ବିଚାର

27 ଅଗଷ୍ଟ “ଶନି ଅମାବାସ୍ୟା” କୌଣସି ବି କୁକୁରକୁ ଏହି ଗୋଟିଏ ଜିନିଷ ଖାଇବାକୁ ଦିଅନ୍ତୁ ଦରିଦ୍ରତା ଭୁଲିଯିବ ଘରର ରାସ୍ତା..

ବନ୍ଧୁଗଣ ଏହି ମାସର ଶେଷ ଶନି ଅମାବାସ୍ୟା ଭାଦ୍ରବ ମାସ ଶନିବାର ଅର୍ଥାତ 27 ଅଗଷ୍ଟ ଶନିବାର ଦିନ ହେବ | ଏହି ବର୍ଷ ଶନିଶ୍ଚରୟ ଅମାବାସ୍ୟାର ସୟୋଗ 14 ବର୍ଷ ପରେ ପଡୁଛି | ଯାହା ଶନି ଦେବଙ୍କ ଭକ୍ତଙ୍କୁ ଅନେକ ଶୁଭ ଫଳ ଯୋଗାଇଦେବ | ଯଦି ଆପଣ ଏହି ଦିନ କିଛି ବିଶେଷ ଉପାୟ କରିବେ ତେବେ ଆପଣଙ୍କ ଜୀବନରେ ଆସିବାକୁ ଥିବା ବାଧାକୁ ଆପଣ ଦୂର କରିଦେଇ ପାରିବେ | ଏହି ଅମାବାସ୍ୟାରେ ଶନି ନିଜର ହିଁ ରାଶି ମକରରେ ରହିବେ

ଏବଂ ଏପରି ଦୁର୍ଲଭ ସୁଯୋଗ ପୂର୍ଣ୍ଣରବାର 2ବର୍ଷ ପରେ ହିଁ ମିଳିବ | ପଞ୍ଚମର ସ୍ଥିତି ଅନୁଯାୟୀ ଶନିଶ୍ଚରାୟ ଦିନ ସୁଇଟି ବହୁତ ଦୁର୍ଲଭ ଯୋଗର ନିର୍ମାଣ ହେଉଛି | ଏହିଦିନ ଶିବ ଯୋଗ ଏବଂ ପଦ୍ମ ଯୋଗ ବନୁଛି | ଭଡାର୍ବଦା ତିଥିର ଶୁଭାରମ୍ଭ 26 ଅଗଷ୍ଟ ଶୁକ୍ରବାର ଦିନ ଦିପହରେ 12 ବାଜି 2ମିନିଟରେ ହେବାକୁ ଯାଉଛି | ଏବଂ ତିଥିର ସମାପ୍ତ 27 ଅଗଷ୍ଟ ଶନିବାରକୁ ଦିପହରେ 1 ବାଜି 27 ମିନଟ ପର୍ଯ୍ୟନ୍ତ ରହିବ |

ଶନି ଅମାବାସ୍ୟା 27 ଅଗଷ୍ଟ ଶନିବାରକୁ ପାଳନ କରାଯିବ | ଶନି ଅମାବାସ୍ୟା ଦିନ ସକାଳେ ଗାଧେଇବା ପରେ ସଫା ବସ୍ତ୍ର ପରିଧାନ କରନ୍ତୁ ଏବଂ ଏହା ପରେ କୋୖଣସି ବି ଏକ ଶନି ମନ୍ଦିରକୁ ଯାଇ ଶନି ଦେବତାଙ୍କୁ ସୋରିଷ ତେଲ, କଳା, ଏବଂ ମିଠା ଦାନ କରନ୍ତୁ | ଏବଂ ଏହା ପରେ ଶନିଙ୍କ ଚରଣରେ ବସି ଶନି ଚାଳିଶା ପାଠ କରନ୍ତୁ | ଏହା ସହ ସେହିଦିନ ସନିଦେବଙ୍କୁ ଖୁସି କରେଇବା ପାଇଁ ଆପଣ ସେହିଦିନ ଓସ୍ତ ଗଛ ମୂଳରେ ମଧ୍ୟ ତେଲ ଦୀପ ଜଳାନ୍ତୁ

କୁହାଯାଏ ଯେ ଶନିଦେବ ଯଦି କହା ଉପରେ ଥରେ ନିଜର ଖରାପ ଦୃଷ୍ଟି ପକାଇଥାନ୍ତି ତେବେ ଆପଣ କୋୖଣସି ବି ପ୍ରକାର ସୁଖ ମିଳେନାହିଁ କିନ୍ତୁ ଯଦି ଆପଣ ଶନିବାର ଦିନ ସନିଦେବଙ୍କୁ ଖୁସି କରିବା ପାଇଁ କାଳ କୁକୁରକୁ ଏହି ଜିନିଷ ଖାଇବାକୁ ଦେଲେ ସନିଦେବ ଆପଣଙ୍କ ଉପରେ ନିଜର ଶୁଭ ଦୃଷ୍ଟି ପକେଇବେ |

ବନ୍ଧୁଗଣ ଏହା କୁହାଯାଏ ଯେ ସନିଦେବଙ୍କୁ ଭାଗ୍ୟ ଚମକଉଥିବା ଦେବତା ଭାବେ ମଧ୍ୟ ବିବେଚନା କରାଯାଏ | ଭଗବାନ ଶନିଙ୍କୁ ଏମିତି ଦେବତା ବୋଲି କୁହାଯାଏ ଯେ ଯେଉଁ ଦେବତା ଜଣେ ଯଦି ଜଣଙ୍କ ଉପରେ ସନ୍ତୁଷ୍ଟ ହୋଇଯାଆନ୍ତି ତେବେ ସେ କେବେ ବି ସେହି ବ୍ୟକ୍ତିଙ୍କୁ ସଙ୍କଟର ସମ୍ମୁଖୀନ କରିବାକୁ ଦିଅନ୍ତି ନାହିଁ | କଳା କୁକୁରର ମୁଂହ ଦେଖିବାକୁ ଶୁଭ ବୋଲି ବିବେଚନା କରାଯାଏ |

