ଜୀବନଶୈଳୀ
ଆପଣଙ୍କ ଘରେ ଦର୍ପଣ, ଘଣ୍ଟି ଓ କଳା ଘୋଡ଼ାର ନାଲର ଏପରି ବ୍ୟବହାର ଆପଣଙ୍କୁ ବନାଇପାରେ ଭାଗ୍ୟଶାଳୀ।
ଆମେ ଆମ ନିତ୍ୟ ଦିନ ଜୀବନ ରେ ଏମିତି ଅନେକ ପଦାର୍ଥ ବ୍ୟବହାର କରିଥାଉ ଯାହାର ଅନେକ ପ୍ରକାର ଉପକାରିତା ଥାଏ କିନ୍ତୁ ଆମେ ମାନେ ଏହି ଉପକାରିତା ବିଷୟ ରେ ଅଜ୍ଞାତ ଥାଉ । ତେବେ ଜ୍ୟୋତିଷ ଶାସ୍ତ୍ର ରେ ଏହି ପରି ଅନେକ ଜିନିଷ, ବସ୍ତୁ ଆଦି ରହିଛି ଯାହାକୁ ବ୍ୟବହାର କରି ଅନେକ କାର୍ଯ୍ୟ ସିଦ୍ଧ ହୋଇପାରେ ।