ବିଚାର

ମହିଳାମାନେ ଚାଉଳ କରିବା ସମୟରେ ପକେଇ ଦିଅନ୍ତୁ ଏହି ଜିନିଷ ମା ଲକ୍ଷ୍ମୀ କେବେବି ଘର ଛାଡ଼ି ଯିବେ ନାହିଁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାମାନେ ଚାଉଳ କରିବା ସମୟରେ ପକେଇ ଦିଅନ୍ତୁ ଏହି ଜିନିଷ ମା ଲକ୍ଷ୍ମୀ କେବେବି ଘର ଛାଡ଼ି ଯିବେ ନାହିଁ।

ବନ୍ଧୁଗଣ ଚାଉଳକୁ ଅକ୍ଷତ ବି କୁହାଯାଏ ଆଉ ଅକ୍ଷତର ଅର୍ଥ କେବେ ନସରୁଥିବା ବସ୍ତୁ। ଜ୍ୟୋତିଷ ଏବଂ ଧର୍ମରେ ଚାଉଳକୁ ଧନ ବୃଦ୍ଧି ବୈଭବରେ ଯୋଡିକି ଦେଖାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ମା ଲକ୍ଷ୍ମୀଙ୍କୁ ବି ଚାଉଳ ବହୁତ ପ୍ରିୟ ଅଟେ। ଜ୍ୟୋତିଷରେ ଚାଉଳର ସମ୍ବଦ୍ଧ ଶୁକ୍ର ଏବଂ ଚନ୍ଦ୍ରମା ସହିତ ରହିଛି। ଏଥିରେ ଥିବା ସବୁ ଗୁଣ ଚମତ୍କାରୀ କରିଥାଏ ଏହି ଶସ୍ୟକୁ। ଏହାକୁ ସବୁ ପୂଜାପାଠ ସହିତ ଶୁଭ କମରେ ଅକ୍ଷତର ପ୍ରୟୋଗ ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଖାସ ପ୍ରୟୋଗ ଜଣେଇବୁ। ଯେତେବେଳେ ଆପଣ ଘରେ ଭାତ ବନେଇଥାନ୍ତି ସେତେବେଳେ ଚାଉଳ ହାଣ୍ଡିରେ କଣ ପକେଇବେ। ଏମିତିକି ଆପଣଙ୍କ ଘରେ ଖୁସିର ବର୍ଷା ହେବ। ମା ଲକ୍ଷ୍ମୀ ପ୍ରସନ୍ନ ରହିବେ।

ରବିବାର ଦିନ ଚାଉଳ ଏବଂ ଗୁଡ଼ ଭୋଗରେ ଲଗାନ୍ତି ଆଉ ପ୍ରସାଦ ଭାବରେ ଖାଆନ୍ତି ତେବେ ଆପଣଙ୍କର ସୁର୍ଯ୍ୟ ମଜବୁତ ହୋଇଥାଏ। ଏହା ସହିତ ସମାଜରେ ମାନ ସମ୍ମାନ ବଢିଥାଏ। ଯଦି ଶୁକ୍ରବାର ଦିନ ଚାଉଳ ବନେଇକି ମା ଲକ୍ଷ୍ମୀଙ୍କୁ ଭୋଗ ଲଗାନ୍ତି ତେବେ ସୁଖ ସମୃଦ୍ଧି ବଢିଥାଏ। ଯେଉଁ ଚନ୍ଦ୍ରମା ଥାଏ ତାକୁ ଖୁସି କରିବା ପାଇଁ ପ୍ରତିଦିନ ଚାଉଳ ଖାଆନ୍ତୁ।

ଯଦି ଆପଣ ବୁଧବାର ଦିନ ଭଗବାନ ଗଣେଶଙ୍କୁ ଚାଉଳର ଲଡୁ ଭୋଗ ଲଗାନ୍ତି ତେବେ ଆପଣଙ୍କର ସବୁ କାମ ପୂର୍ଣ୍ଣ ହୋଇଥାଏ। ବାଧା ବିଘ୍ନ ଦୂର ହୋଇଥାଏ। ଚାଉଳର ବିଭିନ୍ନ ପ୍ରୟୋଗ ରହିଛି। କିନ୍ତୁ ଯେତେବେଳେ ଆପଣ ଘରେ ଚାଉଳ ବନେଇବେ ସେତେବେଳେ ଆପଣ କଣ ପକେଇବେ ଯେ ଚାଉଳର ଗୁଣ ବି ବଢିଯିବ ଏବଂ ମା ଲକ୍ଷ୍ମୀବି ପ୍ରସନ୍ନ ହେବେ।

ସବୁଠୁ ପ୍ରଥମେ ଯେତେବେଳେ ଚାଉଳକୁ ନେଇଥାନ୍ତି ବନେଇବା ସମୟରେ ଗୋଟେ ବା ଦୁଇ ବୁନ୍ଦା ଘିଅ ନିଶ୍ଚୟ ପକାନ୍ତୁ। ଏହା ସହିତ ଯଦି ୨ ଟି ତୁଳସୀ ପତ୍ର ପକେଇ ଦିଅନ୍ତି ତେବେ ଚାଉଳର ଗୁଣ ବଢିଯାଏ। ଯେଉଁ ଚୁମ୍ବକୀୟ ଗୁଣ ଥାଏ ତୁଳସୀ ପତ୍ରରେ ତାହା ଆପଣଙ୍କ ଜୀବନରେ ଖୁସି ଆହୁରି ବଢ଼େଇ ଦେଇଥାଏ। ତେଣୁ ଚାଉଳ କରିବା ସମୟରେ ତୁଳସୀ ପତ୍ର ଏବଂ ଘିଅ ନିଶ୍ଚୟ ପକାନ୍ତୁ।

ଯଦି ଦୁଇଟି ଭିତରୁ କେଉଁ ଗୋଟାଏ ବି ନାହିଁ ତ ଚଳିବ କିନ୍ତୁ ଗୋଟିଏ ଜିନିଷ ବି ପକେଇ ପାରିବେ। ଆପଣ କିଛି ଦିନ ଲଗାତାର ଏହି ପ୍ରୟୋଗ କରିକି ଦେଖନ୍ତୁ ଆପଣ ଦେଖିବେ ଘରେ ଖୁସି ସମୃଦ୍ଧି ଆସିବାକୁ ଲାଗିବ। ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ସମସ୍ୟା କମିବାକୁ ଲାଗିବ। ଏହି ଉପାୟ ନିଶ୍ଚୟ କରିକି ଦେଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button