ବିଚାର

ନର୍ସ ଦିଦି ଙ୍କ କଳା କାରନାମା

ବର୍ତ୍ତମାନ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଏବଂ ବହୁତ ନିନ୍ଦା ମଧ୍ୟ କରିବେ।ଜଣେ ଯୁବତୀ ଭୁବନେଶ୍ୱର ରେ ରହି ଘରୋଇ ଡାକ୍ତରଖାନାରେ ଚାକିରି କରୁଥିଲେ।ଯୁବତୀ ଙ୍କୁ ନାମ ହେଉଛି ମିଲି ମହାପାତ୍ର।ସେ ଦେଖିବାକୁ ଯେଉଁ ପରି ସୁନ୍ଦର ପାଠ ମଧ୍ୟ ବହୁତ ଭଲ ପଢୁଥିଲେ।ଆଉ ବହୁତ ସୁନ୍ଦର କଥା ମଧ୍ୟ କହୁଥିଲେ।

ଏଥିପାଇଁ ସେ ଯେଉଁଠି ଚାକିରି କରୁଥିଲେ ମାଲିକ ଙ୍କୁ ତାଙ୍କ କାମ ବହୁତ ଭଲ ଲାଗୁଥିଲା।ସେଥିପାଇଁ ମିଲି ମହାପାତ୍ର ଙ୍କୁ ହସ୍ପିଟାଲ ରେ ଆଉ ଏକ ବଡ଼ ପୋଷ୍ଟ ରେ କାମ କରିବା ପାଇଁ ସୁଯୋଗ ମିଳିଥିଲା।ଏଥିରେ ମିଲି ବହୁତ ଖୁସି ହୋଇଥିଲେ।ଆଉ ତାଙ୍କ କାମ ବହୁତ ସୁନ୍ଦର ଭାବରେ କରୁଥିଲେ।କିନ୍ତୁ ସେହି ହସ୍ପିଟାଲ ର ମାଲିକ ଙ୍କ ପୁଅ ମିଲି ଙ୍କୁ ଯେବେଠୁ ଦେଖିଛନ୍ତି ସେ ପୁରାପୁରି ପାଗଳ।

ସେ ମିଲି ଙ୍କୁ ବହୁତ ଭଲ ପାଉଥିଲେ।ଏହାପରେ ମିଲି ଙ୍କ ସମୟ ବିତାଇଲେ।ବହୁତ ଭଲ ଭଲ କଥା କହି ପ୍ରେମ ଜାଲରେ ପକାଇ ଦେଲେ। ଭୁବନେଶ୍ୱର ରେ ରହି ମିଲି ଚାକିରୀ କରୁଥିଲେ ବୋଲି ବାପା ମା ଙ୍କ ର କିଛି ଅସୁବିଧା ନଥିଲା।ସେ ସ୍ଵାଧୀନ ଭାବରେ ଜୀବନଯାପନ କରୁଥିଲେ।ତେଣୁ ତାଙ୍କୁ ରୋକିବା ପାଇଁ କେହି ନଥିଲେ।ମାଲିକଙ୍କ ପୁଅ ଙ୍କ ସହିତ ଚାରିଆଡ଼େ ବୁଲିବା ପାଇଁ ଲାଗିଲେ।

ଏହାପରେ ଦୁହେଁ ଓୟୋ ରୁମ୍‌, ପାର୍କ ଆଉ ଅନ୍ୟାନ୍ୟ ସ୍ଥାନକୁ ଯିବାକୁ ଲାଗିଲେ।ଏହାପରେ ମିଲି ମାଲିକ ଙ୍କ ପୁଅକୁ ବାହା ହେବା ପାଇଁ କହିଲେ।କିନ୍ତୁ ଏହି କଥାରେ ଦୁଇ ଜଣ ବାପା ପୁଅ ବିଲକୁଲ୍ ରାଜି ନଥିଲେ।ଏବଂ ମିଲି ଙ୍କୁ ମାରିଦେବା ପାଇଁ ଧମକ ମଧ୍ୟ ଦେବାକୁ ଲାଗିଲେ।ଚନ୍ଦ୍ରଶେଖରପୁର ପୋଲିସ ମିଲି ଙ୍କୁ ମୁର୍ମଷୁ ଅବସ୍ଥାରେ ଉଦ୍ଧାର କରିଥିଲେ।ଏତେ ଘଟଣା ଘଟିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button