ମନୋରଞ୍ଜନ

ବଡ ଖବର- ଏକାଠି ହେଲେ ଅନୁଭବ ବର୍ଷା, ଏମିତି ଅବସ୍ତାରେ ପଡିଲେ ଧରା ।

ଆଜି ଅଭିନେତ୍ରୀ ବର୍ଷା ନିଜ ପରିବାରର କିଛି ଘଟନା ଉପରେ ନିଜର ମତ ରଖିଛନ୍ତି । ଏହାକୁ ସେ ଆନ୍ତର୍ଜାତୀୟ ମାନବ ଅଧିକାର ସଂଗଠନ ଆଗରେ ରଖିଛନ୍ତି ।  ବର୍ଷା କହିଛନ୍ତି ତାଙ୍କୁ ଆଉ କେହି ନିର୍ଯ୍ୟାତନା ଦେଇ ନାହାଁନ୍ତି କେବଳ ଅନୁଭବ ତାଙ୍କଉ ନିର୍ଯ୍ୟାତନା ଦେଇଛନ୍ତି । ମାତ୍ର ବର୍ଷା ସବୁ କିଛି ସାହି ମଧ୍ୟ ବିଚ୍ଛେଦ ଚାହୁଁ ନାହାଁନ୍ତି ସେ ଚାହୁଁ ଛନ୍ତି ଆପୋଶରେ ନିଷ୍ପତ୍ତି ନେଇକି ସେମାନେ ପରସ୍ପର ସହ ରହିବେ ।

ଅନୁଭବ ସେହି ଜାଗାରେ କହିଛନ୍ତି କି ବିବାହ କୁ ବିଚ୍ଛେଦ କୁ ନେଇକି ସେ କିଛି କହି ପାରିବେଣୀ ମାତ୍ର ନିର୍ଯ୍ୟାତନା କୁ ନେଇକି  ବର୍ଷା ମିଛ କହିଛନ୍ତି । ବର୍ଷା ଓ ଅନୁଭବ ଙ୍କ ଯୋଡି କୁ ଲୋକମାନେ ଭୁଲିବେ ନି । କିନ୍ତୁ ସେମାନେ ସମାଜର ଏକ ଅଙ୍ଗ ମଧ୍ୟ ସେହି ପାଇଁ ତାଙ୍କୁ ଏକାଠି କରିବା ପାଇଁ କିଛିଇ ମାନବ ଅଧିକାର ସଂଗଠନ ଯାଇ ପହଞ୍ଚି ଯାଇଛନ୍ତି ଅନୁଭବ ଙ୍କ ଗହରେ ସେ ନନ୍ଦୀ ସାହି ରେ ଥିବା ଅନୁଭବ ଙ୍କ ନିବାଶ ସ୍ଥାନକୁ ଯାଇ ଛନ୍ତି ଓ ଅଲଗା ଅଲଗା କରି ସେ ବର୍ଷା ଓ ଅନୁଭବ ଙ୍କ ଶହ ଅନେକ କଥାବାର୍ତ୍ତା କରିଛନ୍ତି ।

ଉଭୟ ବର୍ଷା ଓ ଅନୁଭବ ଙ୍କ ମତ ଜାଣିବା ପାଇଁ ଅନେକ ଚେଷ୍ଟା କରିଥିଲେ ଇନ୍ଟର ନେସନାଲ ର କିଛି କର୍ମୀ । ଏହି ଆଲୋଚନା ରେ ବର୍ଷା କହିଛନ୍ତି କି ଶାଶୁ ଶଶୁର କି ଦିଅର ନାମରେ କିଛି ଅଭିଯୋଗ ନାଇ ତାଙ୍କର ଅଭିଯୋଗ ଅଛି କେବଳ ଅନୁଭବ ଙ୍କ ପାଖରେ । ନିର୍ଯ୍ୟାତନା ଦେଉଥିଲେ ଅନୂଭବ ବର୍ଷା ଙ୍କୁ ବହୁତ ମାଡ ମାରୁଥିଲେ ମଦ ପିକି ବହୁତ ଥର ଖରାପ ବ୍ୟବହାର କରିବା ସହ ଭାଷା ମଧ୍ୟ ଖରାପ କରିଥିଲେ ବୋଲି ବର୍ଷା କହିଛନ୍ତି । ମାତ୍ର ଏହାକୁ ଅନୁଭବ କାଟି ଛନ୍ତି ଓ କହିଛନ୍ତି କି ବର୍ଷା ଙ୍କ ଏହି ଅଭିଯୋଗ ସଂପୂର୍ଣ୍ଣ ଭୁଲ ଅଟେ ।

ସେ ବେଳେ ମଦ ପି ଥାନ୍ତି ମାତ୍ର ସେ ସବୁ ବେଳେ ପିଅନ୍ତି ନି । ବର୍ଷା ଯାହା ଭି କହୁଛନ୍ତି ହୁଏ ତ ତାହା ଠିକ ଥାଇ ପାରେ କେବେ କେବେ ସେ ଭୁଲ କଲେ ତାଙ୍କୁ ଗାଳି ଦେଇଛନ୍ତି ମାତ୍ର ସେ ଏହି ଭଳି ମାନେ କାଢିବେ ବୋଲି ଅନୁଭବ ଜାଣି ନଥିଲେ । ସେ ନିଜ ପରିବାର ରେ ଅଛନ୍ତି ଏହି ଭଳି ସ୍ଵଭାବ ସେ କେବେହେଲେ କାଢି ପରିବେନି । ମାତ୍ର ସେ ଏବେ ସ୍ଥିର କରି ନାହାଁନ୍ତି କି କଣ କରିବେ । ତେଣୁ ଅଣୁଭା ଙ୍କ ପାଇଁ ଏହି ଘଟଣା ଏବେ ଟିକେ ଜଟିଳ ଅଛି । ଏବେ ମାନବ ଅଧିକାରୀ ସଂଗଠନ ର ଅଧିକାରୀ ମାନେ ଆଗକୁ କଣ ନିଷ୍ପତ୍ତି ନେବେ ଏହା ଦେଖିବା ବାକି ରହିଲା । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button