ଜୀବନଶୈଳୀ

ପିପିଲି : ପ୍ରେମୀ ଜୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରେମୀ ଜୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପିପିଲି ମଙ୍ଗଳପୁର ନିକଟ ରାଇଗରପୁର ଗାଁର ଏକ ବିଲ ମଝିରୁ ମୃତଦେହ ମିଳିଛି। ଉଭୟ ଯୁବକ ଓ ଯୁବତୀଙ୍କ ଘର ପାଖ ଗାଁ ମଙ୍ଗଳପୁର ନିକଟରେ। ହତ୍ୟା କି ଆତ୍ମହତ୍ୟା ସେନେଇ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button