକୁ ଅଦାର ଆବଶ୍ୟକତା ରହିଛି । ଅଦା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଅଦାକୁ ଭଲ ଭାବେ ଛେଚି ଦେଇ ପାଣିରେ ପକାନ୍ତୁ । ଏହା ପରେ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ପାନ ପାତ୍ର । ପାନ ପତ୍ର ଆମ ଶରୀରର ବାତ, ପିତ ଓ କଫ ଆଦି ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ପରେ ପାନ ପତ୍ରକୁ ଭଲ ଭାବେ ଖ-ଣ୍ଡ ଖ-ଣ୍ଡ କରି ପାଣିରେ ପକାନ୍ତୁ । ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ପରେ କିଛି ମାତ୍ରାରେ ଗୋ-ଲ-ମ-ରୀ-ଚ-ର ଆବଶ୍ୟକତା ରହିଛି ।

ଗୋ-ଲ-ମ-ରି-ଚ-କୁ ଭଲ ଭାବେ ଗୁଣ୍ଡ କରି ଏହି ପାଣିରେ ପକାନ୍ତୁ । ଏହା ପରେ ପାଣିରେ କିଛି ତୁଳସୀ ପାତ୍ର ମିଶାନ୍ତୁ ଯାହା ଆମ ଶରୀର ପାଇଁ ହିତକାରକ ହୋଇଥାଏ । ତୁଳସୀ ପତ୍ରକୁ ଆୟୁର୍ବେଦିକ ଔଷଧ ଭାବେ ବ୍ୟବହାର କରାଯାଏ । ତୁଳସୀ ପତ୍ରର ସେବନ କରିଲେ ଥଣ୍ଡା, କାଶ ଓ କଫ ଆଦି ସମସ୍ୟାର ନିବାରଣ ହୋଇଥାଏ । ଏହା ଛଡା ତୁଳସୀ ପତ୍ର ଆମ ଶରୀରର ଇମ୍ୟୁନିଟି ପାୱାର ବୃଦ୍ଧି କରିବା ପାଇଁ ସାହାଯ୍ୟ କରିଥାଏ ।

ଏହା ପରେ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ଗୁଡ ଯାହା ଆମ ଶରୀର ପାଇଁ ବହୁତ ହିତକାରକ ହୋଇଥାଏ । ଏହି ପାଣିରେ ଗୋଟେ ଚାମଚ ଗୁଡ ପକାନ୍ତୁ । ଏହା ପରେ ପାଣିକୁ ଭଲ ଭାବେ ଫୁ-ଟା-ନ୍ତୁ ଯେ ପର୍ଯ୍ୟନ୍ତ ଏହା ଅଧ ଗ୍ଳାସ ଯାଏଁ ନ ହୋଇଛି । ପାଣି ଭଲ ଭାବେ ଫୁ-ଟି-ଗ-ଲା ପରେ ଏହାକୁ ଅନ୍ୟ ଏକ ପାତ୍ରରେ ଛାଣି ଦିଅନ୍ତୁ । ଏହା ପରେ ଏହି କାଧାରେ କିଛି ମ-ହୁ ମିଶ୍ରଣ କରନ୍ତୁ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି କାଢାକୁ ପ୍ରତିଦିନ ସକାଳୁ ଖାଲି ପେଟରେ ବା ରାତିରେ ଶୋଇବା ସମୟରେ ସେବନ କରିଲେ ଥଣ୍ଡା, କାଶ ଓ କଫ ଆଦି ସମସ୍ୟାର ନି-ବା-ର-ଣ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button