ଦେଶ ବିଦେଶ

ଗଙ୍ଗଶିଉଳି ଗଛର ବିଭିନ୍ନ ଅଂଶର ବିଭିନ୍ନ ଫାଇଦା ! ହେବାକୁ ଦିଏନି ଏସବୁ ଭୟଙ୍କର ରୋଗ, ଏହିପରି କରନ୍ତୁ ବ୍ୟବହାର

ଓଡିଶାରେ ଅନେକ ଜାଗାରେ ଗଙ୍ଗଶିଉଳି ଗଛ ଦେଖିବା ପାଇ ମିଳି ଥାଏ । ଆମେ ଏହି ଗଛ କୁ ଅନେକ ଲୋକଙ୍କ ଘରେ ଦେଖିବା ପାଇଁ ପାଇ ଥାଉ କିମ୍ବା ଆମେ ଏହାକୁ ବିଭିନ୍ନ ମନ୍ଦିର ରେ ଦେଖିବା ପାଇଁ ପାଉ । ଆମେ ଏହାର ପତ୍ର କୁ ଔଷଧ ଭାବେ ବ୍ୟଭାର କରୁ । ଥଣ୍ଡା ଜର ଭଳି ମାର୍ତ୍ମାମକ ରୋଗ କୁ ଭଲ କରି ଦେଇ ପରେ । ଯଦି ଦେଖିବା ଅପାଇନ ଯିବା ଏହାର ଫୁଲ ଦେଖିବା ପାଇଁ ଧଳା ହୋଇ ଥାଏ ।

 

ଏହା ରାତିରେ ହିଁ ଫୁଟି ଥାଏ ଓ ଏହା ଦିନ ହେବା ଆଗରୁ ଝଡି ଯାଇ ଥାଏ । ତେବେ ଆମେ ଆଜି କହିବା ପାଇଁ ଯାଉଛୁ କି ଏହି ପତ୍ର ଦ୍ଵାରା ଆମେ କିଭଳି ଆମର ଇମ୍ୟୁନିଟି କୁ ଭଲ କରି ପାରିବା । ଆପଣ ଏହହାକୁ ବ୍ୟବହାର କରିବା ଏକ 500 ମିଲି ଲିଟର ପାଣି ନେଇକି ଏଥିରେ କିଛି ପତ୍ରକୁ ଭଲ ଭାବେ କୁଠିକି ଏହାକୁ ଫୁଟେଇବା ପାଇଁ ରଖୀ ଦେବା କିନ୍ତୁ ଦେଖିବା ପାଇଁ ଗଲେ ଆମେ ଏହାକୁ ସବୁଜ ରଙ୍ଗ ହେଲା ଯାଏ ଭଲ କରିକି ଫୁଟାଇବା । ଆମେ ଏହାର ୭ ରୁ ୮ ଟି ପତ୍ର ନେଇ ଏହାକୁ ଆମେ ନିଶ୍ଚିତ ଭାବେ ବାଟି ଦେବା ।

ଆପଣ ଏହାକୁ ମାଟିର ପାତ୍ର ରେ ଫୁଟେଇବା ଭଲ ହୋଇ ଥାଏ । ଯଦି ଆପଣଙ୍କୁ ଜର ହୋଇଥାଏ ତେବେ ଆପଣ ଏହାକୁ କିଛି ତୁଳଶୀ ପତ୍ର ଆଣିକି ମିଶେଇକି ଫୁଟାନ୍ତୁ ଓ ଏହା କୁ ଥଣ୍ଡା ହେବା ପରେ ଆପଣ ଏହାକୁ ପି ପାରିବେ । ଆଜି କାଇ ଅନେକ ଲୋକଙ୍କୁ ଅର୍ଶ ହେଉଛି ଯାହା ପାଇଁ ଲୋକମାନେ ଖୁବ କଷ୍ଟ ପାଉଛନ୍ତି ଏହାର ମଞ୍ଜି ଅର୍ଶ ପାଇଁ ଖୁବ ଭଲ ହୋଇଥାଏ ।

 

ଆପଣ ଜାଣି ଥିବେ କି ଏହାକୁ ଆମେ ଶ୍ବାଶ ଓ ଥଣ୍ଡା ରୁ ମୁକ୍ତି ପାଇବା ପାଇଁ ମଧ୍ୟ ବ୍ୟବହାର କରିବା । ଯେଉଁ ମାନଙ୍କୁ ଶୁଖିଲା କାଶ ହେଉ ଥାଏ ସେମାନେ ଏହାକୁ ସବୁ ଦିନ ଖାଇବା ଦ୍ଵାରା ଏହା ଖୁବ ଜଲ୍ଦି  ଭଲ ହୋଇଯିବ । ଏହାର ମଞ୍ଜି କୁ ଆମେ କୁଟି ଏହାକୁ ଅର୍ଶ ହୋଇଥିଲେ ଏହାକୁ ଉଷୁମ ପାଣିରେ ପିବା ଦ୍ଵାରା ଆପଣ ଅର୍ଶ ସମସ୍ଯା ରୁ ମୁକ୍ତ ହୋଇଯିବ ।

 

ଯେଉଁ ମାନଙ୍କ ରକ୍ତ ଖରାପ ଥାଏ ସେମାନେ ଏହି ଗଛ ର ଫୁଲକୁ ମହୁ ସହ ମିଶେଇ ଖାଇଲେ ଏହା  ଆମ ଶରୀର ରୁ ଖରାପ ଜିନିଷ କୁ କାଢି ଦେଇଥାଏ । ଏହାକୁ ଖାଇବା ପାଇଁ ଆମେ ସତେଜ ଫୁଲ କୁ ହିଁ ବ୍ୟବହାର କରିବା । ଏହା ଆମ ଶରୀର ରେ ଥିବା ବ୍ୟାକ୍ଟେରିଆ ଠାରୁ ଆମକୁ ଦୂରେଇ ରଖି ଥାଏ ତାହା ନୁହେଁ ଏହା ଆମ ଚର୍ମ କୁ ମଧ୍ୟ ଖୁବ ସଫା ରଖି ଥାଏ । ଏହା ବିଭିନ୍ନ ପ୍ରକାର ଭାଇରସ ପାଖରୁ ଆମକୁ ଦୂରେଇ ରଖି ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button