ମନୋରଞ୍ଜନ

IAS ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନ – ଓଡିଶାର ବଡ ଠାକୁର କାହାକୁ କୁହନ୍ତି ? 90% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସୁଛି କିଛି ଚତୁର ପ୍ରଶ୍ନ ଉତ୍ତର । ଯାହା ଆପଣଙ୍କୁ ନିଜ ଜ୍ଞାନ ବଢ଼ାଇବାରେ ସାହାଯ୍ୟ କରିବ । ଏହି ପ୍ରଶ୍ନ ଉତ୍ତର ଜାଣିବା ସମସ୍ତକ ପାଇଁ ଆବଶ୍ୟକ ହୋଇଥାଏ ।  ଆପଣ ଏହି ପ୍ରଶ୍ନ ର ଉତ୍ତର ଦିଅନ୍ତୁ ଏବଂ ନିଜ ସାଙ୍ଗ ସାଥୀ, ପରିବାର ଲୋକଙ୍କ ସହ ଆଲୋଚନା କରି ଜ୍ଞାନ ବାଣ୍ଟନ୍ତୁ । ଏହି ପ୍ରଶ୍ନ ଉତ୍ତର ଆପଣଙ୍କୁ ଭବିଷ୍ୟତରେ ସାହାଜ୍ଯ କରିବ ବୋଲି ଆମର ଆଶା ।  ତେବେ ଚାଲନ୍ତୁ ଆରମ୍ଭ କରିବା ।

ପ୍ରଶ୍ନ – ଓଡ଼ିଶାର ବଡ ଠାକୁର କିଏ ?

ଉତ୍ତର – ଜଗନ୍ନାଥ

ପ୍ରଶ୍ନ – ଓଡ଼ିଶାର ଆୟତନ ଅନୁସାରେ ସବୁଠୁ ବଡ ଜିଲ୍ଲା କଣ ?

ଉତ୍ତର – ମୟୁରଭଞ୍ଜ

ପ୍ରଶ୍ନ – ଓଡ଼ିଶାର ସବୁଠାରୁ ବଡ ସହର ର ନାମ କଣ ଅଟେ ?

ଉତ୍ତର – କଟକ ସହର

ପ୍ରଶ୍ନ – କେଉଁ ଦେଶର ଲୋକମାନେ ସବୁଠୁ ଅଧିକ ମୋମୋ ଖାଆନ୍ତି ?

ଉତ୍ତର – ନେପାଲ

ପ୍ରଶ୍ନ – କେଉଁ ପରିବା ଖାଇବା ଦ୍ଵାରା ଦାନ୍ତ ସଫା ହୋଇଥାଏ ?

ଉତ୍ତର – ପାଳଙ୍ଗ ଶାଗ ଓ ଅମୃତଭଣ୍ଡା

ପ୍ରଶ୍ନ – କେଉଁ ଦେଶରେ ଶବୁଠୁ ଅଧିକ ପିଆଜ ମିଳିଥାଏ ?

ଉତ୍ତର – ଭାରତ

ପ୍ରଶ୍ନ – କେଉଁ ଦେଶର ଲୋକମାନେ ସବୁଠୁ ଅଧିକ ଚୁଇଁଗମ ଖାଆନ୍ତି ?

ଉତ୍ତର – ଆମେରିକା

ପ୍ରଶ୍ନ – ଓଡ଼ିଶାରେ ଶ୍ରୀ ମନ୍ଦିର କେଉଁଠାରେ ରହିଛି ?

ଉତ୍ତର – ପୁରୀରେ

ପ୍ରଶ୍ନ – ଶ୍ରୀ ଜଗନ୍ନାଥଙ୍କ ପତ୍ନୀ ଙ୍କ ନାମ କଣ ଅଟେ ?

ଉତ୍ତର – ଲକ୍ଷ୍ମୀ

ପ୍ରଶ୍ନ – ମହାପ୍ରଭୁ ଜଗନ୍ନାଥ ଙ୍କ ଭାଇ ଏବଂ ଭଉଣୀ ଙ୍କ ନାମ କଣ ଅଟେ ?

ଉତ୍ତର – ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା

ପ୍ରଶ୍ନ – ଓଡ଼ିଶାର ବୃହତ୍ତମ ହ୍ରଦର ନାମ କଣ ?

ଉତ୍ତର – ଚିଲିକା

ପ୍ରଶ୍ନ – ବିଶ୍ଵର ସବୁଠୁ ବଡ ମହାକାବ୍ୟର ନାଁ କଣ ?

ଉତ୍ତର – ମହାଭାରତ

ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଉତ୍ତର କମେଣ୍ଟ ରେ ଲେଖନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button