ଦେଶ ବିଦେଶ

ଦମ୍ପତ୍ତି କେଉଁ ଦିନ ସମ୍ବଦ୍ଧ ରଖିଲେ, ସୁସ୍ଥ, ଗୁଣବାନ ଓ ଦୀର୍ଘାୟୁ ସନ୍ତାନ ଜନ୍ମ ହୋଇଥାଏ ?

ବିବାହ ଏକ ପବିତ୍ର ବିଧି ଅଟେ ଯାହା ସଂସାରର ନିୟମ ଅଟେ । ବିବାହ ପରେ ସମସ୍ତେ ସନ୍ତାନର କାମନା କରିଥାନ୍ତି । ସନ୍ତାନ ହେଉଛି ଈଶ୍ଵରଙ୍କର ବରଦାନ । ଅନେକ ଏଥି ପାଇଁ ପୂଜା ଉପାସନା କରନ୍ତି । ଯେ ତାଙ୍କର ସୁସ୍ଥ, ସୁନ୍ଦର ଓ ଗୁଣବାନ ସନ୍ତାନ ଜନ୍ମ ଗ୍ରହଣ ହେଉ ବୋଲି । ଏଥି ମଧ୍ୟରୁ ଅନେକ ପୁତ୍ର ସନ୍ତାନର କାମନା କରିଥାନ୍ତି । ତେବେ ସନ୍ତାନ ପ୍ରାପ୍ତି ପାଇଁ ଶାସ୍ତ୍ରରେ ବହୁତ ନିୟମ ରହିଛି କେଉଁ ତିଥି ଓ କେଉଁ ନକ୍ଷତ୍ର , ଶୁଭ ବାରରେ ଆମେ ସହବାସ କରିବା ଦ୍ଵାରା ଔରସରୁ ଜାତ ହୋଇଥିବା ସନ୍ତାନ ବହୁତ ଜ୍ଞାନବାନ , ଗୁଣବାନ ଓ ବୁଦ୍ଧିମାନ  ଦୀର୍ଘାୟୁ ହୋଇଥାଏ ।

 

ତେବେ ଆପଣ ଯଦି ଉତ୍ତମ ସନ୍ତାନ ପାଇଁ ଇଛା ରଖିଥାନ୍ତି ।  ତେବେ କେବେ ବି ଦିନରେ ସ୍ତ୍ରୀ ସହ ସହବାସ କରନ୍ତୁ ନାହିଁ । କାରଣ ସୂର୍ଯ୍ୟଙ୍କ ଥିବା ସମୟରେ ବା ଅବସ୍ଥାରେ ଯଦି ଆମେ ସନ୍ତାନ କାମନା କରି ସହବାସ କରିଥାଉ । ତେବେ ସେ ସମୟରେ ଆମ ଔରସରୁ ଜାତ ହୋଇଥିବା ସନ୍ତାନ ବିକଳାଙ୍ଗ ହୋଇ ଜନ୍ମ  ଗ୍ରହଣ କରିଥାଏ । ତେଣୁ ଦିନ ସମୟରେ ପୁତ୍ର ସନ୍ତାନ ଆଶା କରି ସହବାସ କରନ୍ତୁ ନାହିଁ ।

ଶାସ୍ତ୍ର ନିୟମ ଅନୁସାରେ ସ୍ତ୍ରୀ ସହ ସହବାସ ରାତି ଏଗାର ଠାରୁ ଚାରିଟା ଯାଏ କରିବା ଉଚିତ୍ । ଏହି ସମୟ ବହୁତ ଶୁଭ ସମୟ ହୋଇଥାଏ , ଏହି ସମୟ ମଧ୍ୟରେ ସ୍ଵାମୀ ଓ ସ୍ତ୍ରୀ ଅର୍ଥାତ ଦମ୍ପତ୍ତି ଶାରୀରିକ ସମ୍ପର୍କ ରଖିପାରିବେ।

ଅମାବ୍ୟାସ , ଷଷ୍ଟି  , ନବମୀ ଓ ଚର୍ତୁଦଶୀ ତିଥିରେ ଆଦୌ ସହବାସ କରନ୍ତୁ ନାହିଁ । କାରଣ ଏହା ଶାସ୍ତ୍ର ବିରୋଧୀ ଅଟେ ଓ ଏହି ସମୟରେ ଜନ୍ମ ହୋଇଥିବା ସନ୍ତାନ କୁସନ୍ତାନ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button