ସ୍ୱାସ୍ଥ୍ୟ

ପିଜୁଳି ପତ୍ର ଖାଆନ୍ତୁ ଏହି ସବୁ ରୋଗକୁ ବାଏ ବାଏ କୁହନ୍ତୁ ,ଶହେ ବର୍ଷ ପର୍ଯ୍ୟନ୍ତ କୌଣସି ରୋଗ ହେବ ନାହିଁ ନିଶ୍ଚୟ ସେବନ କରନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ପିଜୁଳି ପତ୍ରର ଏପରି କିଛି ଉପକାରିତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଯଦି ଆପଣଙ୍କର ବା ଆପଣଙ୍କ ଘରେ କାହାରି ବି ଗଣ୍ଠି ବିନ୍ଧା ସମସ୍ୟା ରହିଛି ଏହି ପିଜୁଳି ପତ୍ର ବହୁତ୍ ଲାଭ ଆଦୟକ ହୋଇଥାଏ |

ସେଥି ପାଇଁ ଆପଣ କିଛି ପିଜୁଳି ପତ୍ରନେଇ ଏହାକୁ ଭଲଭାବେ ବାଟି ଏହାକୁ ସୋରିଷ ତେଲ ସହିତ ଗରମ କରି ଆପଣଙ୍କ ବିନ୍ଦୁ ଥିବା ସତନରେ ଲଗାନ୍ତୁ ଦେଖିବେ ଆପଣଙ୍କ ଗଣ୍ଠି ବିନ୍ଧା ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ। ଯଦି ଆପଣଙ୍କ ପାଚନ ଶକ୍ତି ଦୁର୍ବଳ ଅଟେ |

ଆପଣ ପିଜୁଳିର କିଛି ପତ୍ର ଚୋବାଈ ଆପଣଙ୍କ ପାଚନ ଶକ୍ତିକୁ ମଧ୍ୟ ଶକ୍ତି ଶାଳୀ ବନାଇ ପାରିବେ । ପିଜୁଳି ପତ୍ରର ନିୟମିତ ସେବନ ଦ୍ଵାରା ଆପଣଙ୍କ ମୋଟା ପେଟ ମଧ୍ୟ ଖୁବ୍ ଶୀଘ୍ର ପତଳା ହୋଇଯିବ ଓ ଏହା ଆପଣଙ୍କ ଅତିରିକ୍ତ ଚର୍ବି କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

 

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button