ଓଡିଶା
ପୁରୀରେ ଲ୍ୟାଣ୍ଡଫଲ୍ କଲା ‘ଫନି’

ଅପେକ୍ଷାର ହେଲା ଅନ୍ତ । ବହୁ ଦିନ ଧରି ଜଳସ୍ତରରେ ନିଜର କାୟା ବିସ୍ତାର କରିଆସୁଥିବା ସାମୁଦ୍ରିକ ବାତ୍ଯା ଫନି ଶେଷରେ ଲ୍ୟାଣ୍ଡଫଲ୍ କରିଛି । କରାଳ ରୂପ ଧାରଣ କରି ପୁରୀରେ ଲ୍ୟାଣ୍ଡଫଲ୍ କରିଛି ଫନି ।