ବିଚାର

ଈଶ୍ବରଙ୍କ ନାମ ନେଇ ବାଛନ୍ତୁ ଯେ କୌଣସି 1 ଚିତ୍ର, ଦେଖିବା ଆପଣଙ୍କ ଇଚ୍ଛା ପୂର୍ଣ ହେବ କି ନାହିଁ ( Personality Test )

ନମସ୍କାର ବନ୍ଧୁଗଣ ତେବେ ଟାରଟ କାର୍ଡ ବହୁତ କିଛି କହିପାରେ, କିନ୍ତୁ ସେମାନଙ୍କ ସନ୍ଦେଶକୁ ସଠିକ୍ ଭାବରେ ପଢିବାକୁ ଆପଣଙ୍କୁ କାର୍ଡଗୁଡ଼ିକର ଅର୍ଥ ବ୍ୟାଖ୍ୟା କରିବାକୁ ସମର୍ଥ ହେବା ଆବଶ୍ୟକ ଟାରଟ କାର୍ଡ ପଢିବା ପ୍ରକୃତରେ ଚିତ୍ର ମାଧ୍ୟମରେ ଭବିଷ୍ୟତ ଜାଣିବାର କଳା । ଭବିଷ୍ୟତର ଉପାୟ ଜ୍ୟୋତିଷ ଶାସ୍ତ୍ରରେ ହାତ ରେଖା କିମ୍ବା ରାଶିଫଳ ମାଧ୍ୟମରେ ଜଣାଶୁଣା । ସେହିଭଳି, ଏହି ଧାରା ଚିହ୍ନ, ଚିତ୍ର, ସଂଖ୍ୟା, ରଙ୍ଗ ଜ୍ୟୋତିଷ ଏବଂ ପାଞ୍ଚଟି ଉପାଦାନ ଜଳ, ଅଗ୍ନି, ବାୟୁ, ପୃଥିବୀ ଏବଂ ଆକାଶ ଇତ୍ୟାଦି ମାଧ୍ୟମରେ ମାନବ ଜୀବନର ସମସ୍ୟାର ସମାଧାନ କରିବାରେ ସହାୟକ ହୋଇଥାଏ ।

ଏହି ମୋଡ୍ ହେଉଛି ସାଂଖ୍ୟବିଜ୍ଞାନ ରଙ୍ଗ ଚିକିତ୍ସା ଏବଂ ଜ୍ୟୋତିଷ ଶାସ୍ତ୍ରର ଏକ ମିଶ୍ରଣ ଯାହା ଭବିଷ୍ୟତର ପ୍ରଶ୍ନଗୁଡ଼ିକର ଶୀଘ୍ର ଏବଂ ସଠିକ୍ ଉତ୍ତର ଦେଇଥାଏ । ତେବେ ଟାରଟ କାର୍ଡ ମୋଡ୍ ଅନୁଯାୟୀ ଆମର ଭବିଷ୍ୟତ ଆମର ନିଜ ଚେତନାରେ ଫିଡ୍ ହୁଏ । ଯେପରି ଗୀତା ଅନୁଯାୟୀ ଆମ ସମସ୍ତଙ୍କ ମନରେ ଏକ ସଂକଳ୍ପ ଅଛି ଏବଂ ଆମେ ନିଶ୍ଚିତ ଭାବରେ ଏହାକୁ ପୂରଣ କରୁ । ସେହିଭଳି ଟାରଟ କାର୍ଡ କହୁଛି ଯେ ଆମର ଭବିଷ୍ୟତ ଆମ ଭିତରେ ସୁରକ୍ଷିତ ଆମକୁ କେବଳ ଏହାକୁ ପଢିବାକୁ ପଡିବ । ଏହା ଏକ ସେତୁ ଯାହା ମାଧ୍ୟମରେ ତୁମେ ତୁମର ଅବଚେତନା ସହିତ ସଂଯୋଗ କର ।

