ବିଚାର

Exclusive: ନିଜକୁ ଅଟକେଇ ପାରିଲେନି Pintuଙ୍କ ସ୍ତ୍ରୀ, କାନ୍ଦି କାନ୍ଦି କହିଲେ ଶେଷ ଥର ପାଇଁ ଦେଖିବାକୁ ଦିଅ… ଦେଖନ୍ତୁ Video

ବନ୍ଧୁଗଣ, ବର୍ତ୍ତମାନ ସାରା ରାଜ୍ୟ ସ୍ତବ୍ଧ ହୋଇ ପଡିଛି ଓଡିଆ ଅଭିନେତା ତଥା ଜଣାଶୁଣା କଳାକାର ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ କୁ ନେଇ । ଓଡିଆ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ସାରା ରାଜ୍ୟରେ ଏବେ ଶୋ-କା-କୁ-ଳ ପରିବେଶ ଦେଖା ଦେଇଛି । ତେବେ ପିଣ୍ଟୁ ନନ୍ଦ ଙ୍କ ଅ-ନ୍ତି-ମ ସଂ-ସ୍କା-ର ପାଇଁ ତାଙ୍କୁ ହାଇଦ୍ରାବାଦ ରୁ ଓଡିଶା ଅଣା ଯାଇଛି । ଆଉ ଏବେ ତାଙ୍କର ଶେ-ଷ-କୃ-ତ ସମ୍ପନ୍ନ ପାଇଁ ତାଙ୍କୁ ପୁରୀ ସ୍ଵ-ର୍ଗ-ଦ୍ଵା-ର ନିଆ ଯାଉଛି ।

ତେବେ ଯେବେ ଗୋଟେ ସ୍ଵାମୀ ଚାଲିଯାଏଆତା ସ୍ତ୍ରୀ ର ସବୁ କିଛି ଚାଲିଯାଏ ଏମିତି କଥା ରେ ଅଛି । ଆଉ ଏହା ସତ ମଧ୍ୟ । ବର୍ତ୍ତମାନ ପିଣ୍ଟୁ ଙ୍କ ସ୍ତ୍ରୀ ପ୍ରତିଭା ତାଙ୍କୁ ଝୁରୁଛନ୍ତି କିନ୍ତୁ କଣ ହେବ ଆଉ ଏବେ କିଛି ନାହି । ସବୁ କିଛି ସଋ ଯାଇଛି । କାରଣ ପିଣ୍ଟୁ ନନ୍ଦ ଆଉ ଏବେ ନାହାନ୍ତି । ସେ ସବୁ ଦିନ ପାଇଁ ଅଫେରା ରାଜ୍ୟକୁ ଚାଲି ଯାଇଛନ୍ତି । ଯେଉଁଠୁ କେହି କେବେ ଫେରନ୍ତି ନାହି ।

ତେବେ ସୂଚନା ଅନୁଯାୟୀ ପିଣ୍ଟୁ ଓ ତାଙ୍କ ସ୍ତ୍ରୀ ପ୍ରତିଭା ଙ୍କ ମଧ୍ୟରେ ଛାଡପତ୍ର ହୋଇ ସାରିଛି । ଆଉ ଦୁହିଙ୍କର ପୁଅ ମାନେ ଦୁହିଙ୍କ ପାଖରେ ଅଲଗା ଅଲଗା ହୋଇ ରହୁଥିଲେ । ତେବେ ବାପାଙ୍କୁ ଶେଷ ଥର ପାଇଁ ଦେଖିବାକୁ ସାନ ପୁଅ ଆସି ପହଞ୍ଚିଛି । ଆଉ ସାଙ୍ଗରେ ସ୍ତ୍ରୀ ପ୍ରତିଭା ମଧ୍ୟ ଆସିଛନ୍ତି । ପ୍ରତିଭା ନିଜ ସ୍ଵାମୀ ପିଣ୍ଟୁ ଙ୍କୁ ହ-ରା-ଇ ପୂରାପୂରି ଦୁଖରେ ଭାଙ୍ଗି ପଡିଛନ୍ତି ।

ଆଉ ଶେଷ ଥର ପାଇଁ ଦେଖିବାକୁ ଆସିଛନ୍ତି ପ୍ରତିଭା ଆଉ କାନ୍ଦି କାନ୍ଦି ଲୋଟି ପଡ଼ୁଛନ୍ତି । ଆଉ କହୁଛନ୍ତି ମୋତେ ଶେଷ ଥର ପାଇଁ ଦେଖିବାକୁ ଦିଅ ମୋ ସ୍ଵାମୀ ଙ୍କୁ । ମୁଁ ବହୁତ ଡେରି କରି ଦେଲି ଆସିବାକୁ ମୋତେ କ୍ଷମା କରି ଦେବ ଯଦି ମୋର କିଛି ଭୁଲ ହୋଇ ଯାଇଛି । ତେବେ ସୂଚନା ଅନୁଯାୟୀ ପିଣ୍ଟୁ ତାଙ୍କ ସ୍ତ୍ରୀ ପ୍ରତିଭା ଙ୍କୁ ବହୁତ ଭଲ ପାଉଥିଲେ । ଦୁହେଁ ଲଭ ମ୍ୟାରେଜ ମଧ୍ୟ କରିଥିଲେ ।

କିନ୍ତୁ କିଛି ବର୍ଷ ହେବ ଦୁହିଙ୍କର ପାରିବାରିକ ବିବାଦ ପାଇଁ ଦୁହେଁ ଅଲଗା ହୋଇ ଯାଇଥିଲେ । ଆଉ ଆଜି ଯେବେ ପିଣ୍ଟୁ ସବୁ ଦିନ ପାଇଁ ଆ-ଖି ବୁ-ଜି ଦେଇଛନ୍ତି ତାଙ୍କ ସ୍ତ୍ରୀ ପ୍ରତିଭା ଆସିଛନ୍ତି ଆଉ ଶେଷ ଥର ପାଇଁ ପିଣ୍ଟୁ ଙ୍କୁ ଦେଖିବାକୁ ବାରମ୍ବାର କହୁଛନ୍ତି । ସତରେ ଏ ଦୃଶ୍ୟ ଦେଖିଲେ କେହି ବି ଧର୍ଯ୍ୟ ଧରି ରହି ପାରିବେ ନାହି । ଏ ଦୃଶ୍ୟ ହୃଦୟ ବିଦାରକ ଦ୍ରୁଶ୍ଯ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button