ଜୀବନଶୈଳୀ

କେବଳ ଥରେ ଲଗାଇ ଦେଖନ୍ତୁ Skin Glow କରିବ, ସମସ୍ତ ଦାଗ ଲିଭିଯିବ କ୍ଷୀର ଭଳି ସଫା ହୋଇଯିବ ଆପାଣଙ୍କ ମୁହଁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ମୁହଁରୁ ସବୁ ମାଳି ଚିହ୍ନ ଛଡାଇ ଦେବ ଓ ଆପଣଙ୍କ ମୁହଁକୁ ପାଣି ଭଳି ସଫା କରିଦେବ । ଦର୍ଶକ ବନ୍ଧୁ ଆପଣଙ୍କୁ ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ଗୁଡିକ ହେଉଛି ମସୁର ଡାଲି

ଦ୍ୱିତୀୟ ସାମଗ୍ରୀ ହେଉଛି ଚାଉଳ ଆପଣ ଏହି ଦୁଇଟି ସାମଗ୍ରୀକୁ ପ୍ରଥମେ ଏକ ସଫା କପଡା ସହାୟତାରେ ପୋଛି ଦିଅନ୍ତୁ ଏହା ପରେ ଆପଣ ଏହି ଦୁଇଟି ସାମଗ୍ରୀରେ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡର୍ ସହାୟତାରେ ଅଳ୍ପ ଗଡା କରି ବାଟି ଦିଅନ୍ତୁ

ଏବେ ଆପଣ ଏଥିରେ ଆପଲ ହଳଦୀ ଗୁଣ୍ଡ ପକାନ୍ତୁ ଦର୍ଶକ ବନ୍ଧୁ ଅପାନ୍ ଏଥିରେ ମାର୍କେଟରେ ମିଳୁଥିବା ହଳଦୀ ଗୁଣ୍ଡ ନପକାଇ ଘରେ ହଲଦିକୁ ଗୁଣ୍ଡ କରି ପ୍ରୟୋଗ କରିପାରିବେ ଏବେ ପ୍ରସ୍ତୁତ ହୋଇଗଲା

ଆପଣଙ୍କ ଘରୋଇ ଉପଚାର ଏବେ ଆପଣ ଏହାକୁ ଆପଣଙ୍କ ମୁହଁରେ ଏହାର ପ୍ରୟୋଗ କରି ପାରିବେ ଦିନରେ ମାତ୍ର ଥରେ ଏହାର ପ୍ରୟୋଗ କରି ଦେଖନ୍ତୁ ଦେଖିବେ ସପ୍ତାହେ ଭିତରେ ଆପଣଙ୍କ ମୁହଁ କାଗଜ ପରି ସଫା ହୋଇଯିବ ।

 

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button