ବିଚାର

ମାତ୍ର 14.5 ଲକ୍ଷ ଟଙ୍କାରେ ଭଲ ହୋଇଥାନ୍ତେ Pintu Nanda, ଯଦି ପ୍ରଥମରୁ ହିଁ ମିଳି ଥାଆନ୍ତା…. ଦେଖନ୍ତୁ Exclusive ରିପୋର୍ଟ

ନମସ୍କାର ବନ୍ଧୁଗଣ, ଆମ ସମସ୍ତଙ୍କ ପ୍ରିୟ କଳାକାର ପିଣ୍ଟୁ ନନ୍ଦ ଆମକୁ ଛାଡି ଚାଲିଯାଇଛନ୍ତି ସତ । ଏହାକୁ ଗ୍ରହଣ କରିପାରୁନଥିଲେ ବି କରିବାକୁ ପଡିଛି । ହେଲେ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ସବୁ ଆସୁଛି । ସତରେ କଣ ତାଙ୍କ ସୁସ୍ଥ ହେବା ପାଇଁ ଏତେ ଲକ୍ଷ ଟଙ୍କାର ଆବଶ୍ୟକ ଥିଲା । କିନ୍ତୁ ପ୍ରକୃତ ସତ ଆଉ କିଛି । ତାହା ହେଉଛି ମାତ୍ର ୧୪ ଲକ୍ଷ ଟଙ୍କାରେ ଭଲ ହୋଇଥାନ୍ତେ ପିଣ୍ଟୁ ନନ୍ଦ । ଏହିଭଳି କିଛି କଥା ପିଣ୍ଟୁ ନନ୍ଦଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଖୁଲାସା କରିଛନ୍ତି । ତେବେ ଆସନ୍ତୁ ଜାଣିବା ପ୍ରକୃତ ସତ ସମ୍ପର୍କରେ ।

ସୂଚନା ଅନୁଯାୟୀ ଦିଲ୍ଲୀରେ ପିଣ୍ଟୁ ନନ୍ଦଙ୍କୁ ଜଣେ ଓଡିଆ ଡାକ୍ତର ଚିକିତ୍ସା କରୁଥିଲେ ଆଉ ସେ ହେଉଛନ୍ତି ଡକ୍ଟର ଆକାଶ ଚୌଧୁରୀ । ତେବେ ତାଙ୍କ ଠାରୁ ସୂଚନା ମିଳିଛି କି ପିଣ୍ଟୁ ନନ୍ଦ ମାତର ୧୪ ଲକ୍ଷ ଟଙ୍କାରେ ଭଲ ହୋଇଥାନ୍ତେ । କିନ୍ତୁ ଏହା ହୋଇପାରିଲା ନାହିଁ । ଡକ୍ଟର ଯେତେବେଳେ ଏହି କଥା କହିଥିଲେ ସେତେବେଳକୁ ପିଣ୍ଟୁ ନନ୍ଦଙ୍କ ବଡ ଭାଇଙ୍କ ଆକାଉଣ୍ଟରେ ୨୨ ଲକ୍ଷ ଟଙ୍କା ଜମା ହୋଇସାରିଥିଲା ଲୋକଙ୍କ ତରଫରୁ ।

ତଥାପି କାହିଁକି ପିଣ୍ଟୁଙ୍କ ଚିକିତ୍ସା କରାଗଲାନି ଜାଣନ୍ତି । ସମସ୍ତେ ଭାବୁଛନ୍ତି କି ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାଂସପ୍ଲାନେଟ ପାଇଁ ଟଙ୍କାର ଯୋଗାଡ ହୋଇପାରିଲା ନାହିଁ ବୋଲି । କିନ୍ତୁ ପ୍ରକୃତ ସତ ହେଉଛି କି ତାଙ୍କ ପାଇଁ ଲିଭରର ଯୋଗାଡ ହୋଇପାରିଲା ନାହିଁ ଆଜ୍ଞା ହଁ ଦର୍ଶକ ବନ୍ଧୁ । ଡାକ୍ତର ଚୌଧୁରୀଏନକେ କହିବା ଅନୁଯାୟୀ ଯଦି ପ୍ରଥମରୁ ତାଙ୍କୁ ଲିଭର ମିଳିଯାଇଥାନ୍ତା ତେବେ ୧୪ ଲକ୍ଷ ଟଙ୍କାରେ ତାଙ୍କ ଅପରେସନ ହୋଇଯାଇଥାନ୍ତା ।

ଲିଭର ପାଇଁ ଡାକ୍ତର ତାଙ୍କ ପରିବାର ଲୋକଙ୍କୁ ସବୁ କଥା ବୁଝାଇଥିଲେ ଲିଭର ଦେବା ଦ୍ଵାରା କଣ ହେବ, ଦେଇସାରିବା ପରେ କେଉନସବୁ କଥାର ଧ୍ୟାନ ରଖିବାକୁ ପଡିବ, କେଉଁ ଅସୁବିଧା ହେବ କିମ୍ବା ହେବନି ଏହିସବୁ କଥା ବୁଝାଇବା ବେଳକୁ ପିଣ୍ଟୁଙ୍କ ପାଖରୁ ସମୟ ଚାଲିଯାଇଥିଲା । ଆଉ ତାଙ୍କ ଅବସ୍ତା ଗୁରୁତର ହୋଇପଡିଥିଲା ।

ତେଣୁ ଯଦି ତାଙ୍କୁ ଲିଭର ଦେବା ପାଇଁ କିଏ ନିଜକୁ ସମ୍ପୂର୍ଣ ପ୍ରସ୍ତୁତ କରି ଆଗରୁ ଲିଭର ଦେଇଥାନ୍ତେ ତେବେ ତାଙ୍କ ଜୀବନ ସହଜରେ ବଞ୍ଚିଯାଇଥାନ୍ତା । ତେଣୁ ପିଣ୍ଟୁ ନନ୍ଦ ଟଙ୍କା ପାଇଁ ନୁହେଁ ବରଂ ଲିଭର ଯୋଗାଡ ହୋଇପାରିଲା ନାହିଁ ବୋଲି ମୃତ୍ଯୁ ବରଣ କଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button