Q- କେଉଁ ରାଜ୍ୟରେ ମହାତ୍ମା ଗାନ୍ଧୀଙ୍କର ଜନ୍ମ ହୋଇଥିଲା ? ଏହା ସହ ଜାଣନ୍ତୁ 15 ଟି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଏହାର ଉତ୍ତର

ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା । ଯାହା ଦ୍ଵାରା ଆପଣ ଏହାକୁ ଯାଣି ଅନ୍ୟ ସହ ଆଲୋଚନା କରି ତାଙ୍କୁ ମଧ୍ୟ ଜ୍ଞାନ ବାଣ୍ଟି ପାରିବେ । ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିଙ୍କ ପାଖରେ ଯେତେ ମଧ୍ୟ କୌଶଳ ବିଦ୍ୟା ରହିଥାଉ ।
ସେହି ବ୍ୟକ୍ତି ବିଶେଷକୁ ଜେନରାଲ ନଲେଜ ବା ସାଧାରଣ ଜ୍ଞାନର ମଧ୍ୟ ଆବଶ୍ୟକତା ରହିଥାଏ । କାରଣ ସାଧାରଣ ଜ୍ଞାନ ଜାଣିବା ଦ୍ଵାରା ଏହା ନୀତି ଦିନିଆ ଜୀବନ ଠାରୁ ଆରମ୍ଭ କରି ଚାକିରି କରିବା ସମୟରେ ମଧ୍ୟ ଦରକାରୀ ହୋଇଥାଏ । ତେବେ ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା । ଏହି ସବୁ ଜ୍ଞାନ ପୂର୍ବକ ସାଧାରଣ ଜ୍ଞାନ ପ୍ରଶ୍ନ ଛାତ୍ର ଛାତ୍ରୀ ମାନଙ୍କ କାମରେ ନିଶ୍ଚୟ ଆସିବ । ଏହାକୁ ଅଧ୍ୟୟନ କରି ପାରିଲେ ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ନିଶ୍ଚୟ କୃତକାର୍ଯ୍ୟ ହେବେ ।
1- କେଉଁ ଜୀବ ର କ୍ଷୀର ପିଇଲେ ବୁଦ୍ଧି ପ୍ରଖର ହୋଇଥାଏ ?
ଉତ୍ତର- ଗାଈ ।
2- ମଣିଷ ନ ସୋଇ କେତେ ଦିନ ଯାଏଁ ରହି ପାରିବ ?
ଉତ୍ତର- 12 ଦିନ ।
3- କେଉଁ ରାଜ୍ୟରେ ସବୁଠାରୁ ଅଧିକ ଚା ଚାଷ ହୋଇଥାଏ ?
ଉତ୍ତର- ଆସାମ ।
4- କେଉଁ ଦେଶକୁ ସୂର୍ଯ୍ୟ ର ଦେଶ ବୋଲି କୁହାଯାଏ ?
ଉତ୍ତର- ଜାପାନ ।
5- କେଉଁ ଦେଶ ସର୍ବ ପ୍ରଥମେ କୋରୋନା ଔଷଧ ବାହାର କରିଥିଲା ?
ଉତ୍ତର- ରୁଷିଆ ।
6- କେଉଁ ଜୀବ ଜନ୍ମ ନେବା ସମୟରେ ମାତ୍ର 1 ଇଞ୍ଚ ର ହୋଇଥାଏ ?
ଉତ୍ତର- କଙ୍ଗାରୁ ।
7- ଭାରତରେ କେଉଁ ଗଛ ଲଗାଇଲେ ଜେଲ ହୋଇଥାଏ ?
ଉତ୍ତର- ଗଞ୍ଜେଇ ।
8- କେଉଁ ରାଜ୍ୟରେ ମୁଖ୍ୟ ଭାଷା ଇଂରାଜୀ ଅଟେ ?
ଉତ୍ତର- ନାଗାଲାଣ୍ଡ ।
9- କେଉଁ ରାଜ୍ୟରେ ମହାତ୍ମା ଗାନ୍ଧୀଙ୍କର ଜନ୍ମ ହୋଇଥିଲା ?
ଉତ୍ତର- ଗୁଜୁରାଟ ।
10- କେଉଁ ରେଳ ଷ୍ଟେସନରେ କେବଳ ଝିଅ କର୍ମଚାରୀ ମାନେ ଅଛନ୍ତି ?
ଉତ୍ତର- ମାଟୁଙ୍ଗା ।
11- ଲାଲକିଲ୍ଲା କେଉଁ ମୋଗଲ ରାଜା ତିଆରି କରିଥିଲେ ?
ଉତ୍ତର- ଆକବର ।
12- କେଉଁ ଦେଶରେ ଭିକ ମାଗିଲେ ଜେଲ ହୋଇଥାଏ ?
ଉତ୍ତର- ଚୀନ ।
13- କେଉଁ ଦେଶର ପୋଲିସ ମଇଁଷି ଉପରେ ବସି କାର୍ଯ୍ୟ କରନ୍ତି ?
ଉତ୍ତର- ବ୍ରାଜିଲ ।
14- ଭଗବାନ ରାମଙ୍କର କେତୋଟି ପୁତ୍ର ଥିଲେ ?
ଉତ୍ତର- 2ଜଣ ।
15- କେଉଁ ପକ୍ଷୀ ର ନଜର ସବୁଠାରୁ ତୀକ୍ଷଣ ଅଟେ ?
ଉତ୍ତର- ବାଜ ।
16- ମହାତ୍ମା ଗାନ୍ଧୀଜୀ କେଉଁ ଜାତିର ଅଟନ୍ତି ?
ଉତ୍ତର- ବଣିଆ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।