ବନ୍ଧୁଗଣ ଏହି ଶନି ଅମାବାସ୍ୟା ରେ ଗୋଟିଏ ପାତ୍ର ରେ କ୍ଷୀର ଆଉ ଗୋଲମରିଚ ର ଭୋଗ ଲଗାନ୍ତୁ | ଭଗବାନ ଶିବଙ୍କ ସାମ୍ନାରେ ବସି ଗୋଟିଏ ରୁଦ୍ରକ୍ଷ ଓଁ ନମଃ ଶିବାୟ ଜପ କରନ୍ତୁ | ତାପରେ ତାକୁ ନେଇଯାଇ କୁକୁରକୁ ପିଏଇଦିଅନ୍ତୁ | ଯଦି ସେ ପିଇଦିଏ ତେବେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ, ରାହୁ କେତୁ ଶନି ଙ୍କ କୋପରୁ ମୁକ୍ତି ମିଳିଯିବ |

ତେବେ ବନ୍ଧୁଗଣ ଯଦି କୌଣସି କୁକୁର ଆପଣଙ୍କ ଘରକୁ ସାମ୍ନା କୁ ଆସିଯାଉଛି ତେବେ ତାକୁ କିଛି ଖାଇବାକୁ ଦିଅନ୍ତୁ ସେମିତି ତଡି ଦିଅନ୍ତୁ ନାହିଁ | ବିଶ୍ୱାସ କରାଯାଏ ଯେ ପଶୁ ଜନ୍ତୁଙ୍କୁ ଖାଦ୍ୟ ଖାଇବାକୁ ଦେବା ଦ୍ଵାରା ପୁର୍ଣ୍ୟ ମିଳିଥାଏ | ସଦା ସର୍ବଦା ମନେ ରଖନ୍ତୁ ଘରର ପ୍ରଥମ ରୁଟି ଗାଇ ଏବଂ ଶେଷ ରୁଟି କୁକୁରକୁ ଖାଇବାକୁ ଦେବା ଦ୍ୱାରା ରାହୁ, କେତୁ,ଶନି ଦୋଷ ତୁଟି ଯାଇଥାଏ | ଶନିବାର ଦିନ କଳା କୁକୁରକୁ ଶେଷ ରୁଟି ସୋରିଷ ତେଲରେ ତିଆରି କାରୀ ଖାଇବାକୁ ଦିଅନ୍ତୁ ସବୁ ମଙ୍ଗଳ ହେବ |ଘରେ ସୁଖ ସମୃଦ୍ଧି ଭରି ହୋଇ ରହିଯାଏ, ପାରିବାରିକ ଶାନ୍ତି ରହିଥାଏ |

ତେବେ ବନ୍ଧୁଗଣ ଯଦି ଆପଣଙ୍କର ଚାକିରୀ ହେଉ ନାହିଁ କିମ୍ବା ବ୍ୟବସାୟ ରେ କ୍ଷତି ହେଉଛି ଆପଣ ଉନ୍ନତି କରିପାରୁ ନାହାନ୍ତି ତେବେ ଏହି ପରିସ୍ଥିତିରେ ଆପଣ ଖାଉଥିବା ପାତ୍ରର ତଳ ପଟୁ ତିନି ନମ୍ବର ରୁଟିକୁ ଆଣନ୍ତୁ ସେଥିରେ ଓଁ ଶନିଶ୍ଚରାୟ ନମଃ ସୋରିଷ ତେଲ ରେ ଲେଖି କୁକୁରକୁ ଖାଇବାକୁ ଦିଅନ୍ତୁ ଆପଣ ଙ୍କର ମନସ୍କାମନା ପୂର୍ଣ୍ଣ ହେବ |

ତେବେ ଯଦି ଆପଣଙ୍କୁ ଧନ ଜନିତ ସମସ୍ୟା ରହିଛି କିମ୍ବା ଆପଣ ଯେତେ ରୋଜଗାର କଲେ ମଧ୍ୟ ଅର୍ଥରେ ଅଭାବ ହେଉଛି ତେବେ ଆପଣ କୁକୁରକୁ ଶନିବାର ଦିନ ଘିଅ ମିଶା ରୁଟି ଖାଇବାକୁ ଦିଅନ୍ତୁ ଆପଣଙ୍କର ଧନ ଜନିତ ସମସ୍ୟା ଏବଂ ରାହୁ ଦୋଷ ସମ୍ପୂର୍ଣ ଭାବେ କଟିଯିବ | ତେବେ ବନ୍ଧୁଗଣ କୁକୁରକୁ ଖାଇବାକୁ ଦେବ ଦ୍ୱାରା ଶନି ଦୋଷ କଟିଯାଇ ଥାଏ ଆଉ କୁକୁରକୁ ଗୁଡ ମିଶା ରୁଟି ଖାଇବାକୁ ଦେଲେ କାଳ ସର୍ପ ଦୋଷ ଦୂର ହୋଇଯାଇଥାଏ | ତେବେ ବନ୍ଧୁଗଣ କୁକୁରକୁ ଶେଷ ରୁଟି ଖାଇବାକୁ ଦେବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ସବୁ ସମସ୍ୟା ଦୂର ହୋଇ ଯାଇଥାଏ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button