ଓଡିଶା

ଦୁର୍ଦ୍ଦାନ୍ତ ମାଓନେତା ପ୍ରଭାକର ଗିରଫ, ବଖାଣିଲା ମାଓ ସଂଗଠନର ଭିତିରି କଥା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ନକ୍ସଲ ହିଂସା ଥମୁନଥିବା ବେଳେ ପୁଲିସକୁ ମାଓ ଦମନରେ ସଫଳତା ମିଳିବାରେ ଲାଗିଛି। ଲଗାତାର ଅପରେସନରେ ମାଓବାଦୀଙ୍କୁ ନିହତ କରୁଥିବା ବେଳେ ମାଓବାଦୀଙ୍କୁ ଗିରଫ କରିବାରେ ମଧ୍ୟ ଅଦ୍ଭୁଦପୂର୍ଣ୍ଣ ସଫଳତା ପାଇ ଚାଲିଛନ୍ତି। ବସ୍ତର ଆଇଜି ପି.ସୁନ୍ଦରରାଜଙ୍କ କହିବା ଅନୁଯାୟୀ ଗତ ଏକ ବର୍ଷ ମଧ୍ୟରେ ୮୮୪ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନାମରେ କେଶ ଦାୟର କରି କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ମାଓ ସଂଗଠନର ଶୀର୍ଷ ନେତା ପ୍ରଭାକର ଗିରଫ ହେବା ପରେ ପୁଲିସର ମନବଳ ଦ୍ବିଗୁଣିତ ହୋଇଯାଇଛି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button