ଜୀବନଶୈଳୀ

ଶନିବାର ଦିନ ଭୁଲରେ ବି ଏହି 3 ଟି କାମ କରନ୍ତୁ ନାହିଁ, ନଚେତ ହୋଇଥାଏ ଆର୍ଥିକ କ୍ଷତି

ନମସ୍କାର ବନ୍ଧୁଗଣ ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସପ୍ତାହ ର ସାତୋଟି ଦିନ ର ପ୍ରତ୍ୟେକ ଦିନ କିଛି କାର୍ଯ୍ୟ କରିବା ଶୁଭ ଓ କିଛି କାର୍ଯ୍ୟ କରିବା ଅଶୁଭ ଅଟେ । ଯାହାର ଫଳ ଆମକୁ ଭୋଗିବାକୁ ପଡ଼ିଥାଏ । ଯେମିତି କି ଯେଉଁ କାର୍ଯ୍ୟ ନ କରିବା କଥା ତାହା କରିବା ଦ୍ୱାରା ଆମକୁ କଷ୍ଟ ମିଳିଥାଏ । ସାଧାରଣ ସବୁ ଲୋକ ମାନେ ବା ଅନେକ ଲୋକମାନେ ଜାଣିନଥାନ୍ତି ଓ ଯେଉଁ କାର୍ଯ୍ୟ କରିବା କଥା ନୁହେଁ ତାହା ଅଜାଣତରେ କରିବା ଦ୍ୱାରା ଏହାର ପ୍ରଭାବ ସେମାନଙ୍କ ଜୀବନରେ ପଡିଥାଏ ।

ତେବେ ସୂର୍ଯ୍ୟ ଙ୍କ ପୁତ୍ର ବା ନ୍ୟାୟ ର ଦେବତା ଶନି ଦେବଙ୍କ ର ବାର ଶନିବାର । ଭଗବାନ ଶନି ଦେବ ଙ୍କୁ ପଶୁ ପକ୍ଷୀ ଙ୍କୁ ଆଦର କରୁ ଥିବା ଓ ଗରିବ ଲୋକଙ୍କୁ ସାହାଜ୍ଯ କରୁଥିବା ଲୋକମାନେ ଅଧିକ ଭଲ ଲାଗନ୍ତି । ତେବେ କିଛି ଲୋକ ମାନେ ଶନି ଦେବଙ୍କ ନାମ ଶୁଣିଲେ ଡଋ ଯାନ୍ତି କିନ୍ତୁ କେବଳ ସେମାନେ ଡରିବା କଥା ଯେଉଁ ମାନେ କିଛି ଖରାପ କିମ୍ବା ଭୁଲ କାମ କରି ଥାନ୍ତି ।

ଯେଉଁ ମାନେ ନିଜ ଆତ୍ମା କୁ ମା-ରି ଅନ୍ୟ ମାନଙ୍କ ପାଇଁ କିଛି ଖରାପ କାମ କରି ଥାନ୍ତି । କେବଳ ଖରାପ ନୁହେଁ ଭଗବାନ ଶନି ଦେବ କିଛି ରାଶି ମାନଙ୍କ ଉପରେ ସବୁ ବେଳେ ନିଜ କୃପା ଦ୍ରୁଷ୍ଟି ରାଖୀ ଥାନ୍ତି । ଆମେ ଶନି ବାର କୁ ଶନି ଦେବଙ୍କ ନାମରେ ସମର୍ପଣ କରିଛୁ । ଏହି ଦିନ ରେ ଏମିତି କିଛି କାର୍ଯ୍ୟ ଅଛି ଯାହା କରିବା ଦ୍ୱାରା ଶନି ଦେବଙ୍କ କୋପ ଦୃଷ୍ଟି ଆମ ଜୀବନରେ ପଡିଥାଏ । ତେବେ ଆସନ୍ତୁ ଜାଣିନେବା ସେହି କାର୍ଯ୍ୟ ବିଷୟରେ ।

ତେବେ ପ୍ରଥମରେ ଶନିବାର ଦିନ ପିଆଜ ରସୁଣ ଖାଉଛନ୍ତି ତେବେ ଧ୍ୟାନ କରି ସେ ସବୁ ଖାଆନ୍ତୁ ନାହିଁ । ଏହାଦ୍ଵାରା ଶନିଦେବ କ୍ରୋଧିତ ହୋଇ ଯାଆନ୍ତି ଶନିବାର ଦିନ ମାଛ ମାଂସ ଆଦି ସେବନ କରନ୍ତୁ ନାହିଁ । ତାମସିକ ଖାଦ୍ୟ ର ସେବନ ଦ୍ଵାରା ଶନିଦେବ ରାଗି ଯାଇଥାନ୍ତି । ଏହା ସହିତ ଆପଣଙ୍କ ଜୀବନରେ ଅତ୍ୟଧିକ ସମସ୍ୟା ବଢି ଯାଇଥାଏ । । ତେବେ ଏହା ସହ ଯଦି ଏହି ଦିନ ଆପଣ ନିଜ ଘର ନିମନ୍ତେ କୌଣସି ତେଲ କିଣୁଛନ୍ତି ତେବେ ଆପଣଙ୍କ ଘର ଉପରେ ତାହାର ନକାରତ୍ମକ ପ୍ରଭାବ ପଡିଥାଏ । ଏଥି ନିମନ୍ତେ ଶନିବାର ଦିନ ତେଲ କିଣିବା ଠାରୁ ଆପଣଙ୍କୁ ବଞ୍ଚିବା ଆବଶ୍ୟକ ।

ଦ୍ଵିତୀୟ ରେ ହେଉଛି ଶନିବାର ଦିନ କୌଣସି ଲୁହା ର ଜିନିଷ କିଣିବା କଥା ନୁହେଁ । ଏହା ଦ୍ଵାରା ମଧ୍ୟ ଶାଣିଦେବ କ୍ରୋଧ କରିଥାନ୍ତି । ମାତ୍ର ଯଦି ଲୁହା ରେ ନିର୍ମିତ ବିଶେଷ ବସ୍ତୁ ର ଦାନ ଆପଣ ଏହି ଦିନ କରୁଛନ୍ତି ତେବେ ଏହା ଆପଣଙ୍କ ନିମନ୍ତେ ଶୁଭ ହୋଇଥାଏ । ତୃତୀୟ ରେ ଶନିବାର ଦିନ କାହାଠାରୁ ଉଧାର ନିଅନ୍ତୁ ନାହିଁ । ଶନିବାର ଦିନ କାହାକୁ କରଜ ମଧ୍ୟ ଦିଅନ୍ତୁ ନାହିଁ ।

ଯଦି ଆପଣ ଏହି ଦିନ କାହାକୁ ଉଧାର ଅଥବା କରଜ ଦେଉଛନ୍ତି ତେବେ ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଏହା ଫେରସ୍ଥ ମିଳିବ ନାହିଁ । ଶନିବାର ଦିନ ଆପଣଙ୍କୁ ଲୁଣ ମଧ୍ୟ କିଣିବା କଥା ନୁହେଁ । ମାନ୍ୟତା ରହିଅଛି ଯେ ଶନିବାର ଦିନ ଲୁଣ କିଣିବା ଦ୍ଵାରା ଶନିଦେବ ରାଗିଯାଇଥାନ୍ତି ଏବଂ କରଜ ର ବୋଝ ଅତ୍ୟଧିକ ବଢିଯାଏ । ଏହା ସହିତ ଆପଣଙ୍କୁ ଅନେକ ବିମାରୀ ମଧ୍ୟ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button