ଦେଶ ବିଦେଶ

BSNL ସିମ ଥିଲେ ଉଠାଇପାରିବେ ମାଗଣା ଡାଟାର ସୁବିଧା, ମାତ୍ର ଏତିକି ଟଙ୍କା ରିଚାର୍ଜ କରି ପାଇବେ ଫାଇଦା ଯଦି ଆପଣଙ୍କର ଅଛି ଜାଣିରଖନ୍ତୁ

300 ଦିନ ମିଳିବ ମାଗଣା ସେବା ପ୍ରତିଦିନ ମିଳିବ ୨ଜିବି ଡାଟା ମାଗଣା କଲିଂ ସହିତ ମିଳିବ ମାଗଣା ଏସଏମଏସ | ମାହାଙ୍ଗା ପରେ ଆସିଲା BSNL ର 300 ଦିନିଆ ରିଚାର୍ଜ ପ୍ଲାନ ଯଦି ଆପଣାଯଣେ BSNL ୟୁଜର ତେବେ କମ୍ପାନୀ ଆପଣଙ୍କ ପାଇଁ ନେଇଆସିଛି ଖୁସିଖବର | ଏହି ସମୟରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ପାଇଁ କମ୍ପାନୀ 300 ଦିନପାଇଁ ଡାଟା ଓ ମାଗଣା କଲିଂ ସୁବିଧାର ରିଚାର୍ଜ ପ୍ଲାନ ଆଣିଛି |

ଭାରତୀୟ ସ୍ମାର୍ଟ ଫୋନ ବ୍ୟବହାର କାରୀଙ୍କ ପାଇଁ ଏହା ଏକ ବଡ଼ ଖବର JIO, Airtel, Vi ଏମାନଙ୍କ ମୋବାଇଲ ରିଚାର୍ଜ ପ୍ଲାନକୁ ମାହାଙ୍ଗା କରିଛନ୍ତି | ହେଲେ ଏହା ମଧ୍ୟରେ ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ ଲଞ୍ଚ କରି ଚର୍ଚା ରହିଛି BSNL ବେସରକାରୀ ଟେଲିକମ କମ୍ପାନୀ ଗୁଡିକର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି ପରେ ବର୍ତମାନ BSNL କ୍ରମାଗତ ଭାବରେ ଗ୍ରାହକଙ୍କ ପାଇଁ ଶସ୍ତା ରିଚାର୍ଜର ଯୋଜନା କରିଛି |

ଟେଲିକମ କ୍ଷେତ୍ରରେ ବର୍ତମାନ ସରକାରୀ କମ୍ପାନୀ BSNL ହେଉଛି ଏକ ମାତ୍ର ବିକଳ୍ପ ଯେଉଁଥିରେ ସର୍ବନିମ୍ନ ମୂଲ୍ୟ ରିଚାର୍ଜ ଯୋଜନା ମଧ୍ୟ ରହିଛି | BSNL ର ଏପରି ଯୋଜନା ଅଛି ଯାହା ଘରୋଇ ଟେଲିକମ କମ୍ପନ ଗୁଡିକର ହୋସ ଉଡେଇଦେଇଛି | BSNLରେ କେବଳ ଶସ୍ତା ଯୋଜନା ନାହିଁ ଦୀର୍ଘ ବୈଧତା ସହିତ କମ୍ପାନୀର ଶସ୍ତା ଓ ସୁଲଭ ଯୋଜନା ମଧ୍ୟ ରହିଛି |

BSNL ତାଲିକାରେ ଏପରିକିଛି ଯୋଜନା ରହିଛି ଯାହାର ସର୍ବନିମ୍ନ ମୂଲ୍ୟ 300 ଦିନର ଲମ୍ବା ବୈଧତା ମିଳୁଛି | BSNL ଏହାର ତାଲିକାରେ କୋଟି କୋଟି ବ୍ୟବହାର କାରୀଙ୍କ ପାଇଁ 797 ଟଙ୍କିଆ ପ୍ଲାନ ଯୋଡ଼ିଛି ଏହି ଯୋଜନାରେ ଆପଣଙ୍କୁ 300 ଦିନର ଏକ ଦୀର୍ଘ ବୈଧତା ଦିଆଯାଇଛି |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button