ଭାରତୀୟ ଦୃଷ୍ଟିକୋଣରେ ଆଧ୍ୟାତ୍ମିକତା ସହିତ ସଂଯୋଗ କରି ଏହି ଧାରା ଅଧିକ ବିଶ୍ୱାସଯୋଗ୍ୟ ହୋଇଯାଏ | ଏପରି ପରିସ୍ଥିତିରେ, ଆମେ ସମସ୍ତେ ଏହା ମାଧ୍ୟମରେ ଆମ ଜୀବନର ରହସ୍ୟ ସମାଧାନ କରିପାରିବା । ଏବଂ ଆଜି ଆମେ ଟାରଟ କାର୍ଡ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ଜାଣିବା ପାଇଁ ଏପରି କିଛି ସୁଯୋଗ ଆଣିଛୁ । ଏଥିପାଇଁ ଆପଣଙ୍କୁ କେବଳ ଦିଆଯାଇଥିବା ତିନୋଟି ନମ୍ବର ମଧ୍ୟରୁ ଗୋଟିଏ ବାଛିବାକୁ ହେବ । ତେବେ ଏହି ତିନିଟି ନମ୍ବର ଥିବା ମୂର୍ତ୍ତି ଭିତରୁ ବାଛନ୍ତୁ ।

୧- ଯଦି ଆପଣ ପ୍ରଥମ ନମ୍ବର କୁ ବାଛିଛନ୍ତି ତେବେ ତେବେ ଆପଣ ବହୁତ ଧାର୍ଯ୍ୟବାନ ଏବଂ ଜ୍ଞାନୀ ବ୍ୟକ୍ତି ଅଟନ୍ତି ଯେଉଁ କ୍ଷେତ୍ରରେ ରହିଥାନ୍ତି ସବୁବେଳେ ଉଚ ସ୍ତିତି ରେ ରହିଥାନ୍ତି । ପବିତ୍ର ସ୍ଵଭାଵ ଶୀଳ ବ୍ୟକ୍ତି ହୋଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି କିନ୍ତୁ ଆପଣଙ୍କର କ୍ରୋଧ ଏବଂ ଚିଡିଚିଡା ସ୍ଵଭାଵ ମଧ୍ୟ ଅଧିକ ରହିଥାଏ ଟିକେ ଟିକେ କଥାରେ ରାଗିଯାଇ କିଛି ଗୁଣ ଆପଣଙ୍କ ମହଦ୍ଵାରେ ରହିଥାଏ ଏଥିପାଇଁ ଆପଣଙ୍କୁ ସବୁ ଭୁଲ ବୁଝିଥାନ୍ତି । କିନ୍ତୁ ଆପଣ ସବୁବେଳେ ସଫଳତା ହାସଲ କରିଥାନ୍ତି । ଆପଣ ଯେଉଁ ଜିନିଷ କୁ ବହୁତ ହୃଦୟରୁ ଚାହାନ୍ତି ତାହା ନିଶ୍ଚିତ ପୂର୍ଣ୍ଣ ହେବ ଏବଂ ଆପଣ ସଫଳତା ର ଖୁସି ଖବର ପାଇ ପାରିବେ ।

୨- ଯଦି ଆପଣ ଦ୍ଵିତୀୟ ନମ୍ବର କୁ ବାଛିଛନ୍ତି ତେବେ ଆପଣ ବହୁତ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ ସବୁବେଳେ ନିଜର ପରିଶ୍ରମ ଦ୍ୱାରା ସଫଳତା ହାସଲ କରିବାକୁ ଚାହିଁଥାନ୍ତି । ଆପଣ ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି । ଆପଣଙ୍କ ବହୁତ ବିଶ୍ବାସୀ ବ୍ୟକ୍ତି ହୋଇଥାନ୍ତି । ଆପଣ ଅନ୍ୟର ଜୀବନରେ ଦଖଲ ଅନ୍ଦାଜ କରନ୍ତି ନାହିଁ । ତେବେ ଆପଣ ଙ୍କ ଜୀଵନ ରେ ଲାଗି ଥିବା ଉଲଝନ ରୁ ମୁକ୍ତି ପାଇବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ଜୀଵନ ରେ ବହୁତ ସମସ୍ୟା ଆସିବ କିନ୍ତୁ ଆପଣ ଏହାକୁ ଦୃଢତା ର ସହିତ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ଦେଖିବେ ନିଶ୍ଚିତ ଭାବରେ ଆପଣ ସଫଳତା ହାସଲ କରିବେ ଏବଂ ଜୀଵନ ରେ ଚାହୁଁଥିବା ଖୁସି ଖବର ମଧ୍ୟ ପାଇବେ ।

