ରାଶିଫଳ

01 ଜୁଲାଇ, ପବିତ୍ର ରଥଯାତ୍ରା, ଏହି 5 ଟି ରାଶିରେ ରାଜଯୋଗ, ମିଳିବ ବଡ ଖୁସି ର ଖବର, ଦେଖନ୍ତୁ ଆପଣଙ୍କ ରାଶି ଅଛି କି ?

ରଥ ଯାତ୍ରା ଆସିବା ପାଇଁ ଯାଉଛି ଏହି ଦିନ ଜଗନ୍ନାଥ ନିଜ ମାଉଶୀ ଘରକୁ ଯାଇ ଥାନ୍ତି । ଏହି ଦିନ ପ୍ରତେକ ବର୍ଷ ଏହା ଦେଖିବା ପାଇଁ ମିଳି ଥାଏ ଭଗବାନ ନିଜ ଭାଇ ଓ ଭଉଣୀ ଙ୍କ ସହ ମାଉଶୀ ଙ୍କ ଘରକୁ ଯାଇ ଥାନ୍ତି । ଏହି ଏକ ଦୁଇ ଦିନ ଥାଏ ଯେଉଁ ଥିରେ ସାଧାରଣ ଜନତା ଭଗବାନ ଙ୍କୁ ଦେଖି ପାରିବେ । ଆଜି ଆମେ କହିବା କି କିଛି ଲୋକମାନେ ଏହି ଦିନ ପୁରୀ ଯାଇ ଥାନ୍ତି ଭକ୍ତ ମାନେ ନିଜ ଭଗବାନ ଙ୍କୁ ନେଇକି ମାଉଶୀ ଘର ପାହକହରେ ଛାଡି ଦେଇ ଆସି ଥାନ୍ତି ।

ଏହି ଦିନ ଜଗନ୍ନାଥ ମନ୍ଦିର ରେ ଏହି ଦିନ ପୂଜା ହୋଇ ନଥାଏ କି କିଛି କର୍ମ ମଧ୍ୟ ହୋଇ ନଥାଏ ପ୍ରଥମେ ଭଲଭଦ୍ର ଯାଇ ଥାନ୍ତି ଓ ତା ପରେ ଭଉଣୀ ସୁଭଦ୍ରା ଯାଇ ଥାନ୍ତି । ଏହା ସହ ଏହି ଦିନଠାରୁ କିଛି ଲୋକଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି । ଏହି ଦିନ ପରେ କିଛି  ଲୋକନକ ଭାଗ୍ୟ ବଦଳିଯିବ ।

ସେମାନେ ଯାହା ଚାହିଁବେ ତାହା ପାଇ ପାରିବେ । ଏବେ ଆସନ୍ତୁ ଜାଣିବା ଭାଗ୍ଯବାନ ରାଶି ମାନେ କିଏ କିଏ ଅଟନ୍ତି ଓ ସେମାନେ କଣ କଣ ଶୁଭ ପରିଣାମ ପାଇବା ପାଇଁ ଯାଉଛନ୍ତି । ପ୍ରଥମ ରାସୀ ହେଉଛି ବୃଷ ରାଶି – ଏହି ରାଶିର ଲୋକନକ ପରିବାର ରେ ଶାନ୍ତି ବଜାୟ ହୋଇ ରହିବ ।

ଯେଉଁ ମାନେ ଚାକିଋ କରିବା ପାଇଁ ଚାହୁଁ ଛନ୍ତି ତାଙ୍କୁ ଚାକରି ମିଳିଯିବ । କିଛି ଲୋକଙ୍କ ବିବାହ ଯୋଗ ମଧ୍ୟ ହେଉଛି । ସିଂହ ରାଶି – ଏହି ରାଶିର ଲୋକମାନେ ସବୁ ବେଳେ ନିଜ କାମକୁ ଭଲ ଭାବେ କରି ଥାନ୍ତି ମାତ୍ର ଆପଣ ଏବେ ଯାହା ଅକରିବେ ତାହା ଆପଣଙ୍କ ଆଗାମୀ ଦିନ ପାଇଁ ଭଲ ଅଟେ । ଆପଣ କାହା ପାଖରୁ ଲାମ୍ବା ସମୟ ଯାଏ ଦୂରେଇ ରହି ପାରନ୍ତି ନି ।

ଆପଣଙ୍କ ଭଲ ପାଇବା ଯଦି ହଜି ଯାଇ ଥିବ କିମ୍ବା କେଉଁ କାରଣରୁ ଆପଣ ମାନେ ଅଲଗା ହୋଇଯାଇ ଥିବେ ତେବେ ଏହା ପୁଣି ଥରେ ସମାଧାନ ହୋଇଯିବ । କାହା ଘରକୁ ଆପଣ ଯାଇ ପାରନ୍ତି କିମ୍ବା ଆପଣଙ୍କ ଘରକୁ କେହି ଆସି ପାରନ୍ତି । ଆପଣ କେଉଁ ଆଡେ ଯାଇ ପାରନ୍ତି । କନ୍ୟା ରାଶି – ଏହି ରାଶିର ଲୋକମାନେ ଏବେ ନିଜ ପରିଶ୍ରମ ର ଫଳ ପାଇବା ପାଇଁ ଯାଉଛନ୍ତି ।

ଯଦି ଆପଣ ନିଜ ପଇସା କୁ ଅନ୍ୟ ମାନଙ୍କ ଦରକାର ପ୍ପାଇନ ଖର୍ଚ୍ଚ କରିବା ଭଲ କିନ୍ତୁ ଆପଣ ସବୁ ବେଳେ ଟଙ୍କା କହର୍ଚ୍ଚ କରିବା ଭଲ ନୁହେଁ ମାନେ ରଖନ୍ତୁ ଅର୍ଥ ହିନ ଅନର୍ଥ ର ମୂଳ । ତୁଳା ରାଶି – ଏହି ରାଶିର ଲୋକମାନେ ଖୁଶିରେ ଏବେ ରହିବେ । ଆପଣ ଙ୍କ ବ୍ୟାପାର ରେ ନୂଆ ଲୋକମାନେ ଆସିବେ କିଛି ବାହାର ଲୋକଙ୍କ ସହ ମିଶିବା ଆପଣଙ୍କ ପାଇଁ ଭଲ ।

ବାହାର ଜାଗାକୁ ଏହି ସମୟ ଆପଣଙ୍କ ବ୍ୟବଶାୟ ପାଇଁ ଭଲ । ଚାକିରି ପାଇବା ପାଇଁ ଆପଣ ଚେଷ୍ଟା କରିବେ ଯଦି ଭଲ ଜାଗାରେ ଆପଣ ଚାକିରି ପାଇଯିବେ । କୁମ୍ଭ ରାଶି – ମା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଜୀବନରେ ଖୁହସି ରହିବ । ପରିବାର ଓ ମିତ୍ରା ଙ୍କ ସାହାଜ୍ଯ ନେବେ । ଯାହା ଦ୍ଵାରା ଆପଣଙ୍କ ସବୁ ସମସ୍ଯା ର ସମାଧାନ ହୋଇଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button