ମନୋରଞ୍ଜନ

ବାହାଘର ପରେ ସ୍ଵାମୀଙ୍କ ସହ ହିରୋଇନ Riya ଙ୍କ ମସ୍ତି ର Video, ସୋସିଆଲ ମିଡିଆରେ ଲଗାଇଲା ନିଆଁ

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଓ ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କର ହୃଦୟ ଜିଣିଛନ୍ତି ତାହା ନୁହେଁ ବରଂ ଇଣ୍ଡଟ୍ରି ରେ ନିଜର ଅଲଗା ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି । ତେବେ ଓଡିଆ ହିରୋଇନ ମାନେ ବିଶେଷ କରି ଅନେକ ସମୟରେ ନିଜର ବ୍ୟକ୍ତିଗତ ଜୀବନ କୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି ।

ଆଜି ଆମେ ଆପଣଙ୍କୁ ସେମିତି ଜଣେ ହିରୋଇନ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏବେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଜ୍ଞା ହଁ ଦର୍ଶକ ବନ୍ଧ ସେହି ଅଭିନେତ୍ରୀ ଜଣକ ଆପଣ ସମସ୍ତଙ୍କର ପ୍ରିୟ ରିୟା ଦେ । ଯାହାଙ୍କର ବିବାହ ଏବେ ଗତ କିଛି ଦିନ ହୋଇଛି ତାଙ୍କ ପ୍ରେମିକ ଙ୍କ ସହ । ଦୁହେଁ ବିବାହ ପରେ ବହୁତ ହସ ଖୁସି ରେ ସମୟ କଟାଉଛନ୍ତି । ରିୟା ଙ୍କ ବିବାହକୁ ନେଇ ସାରା ଓଡିଶାରେ ବେଶ ଚର୍ଚ୍ଚା ଲାଗି ରହିଥିଲା ।

ତେବେ ଆପଣ ମାନେ ଜାଣିଥିବେ ରିୟା ନିଜର ବ୍ୟକ୍ତିଗତ ଜୀବନ କୁ ନେଇ ସୋସିଲ ମିଡିଆରେ ଅନେକ ଭିଡିଓ ଓ ଫୋଟୋ ସେୟାର କରିଥାନ୍ତି ଯାହା ପାଇଁ ସେ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ତେବେ ରିୟା ଙ୍କ ବିବାହ ଓ ବିବାହ ପରର କିଛି ଭିଡିଓ ମଧ୍ୟ ସେ ନିଜେ ସୋସିଆଲ ଆକାଉଣ୍ଟ ରେ ସେୟାର କରିଛନ୍ତି । ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ବେଶ ପ୍ରଶଂସା କରିଛନ୍ତି ।

ବର୍ତ୍ତମାନ ସମୟରେ ତାଙ୍କୁ ନେଇ ଆଉ ଏକ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ହୋଇଥିବା ଭିଡିଓ ରେ ରିୟା ନିଜ ସ୍ଵାମୀ ଙ୍କ ସହ କେଉଁଠି କି ବୁଲିବାକୁ ଯାଇଛନ୍ତି ଆଉ ସେଠାରେ ବହୁତ ମସି କରୁଛନ୍ତି । ଭିଡିଓ ରୁ ଜଣା ପଡୁଛି ଏହି ନବ ଦମ୍ପତି ସି ବିଚ କୁ ବୁଲିବାକୁ ଯାଇଛନ୍ତି ଆଉ ସେଠାରେ ଖୁବ ଏଞ୍ଜୋଏ କରୁଛନ୍ତି । ରିୟା ବୋଟ ଉପରେ ବସି ବୀଟିଙ୍ଗ କରୁଛନ୍ତି ଆଉ ପ୍ରାକୃତିକ ଦୃଶ୍ୟ ର ମଜା ବି ନେଉଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି ।

ରିୟା ଙ୍କର ଏହି ଭିଡିଓ ଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଆଉ ତାଙ୍କ ପ୍ରଶଂସକ ମାନଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି । ରିୟା ବିବାହ ପରେ ନିଜର ଦାଂପତ୍ଯ ଜୀବନ କୁ ଖୁବ ଉପୋଭୋଗ କରୁଛନ୍ତି ଆଉ ନିଜ ସ୍ଵାମୀ ଙ୍କ ସହ ନୂଆ ନୂଆ ଜାଗାକୁ ବୁଲିବାକୁ ମଧ୍ୟ ଯାଉଛନ୍ତି । ଆଶା କରୁଛୁ ଦୁହିଙ୍କର ଦାଂପତ୍ଯ ଜୀବନ ଆଗକୁ ସୁଖମୟ ହେଉ ଓ ଦୁହେଁ ଏମିତି ଏକାଠି ରୁହନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button