୩- ଯଦି ଆପଣ ତୃତୀୟ ନମ୍ବର କୁ ବାଛିଛନ୍ତି ତେବେ ଆପଣ ବହୁତ ଶୀଘ୍ର ସମସ୍ତଙ୍କ ମନର କଥାକୁ ବୁଝିବା ସହିତ ଜାଣି ମଧ୍ୟ ପାରିଥାନ୍ତି । ଏହାହିଁ କାରଣ ଅଟେ ନିଜ ଘରେ କିଛି ଅସୁବିଧା ହେଲେ ମଧ୍ୟ ଆପଣ ବହୁତ ସହଜରେ ସମାଧାନ କରିଥାନ୍ତି । କେବେ ହେଲେ ବିପଦ ସମୟରେ ଆପଣ ଡରନ୍ତି ନାହିଁ । ଆପଣ ଯେତେ ଭଲ କାର୍ଯ୍ୟ କଲେ ମଧ୍ୟ ଲୋକେ ସେଥିରେ ଆପଣଙ୍କର କିଛି ସ୍ଵାର୍ଥ ଥିବାର ମଧ୍ୟ ଦେଖିଥାନ୍ତି । ଆପଣ କେବେ କାହାରି ଅନିଷ୍ଠ ଚିନ୍ତା କରନ୍ତି ନାହିଁ । ଆପଣ ସବୁବେଳେ ଅନ୍ୟର ସାହାଯ୍ୟ କରିଥାନ୍ତି । ତେବେ ଆପଣଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ ଏବଂ ଆପଣଙ୍କୁ ସଫଳତା ମିଳିବ ।

୪- ଚତୁର୍ଥ କାର୍ଡ ବାଛିଛନ୍ତି ତେବେ ବାଛିଛନ୍ତି ତେବେ ଆସୁଥିବା ସମୟ ଆପଣଙ୍କ ଜୀବନ ପାଇଁ ବହୁତ ଶୁଭ ରହିବ । ସମ୍ବନ୍ଧିତ କାର୍ଯ୍ୟ ପୂର୍ଣ୍ଣ ହେବ । ଏହି ବର୍ଷ ଏହି ବ୍ୟକ୍ତିଙ୍କ ଧନ ସମ୍ବନ୍ଧିତ ଅନେକ କାର୍ଯ୍ୟ ପୂର୍ଣ୍ଣ ହେବ ଓ ଆପଣଙ୍କୁ ବହୁତ ଫାଇଦା ଦେବ । ତେବେ ଯେଉଁ ବ୍ୟକ୍ତିମାନେ ଅନେକ ପରିଶ୍ରମ କରୁଛନ୍ତି ଏହି ବର୍ଷ ସେମାନଙ୍କର ପରିଶ୍ରମର ସୁଫଳ ମିଳିବ । କ୍ୟାରିୟରରେ ନୂଆ ସୁଯୋଗ ଆସିବ ଆପଣଙ୍କୁ ନିଜ କ୍ୟାରିୟରରେ ସଫଳତା ମିଳିବ । ବିଜିନେସରେ ସଫଳତା ମିଳିବ । ଏହିବର୍ଷ ବିଜନେସ କରୁଥିବା ବ୍ୟକ୍ତିଙ୍କର ଆୟ ବଢିବ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ପ୍ରମୋଶନ ମିଳିପାରେ ଚିନ୍ତା କମ ହେବ । ଯଦି ଆପଣଙ୍କ ପରିବାରରେ ଟେନ୍ସନ ଲାଗିରହିଛି ତେବେ ତାହା କମ ହେବାର ଅଛି ।

୫- ପଞ୍ଚମ ରେ ଯେଉଁ କାର୍ଡ ବାଛିଛନ୍ତି ତେବେ ଏହି ବର୍ଷ ଶାନ୍ତିରେ କଟିବାର ଅଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତୁ । ନହଲେ ବଡ ସମସ୍ୟା ସୃଷ୍ଟି କରିପାରେ । ଏହି ବର୍ଷ ନିଜ ନୂତନ ଘରେ ପ୍ରବେଶ କରିପାରନ୍ତି । ଆପଣଙ୍କର ଖର୍ଚ ବି ବଢିପାରେ କିନ୍ତୁ ଟେନ୍ସନ ନେବାର ଆବଶ୍ୟକତା ନାହିଁ । ତେବେ ବହୁତ ଜଲ୍ଦି ଖୁସି ଖବର ମିଳିବ ଆର୍ଥିକ ଅସୁବିଧା ଦୂର ହେବ । ଆର୍ଥିକ ଅସୁବିଧାରେ ଗତିକରୁଥିବା ଲୋକ ମାନଙ୍କୁ ବହୁତ ଜଲ୍ଦି ମୁକ୍ତି ମିଳିବ ଉଚ୍ଚ ଅଧିକାରୀ ମାନେ ଆପଣଙ୍କ କାର୍ଯ୍ୟ ରେ ସନ୍ତୁଷ୍ଟ ରହିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button