ଏସବିଆଇ ଦେଉଅଛି କେବଳ ୪୫ ମିନିଟ ରେ ସବୁଠାରୁ ଶସ୍ତା ଲୋନ, ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଲକଡାଉନ ମଧ୍ୟରେ ଆପଣଙ୍କୁ ଟଙ୍କା ଦରକାର ପଡେ ଏହା ସ୍ଵାଭାବିକ ଅଟେ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଏହି ସବୁ କଥା ଧ୍ୟାନ ରେ ରଖି, ଏବେ ଆପଣଙ୍କ ପାଇଁ ଏମରଜେନ୍ସି ଲୋନ ଲଞ୍ଚ କରିଛନ୍ତି । ଲକଡାଉନ ସମୟରେ ଆପଣଙ୍କୁ ଘର ବାହାରେ ବାହାରିବା କିଛି ଦରକାର ନାହିଁ, ସବୁଠାରୁ ଭଲ କଥା ଏହା ଯେ କେବଳ ୪୫ ମିନିଟ ରେ ଆପଣଙ୍କୁ ଲୋନ ପ୍ରାପ୍ତ ହୋଇଯିବ । ତେବେ ଆସନ୍ତୁ ଜଣାଇବା ଏହା ବିଷୟରେ ସମ୍ପୁର୍ଣ୍ଣ ଭାବେ ।
୬ ମାସ ଇଏମଆଇ ଦବା ଦରକାର ନାହିଁ :
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଲକଦଉନ କାରଣ ପାଇଁ ସାଲେରି କାଟି ଏବଂ କାରୋବାର ରେ ପ୍ରଭାବ ଦେଖି ଏହି ଲୋନ ଗ୍ରାହକମାନଙ୍କ ପାଇଁ ବାହାର କରିଛନ୍ତି । ଏହି ଏମରଜେନ୍ସି ଲୋନ କେବଳ ଏସବିଆଇ ଗ୍ରାହମାନଙ୍କ ପାଇଁ ଅଟେ । ବ୍ୟାଙ୍କ ଏହା ମଧ୍ୟ କହିଅଛି ଯେ ଗ୍ରାହକମାନଙ୍କୁ ୬ ମାସ ପର୍ଯ୍ୟନ୍ତ ଇଏମଆଇ ଦବା ଦରକାର ନାହିଁ ।
ସବୁଠାରୁ ଶସ୍ତା ଲୋନ :
ଏସବିଆଇ ବର୍ତମାନ ପାଇଁ କେବଳ ନିଜ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ବାହାର କରିଛନ୍ତି, ଏହି ପର୍ଶନଲ ଲୋନ ପାଇଁ ଗ୍ରାହକଙ୍କୁ ୧୦.୫୦% ଦର ବ୍ୟାଜ ଦବାକୁ ହବ, ଯାହା ବର୍ତମାନ ଦେଶ କୌଣସି ବ୍ୟାଙ୍କ ବ୍ୟାଜ ଠାରୁ ବହୁତ ଶସ୍ତା ଅଟେ ।
ସବୁଠାରୁ ଶସ୍ତା ଲୋନ / ଏମିତି କରନ୍ତୁ ଅପ୍ଲାଇ :
ଏସବିଆଇ ବର୍ତମାନ ପାଇଁ ନିଜ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ବାହାର କରିଛନ୍ତି, ଗ୍ରାହକକୁ ନିଜ ରେଜିଷ୍ଟର ନମ୍ବର ଠାରୁ ପିପଏପିଏଲ <ଏକାଉଣ୍ଟ ନମ୍ବର ଅନ୍ତିମ ୪ ଅଙ୍କ > ଲେଖି ୫୬୭୬୭୬ ରେ ପଠେଇବାକୁ ପଡିବ । ଆପଣଙ୍କୁ ମେସେଜ ରେ କୁହା ଯିବ ଯେ ଆପଣ ଲୋନ ପାଇଁ ଯୋଗ୍ୟ ଅଛନ୍ତି ବା ନାହିଁ ।
ଯୋଗ୍ୟ ଗ୍ରାହକଙ୍କୁ ୪ଟି ପ୍ରୋସେସ ରେ ଲୋନ ପ୍ରାପ୍ତ ହୋଇଯିବ :
# ଏପ ରେ ଅଭେଲ ନାୱ ଉପରେ କ୍ଲିକ କରନ୍ତୁ ।
# ଏହା ପରେ ସମୟ ଅବଧି ଏବଂ ରାଶି ବାଛନ୍ତୁ ।
# ରେଜିସଟର ନଂ ଉପରେ ଓଟିପି ଆସିବ, ଏହାକୁ ପକେଇଲା ପରେ ଆପଣଙ୍କ ଏକାଉଣ୍ଟ ରେ ଟଙ୍କା ଆସିଯିବ । ତେବେ ଏହା ଏସବିଆଇ ଗ୍ରାହକମାନଙ୍କ ପାଇଁ ବଡ ଖୁସି ଖବର ଅଟେ, ବହୁତ ଲୋକଙ୍କୁ ଏହି ଲୋନ ଦ୍ଵାରା ସାହାଜ୍ଯ ପ୍ରାପ୍ତ ହବ। ଆଶା କରୁଛୁ ଆପଣମାନଙ୍କୁ ଆମ ଦ୍ଵାରା ଦିଆଯାଉଥିବା ଖବର ପସନ୍ଦ ଆସୁଥିବ ।