ପ୍ରତ୍ୟକ ଦିନ ନାଭିରେ ମଦର ଦୁଇ ବୁନ୍ଦା ଲଗାନ୍ତୁ, ଦେଖିବେ ଏହି ସବୁ ରୋଗରୁ ମିଳିବ ମୁକ୍ତି –

ଆପଣଙ୍କୁ ଏକ ଏଭଳି ଉପାୟ କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇଯିବେ କି ଏହା କେମିତି ସମ୍ଭବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମଦ ଆମ ପାଇଁ ଯେତିକି କ୍ଷତିକାରକ ସେତିକି ଲାଭ ଦାଯକ ମଧ୍ୟ । ଆପଣ ସମସ୍ତେ ଜାଣିଥିବେ ମଦ ପିଇବା ଦ୍ଵାରା ବ୍ୟକ୍ତିର ଲିଭର କିଡନୀ ଆଦି ଖରାପ ହୋଇଯାଏ ଓ ଧୀରେ ଧୀରେ ନାନା ପ୍ରକାରର ରୋଗ ବାହାରିଥାଏ ଏବଂ ଶେଷରେ ବ୍ଯକ୍ତିର ମୃତ୍ୟୁ ମଧ୍ୟ । କିନ୍ତୁ ଆଜିକାଲି ମଦ ଏକ ଫ୍ୟାସନ ହୋଇଗଲାଣି । ଲୋକେ ଭାବୁଛନ୍ତି ଯଦି ସେମାନେ ନ ପିଇବେ ତେବେ ଅନ୍ୟ ଲୋକମାନେ ତାଙ୍କର ମଜାକ ବନେଇବେ । ସେଥିପାଇଁ ଅନ୍ୟମାନଙ୍କ ଆଗରେ ଷ୍ଟିଲ ମାରିବାକୁ ଯାଇ ମଧ୍ୟ ଅନେକ ଲୋକ ଏହି ଆଲ୍କୋହଲର ସେବନ କରିଥାନ୍ତି ।
ଯଦି ଆପଣଙ୍କର ପେଟରେ ଯନ୍ତ୍ରଣା ହେଉଛି ତେବେ ଶୋଇବା ସମୟରେ ନାଭିରେ ମଦ ଲଗାଇ ଶୋଇଲେ ଏହା ଧୀରେ ଧୀରେ କମିଯାଏ ଓ ଆପଣଙ୍କୁ ଆରମ ମିଳିବ । ପ୍ରତ୍ୟକଦିନ ରାତିରେ ନାଭିରେ ମଦ ଲଗାଇ ଶୋଇଲେ ଗୋଇଠି ଫାଟେ ନାହିଁ । କେବଳ ଏତିକି ନୁହେଁ ଏହା ଦ୍ଵାରା ଆଖି ମଧ୍ୟ ଥଣ୍ଡା ରୁହେ ଏବଂ ଆଖି ଜନିତ ସମସ୍ତ ସମସ୍ୟା ଦୂର ହୋଇଯାଏ । ତେବେ ଏହାକୁ ଲଗାଇବାର ତାରିକା ହେଲା – ଗୋଟେ ଛୋଟ ତୁଳା ନେଇ ତାକୁ ମଦରେ ଭିଜୟ ଦିଅନ୍ତୁ । ଏହା ପରେ ୧୦-୧୫ ମିନିଟ ପର୍ଯ୍ୟନ୍ତ ସେହି ତୁଳାକୁ ନାଭିରେ ରଖନ୍ତୁ । କିନ୍ତୁ ଯଦି ଆପଣଙ୍କ ନାଭି ପାଖରେ କୌଣସି ଆଘାତ ଲଗାଇଥିବ ବା ଖଣ୍ଡିଆ ହୋଇଥିବ ତେବେ ମଦ ଲଗାନ୍ତୁ ନାହିଁ । ଯଦି ଆପଣ ମଦକୁ ପସନ୍ଦ କରନ୍ତି ନାହିଁ ବା ତାର ଗନ୍ଧ ଆପଣଙ୍କୁ ପସନ୍ଦ ନୁହେଁ ତେବେ ଆପଣ ଏହି ଉପାୟ ନ କରିଲେ ବି ଚଳିବ ।