ସ୍ୱାସ୍ଥ୍ୟ

ସାବଧାନ ! ଚାହା ପିଇସାରି ଖାଆନ୍ତୁ ନାହିଁ ଏହି ସହୁ ଜିନିଷ , ନଚେତ୍ ମାଡିଯିବ ଏହି ଚର୍ମରୋଗ

ଆମେ ସମସ୍ତେ ଜାଣିଛୁ କି ସ୍ୱାସ୍ଥ୍ୟ ହେଉଛି ଆମର ସବୁଠାରୁ ମୂଲ୍ୟବାନ ସମ୍ପଦ |ତେବେ ଆଜିକାଲି ପ୍ରତେକ ଲୋକ ଙ୍କ ଘରେ ଚାହା ନିଶ୍ଚୟ ତିଆରି ହେଉଥିବ, ଆଉ ପ୍ରତେକ ଙ୍କର ଚାହା ପିଇବା ମଧ୍ୟ ଗୋଟିଏ ଅଭ୍ୟାସ ରେ ପରିଣତ ହୋଇ ଗଲାଣି ଆଜି କାଲିର ଲୋକ ଙ୍କର |ତେବେ ସେହି ଚାହା ର ସେବନ କରିବା ବେଳେ ଆମକୁ ମଧ୍ୟ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ ବୋଲି କୁହାଯାଉଛି | ଆଉ ତାହା ଯଦି ନ ହୁଏ ତାହେଲେ ତାହା ଆମକୁ ବିଭିନ୍ନ ପ୍ରକାରର ରୋଗ ର କାରଣ ହୋଇଥାଏ ବୋଲି କୁହାଯାଇଛି | ତେବେ ଚାହା ପିଇବା ସମୟରେ କେଉଁ କେଉଁ ଖାଇବା ଗ୍ରହଣ କରିବା ଉଚିତ ନୁହଁ ଆସନ୍ତୁ ସେ ବିଷୟରେ ଜାଣିବା |

ତେବେ କୁହାଯାଉଛି କି ଚାହା ଗୋଟିଏ ଏମିତି ଜିନିଷ ତାହାକୁ ସେବନ କରିବା ଯୋଗୁଁ ଆମକୁ ଅନେକ ସମୟରେ ରିଲାକ୍ସ ମିଳିଥାଏ ବୋଲି କୁହାଯାଉଛି |ତେବେ ଚାହା ପିଇବା ର ଗୋଟିଏ ଘଣ୍ଟା ପୂର୍ବରୁ ଵା ଗୋଟିଏ ଘଣ୍ଟା ପରେ କୌଣସି ଖାଦ୍ୟ ଖାଇବା ଜମାରୁ ଉଚିତ ନୁହଁ ଯାହା ଆମର ସ୍କିନ ଉପରେ ପ୍ରଭାବ ପକାଇଥାଏ ବୋଲି କୁହାଯାଉଛି | ତେଣୁ ଚାହା ପିଇବା ର ଗୋଟିଏ ଘଣ୍ଟା ପୂର୍ବରୁ ଵା ଗୋଟିଏ ଘଣ୍ଟା ପରେ ଖାଇବା ଉଚିତ |

କଣ ସବୁ ସାବଧାନତା ଅବଲମ୍ବନ କରିବା :-

1:- ଚାହା ପିଇ ଵା ପୂର୍ବରୁ ଵା ପରେ କିଛି ସମୟ ଛାଡିକି ଖାଇବା ଗ୍ରହଣ କରିବା ଆବଶ୍ୟକ ହୋଇଥାଏ | ତେବେ କୁହାଯାଉଛି କି ଆପଣ ମାନେ ବତୁରା ହୋଇଥିବା ମୁଗ କିମ୍ବା ବୁଟ କୁ ଚାହା ପିଇବା ପରେ କେବେ ହେଲେ ଖାଆନ୍ତୁ ନାହିଁ ତାହା ଆମ ସ୍କିନ ଉପରେ ଖରାପ ପ୍ରଭାବ ପକାଇବା ସହିତ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ମୁହଁରେ ଧଳା ଧଳା ଦାଗ ହୋଇଥାଏ |

2-ତେବେ କୁହାଯାଉଛି କି ଚାହା ଗରମ ହୋଇଥାଏ ତେଣୁ ଚାହା ଗରମ ପିଇବା ପରେ ସଙ୍ଗେ ସଙ୍ଗେ କେବେ ହେଲେ ଥଣ୍ଡା ପାଣି ର ସେବନ କରନ୍ତୁ ନାହିଁ, ଏହା ଆମର ଦାନ୍ତ ଉପରେ ବିଶେଷ ପ୍ରଭାବ ପକାଇଥାଏ ବୋଲି କୁହାଯାଉଛି | ଯାହା ଆମର ଦାନ୍ତ କୁ ଝିମ ଝିମ କରେଇ ଦେଇଥାଏ ଓ ଦାନ୍ତ ଜନିତ ସମସ୍ୟା ସୃଷ୍ଟି କରିଥାଏ |

3-ଚାହା ପିଇସାରିବା ପରେ ଆପଣ କେବେ ହେଲେ ଲେମ୍ବୁ କିମ୍ବା ଲେମ୍ବୁ ତିଆରି ଜିନିଷ ର ସେବନ କରନ୍ତୁ ନାହିଁ ଯାହା ଆମ ଶରୀର ପାଇଁ ଖରାପ ହୋଇଥାଏ |ଚାହା ପିଇବା ପରେ ଲେମ୍ବୁ ଖାଇବା ଦ୍ଵାରା ଏହା ଆମର ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ ଯାହା ଖାଇବା କୁ ବିଷ କରି ଦେଇଥାଏ |

4- କୁହାଯାଉଛି କି ଚାହା ପିଇବା ପରେ କେବେ ହେଲେ ବେସନ ଵା ହଦଳୀ ରେ ତିଆରି ଜିନିଷ ର ସେବନ କରନ୍ତୁ ନାହିଁ ଯାହା ଆପଣ ଙ୍କର ଚୁଟି କୁ ଧଳା କରିବା ସହିତ ଚୁଟି ଝଡିବା ଭଳି ସମସ୍ୟା ସୃଷ୍ଟି କରିଥାଏ | ତେବେ ଏହା ଥିଲା ଚାହା ର ସେବନ ପରେ କଣ କରିବା ଅନୁଚିତ |

Related Articles

Leave a Reply

Your email address will not be published. Required fields are marked *

Back to top button