ବିଚାର

ଏମିତିକା ଘରେ ମାଁ ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ, ଧନ ହାନି ସହ ହୋଇଯିବେ କାଙ୍ଗାଳ, ନିଶ୍ଚିତ ପଢନ୍ତୁ ନହେଲେ ହୋଇପାରେ ବଡ଼ ଅନିଷ୍ଟ

ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବଜାୟ ରଖିବା ପାଇଁ ଦେବୀ ଲକ୍ଷ୍ମୀଙ୍କୁ ଶୁକ୍ରବାର ପୂଜା କରାଯାଏ।  ବିଶ୍ୱାସ କରାଯାଏ ଯେ, ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଦେଶବାସୀଙ୍କ ଘରେ ଧନସମ୍ପତ୍ତିର ବର୍ଷା ହୋଇଥାଏ। ଏହି ଘରେ କେବେବି ଟଙ୍କା ଅଭାବ ହୁଏ ନାହିଁ। ଯଦି ଆପଣ ଏହା ଚାହାଁନ୍ତି ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଘର ଉପରେ ସର୍ବଦା ରହୁ ଏବଂ କୌଣସି ଆର୍ଥିକ ସମସ୍ୟା ଦେଖା ନ ଦେଉ ତେବେ ଶୁକ୍ରବାର ଦିନ ଆପଣ ମା ଲଷ୍ମୀଙ୍କୁ ପୂଜା କରିବା ଆବଶ୍ୟକ।

ଏଥି ସହିତ ଘରେ ଆମ୍ଭେ କେତେକ କାର୍ଯ୍ୟ ଓ ଜିନିଷ ଉପରେ ଖାସ୍ ଧ୍ୟାନ ରଖିବା ନିହାତି ଜରୁରୀ:-

  • ଯେଉଁ ଘରେ ପୂଜା ଦୀପକୁ ପାଟିରେ ଫୁଙ୍କିକି ଲିଭାଯାଏ ସେହି ଘରେ ମା ଲଷ୍ମୀ ରୁହନ୍ତି ନାହିଁ।
  • ଭଙ୍ଗା ପାନିଆ ଦ୍ୱାରା କେଶକୁ କୁଣ୍ଡାଇବା ଦ୍ୱାରା ଘରେ ଧନ ହାନି ଘଟିଥାଏ।
  •  ଯଦି ଆପଣ ରାତିରେ ପାଦ ନ ଧୋଇ କିମ୍ବା ଓଦା ପାଦରେ ଶୋଇଥାନ୍ତି, ତେବେ ଏହା ଦ୍ୱାରା ଧନ ହାନି ଘଟିଥାଏ।
  •  ଯଦି ଆପଣଙ୍କ ଘରେ ରାତି ସମୟର ଅଇଁଠା ବାସନ ରଖାଯାଏ ଏବଂ ଏହାକୁ ସକାଳେ ସଫା କରାଯାଏ ତେବେ ଲକ୍ଷ୍ମୀ ଏପରି ଘରେ ରୁହନ୍ତି ନାହିଁ।
  •  ଯଦି ଆପଣଙ୍କର ନଖ ଚୋବାଇବା କିମ୍ବା ଦାନ୍ତ କାମୁଡ଼ିବା ଅଭ୍ୟାସ ଅଛି ତେବେ ଏହାକୁ ଖୁବ ଶୀଘ୍ର ବଦଳାନ୍ତୁ।
  • ଯେଉଁ ଘରେ ସୂର୍ଯ୍ୟୋଦୟ ପରେ ଘର ସଫା କରାଯାଏ ତେବେ ସେହି ଘରେ ଲଷ୍ମୀ ରୁହନ୍ତି ନାହିଁ।
  •  ଯେଉଁ ଘରେ ନିୟମିତ ଶଙ୍ଖ ଫୁଙ୍କା ଯାଇନାହିଁ ଏବଂ ଦେବତା ଏବଂ ଦେବୀଙ୍କୁ ଦୁର୍ବ୍ୟବହାର କରାଯାଏ। ଲକ୍ଷ୍ମୀ ମଧ୍ୟ ସେଠାରେ ରୁହନ୍ତି ନାହିଁ।
  •  ଯେଉଁ ଘରେ ପିତୃପୁରୁଷଙ୍କ ପୂଜାପାଠ କରାଯାଏ ନାହିଁ ସେହି ଘରକୁ ଲକ୍ଷ୍ମୀ କଦାପି ଯାଆନ୍ତି ନାହିଁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button